"ହିନ୍ଦୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
୧ କ ଧାଡ଼ି:
{{ଛୋଟ|Hindu}}
[[ଫାଇଲ:HinduSwastika.svg|100px|leftright|ହିନ୍ଦୁମାନଙ୍କ ସ୍ଵସ୍ତିକ ]]
'''ହିନ୍ଦୁ''' କହିଲେ [[ଭାରତ|ଭାରତୀୟ]] ଉପମହାଦେଶର ମୂଳ ନିବାସୀ ମାନଙ୍କର ଦାର୍ଶନିକ, ଧାର୍ମିକ ଓ ସାଂସ୍କୃତିକ ଭାବଧାରା କୁ ବୁଝାଇଥାଏ ।
ସାଧାରଣ ଭାବରେ [[ହିନ୍ଦୁ ଧର୍ମ]]ର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ ।ହିନ୍ଦୁ ମାନେ ଆତ୍ମା,କର୍ମ,ଅବତାର ବାଦ,ପୁନର୍ଜନ୍ମ, ମୁର୍ତି ପୂଜା,ଅହିଂସା ଆଦିରେ ବିଶ୍ଵାସ କରନ୍ତି । ପ୍ରାଚୀନ କାଳରୁ [[ହିନ୍ଦୁ ଧର୍ମ]]କୁଧର୍ମକୁ [[ସନାତନ ଧର୍ମ]] ମଧ୍ୟ କୁହାଯାଉଛି।
 
ହିନ୍ଦୁ ଶବ୍ଦଟି [[ସିନ୍ଧୁ ନଦୀ]] ରୁ ଆସିଅଛି । ସିନ୍ଧୁନଦୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ,ଆରବିକ ଅଧିବାସୀ ମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ।ସିନ୍ଧୁନଦୀର ପୂର୍ବଦେଶ [[ହିନ୍ଦୁସ୍ତାନ]],ସେଠାରେ ରହୁଥିବା ଅଧିକଂଶ ଅଧିବାସୀ ହିନ୍ଦୁ ।
୧୦ କ ଧାଡ଼ି:
୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁ ଧର୍ମ,[[ଖ୍ରୀଷ୍ଟ ଧର୍ମ]] ଓ [[ଇସଲାମ ଧର୍ମ]] ପରେ ଦୁନିଆର ୩ୟ ବଡ଼ ଧର୍ମ। ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ [[ଭାରତ]] ଓ [[ନେପାଳ]]ରେ ବସବାସ କରନ୍ତି।
 
ହିନ୍ଦୁ ଧର୍ମରେ ଅନେକ [[ଗ୍ରନ୍ଥ]] ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେ [[ରାମାୟଣ]] ଓ [[ମହାଭାରତ]] ଅନ୍ୟତମ। [[ଭଗବତ ଗୀତା]] [[ମହାଭାରତ]]ରମହାଭାରତର ଏକ ଅଂଶ ଏବଂ ଏହାକୁ ଚାରି [[ବେଦ]]ର ସାର ବୋଲି କୁହାଯାଏ।
==ଆଧାର==
{{ଆଧାର}}
୧୯ କ ଧାଡ଼ି:
*{{cite book|last= Dass|first=Baboo Ishuree|title=Domestic manners and customs of the Hindoos of northern India, or, more strictly speaking, of the north west provinces of India.|url=http://www.archive.org/stream/domesticmanners00dassgoog#page/n5/mode/2up|year=1860|publisher=Medical Hall Press, Benares }}
{{ହିନ୍ଦୁ ଧର୍ମ}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
 
[[ckb:ھیندوو]]
[[de:Hindu]]
[[en:Hindu]]
[[es:Hindú]]
[[hi:सनातन धर्म]]
[[id:Umat Hindu]]
[[ja:ヒンドゥー教徒]]
[[ml:ഹിന്ദു]]
[[mr:हिंदू]]
[[ms:Hindu]]
[[new:इन्तु (सन् १९९४या संकिपा)]]
[[nn:Hinduar]]
[[ru:Индус]]
[[ta:இந்து]]
"https://or.wikipedia.org/wiki/ହିନ୍ଦୁ"ରୁ ଅଣାଯାଇଅଛି