"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୨ କ ଧାଡ଼ି:
| MeshID = D004827
}}
'''ଅପସ୍ମାର''' ବାତ ଗୋଟିଏ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ଯେଉଁଥିରେ ବାତ ଗୋଟିଏ ପ୍ରମୁଖ ଲକ୍ଷଣ <ref name="nejm-2003">{{cite journal | author = Chang BS, Lowenstein DH | title =Epilepsy | year = 2003 | journal = N. Engl. J. Med. | volume = 349 | issue = 13 | pages = 1257–66 | doi = 10.1056/NEJMra022308 | pmid = 14507951 | url = http://www.nejm.org/doi/full/10.1056/NEJMra022308}}</ref><ref>{{cite web|url=http://www.nlm.nih.gov/medlineplus/epilepsy.html|title=Epilepsy: MedlinePlus|date=11 February 2013|publisher=U.S. National Library of Medicine|accessdate=26 February 2013}}</ref>। ଏହା [[Epilesy|ଏପିଲେପ୍ସି]] ନାମରେ ମଧ୍ୟ ପରିଚିତ । କେତେକ ସଂଜ୍ଞା ଅନୁସାରେ ବାତ ବାରମ୍ଵାର ଓ ଉତ୍ତେଜନା ବିହୀନ ହେବା ଆବଶ୍ୟକ<ref name="nejm-2003"/><ref name="who-2009"/><ref name="aan-patient">{{cite web | publisher = [[American Academy of Neurology]] | title = Patient Fact Sheet: Epilepsy | url = http://patients.aan.com/disorders/index.cfm?event=view&disorder_id=918 | accessdate = January 5, 2012}}</ref>, ଅନ୍ୟ ମତ ଅନୁସାରେ ଗୋଟିଏ ଥର ବାତ ସହ ମସ୍ତିଷ୍କ କ୍ରିୟା ପରିବର୍ତ୍ତନ ସହ ଭବିଷ୍ୟତ ବାତ ସମ୍ଭାବନା ଅଧିକ ଥାଏ <ref name="Fisher2005"/>। ଅଧିକାଂଶ କ୍ଷେତ୍ରରେ ଏହି ରୋଗର କୌଣସି କାରଣ ଜଣା ପଡେ ନାହିଁ । କେତେକ କାରଣ ମଧ୍ୟରେ ମସ୍ତିଷ୍କ ଆଘାତ, ସ୍ଟ୍ରୋକ, ମସ୍କିଷ୍କ କର୍କଟ, ଔଷଧ ଓ ମାତ୍ରାଧିକ ମଦ୍ୟପାନ ଉଲ୍ଲେଖ ଯୋଗ୍ୟ<ref>[http://www.nhs.uk/Conditions/Epilepsy/Pages/Causes.aspx] NHS choices website</ref> । <br />
ଏହି ରୋଗ ମସ୍ତିଷ୍କରେ ଅସାଧାରଣ ଓ ଅତ୍ୟଧିକ ସ୍ନାୟୁ ଉତ୍ତେଜନା ହେବା ଯୋଗୁ ଦେଖାଯାଏ<ref name="Fisher2005">{{cite journal| author = Fisher R, van Emde Boas W, Blume W, Elger C, Genton P, Lee P, Engel J| title = Epileptic seizures and epilepsy: definitions proposed by the International League Against Epilepsy (ILAE) and the International Bureau for Epilepsy (IBE)| journal = Epilepsia| volume = 46| issue = 4| pages = 470–2| year = 2005| pmid = 15816939| url = http://www.blackwell-synergy.com/doi/full/10.1111/j.0013-9580.2005.66104.x| doi = 10.1111/j.0013-9580.2005.66104.x}}</ref> । ପୃଥିବୀରେ ପ୍ରାୟ ୫୦ ନିୟୁତ ଅପସ୍ମାର ବାତ ରୋଗୀ ଅଛନ୍ତି ଓ ତନ୍ମଧ୍ୟରୁ ୮୦ % ରୋଗୀ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଦେଖାଯାଆନ୍ତି <ref name="who-2009">{{cite web | url=http://www.who.int/mediacentre/factsheets/fs999/en/ | title = Epilepsy | series = Fact Sheets |date =October 2012 | accessdate = January 24, 2013 | publisher = [[World Health Organization]]}}</ref> । ବୟଷ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ସମ୍ଭାବନା ବଢେ<ref>{{cite journal|last=Brodie|first=MJ|coauthors=Elder, AT, Kwan, P|title=Epilepsy in later life|journal=Lancet neurology|date=2009 Nov|volume=8|issue=11|pages=1019–30|pmid=19800848|doi=10.1016/S1474-4422(09)70240-6}}</ref><ref>{{cite book|last=Holmes|first=Thomas R. Browne, Gregory L.|title=Handbook of epilepsy|year=2008|publisher=Lippincott Williams & Wilkins|location=Philadelphia|isbn=9780781773973|edition=4th|url=http://books.google.com/books?id=gLOv8XZ5u48C&pg=PA7}}</ref> । ଶିଶୁ ଓ ବୟଷ୍କ ଲୋକଙ୍କଠାରେ ଏହି ରୋଗ ନୂଆ ଭାବରେ ଦେଖାଯାଏ <ref>{{cite book|title=Wyllie's treatment of epilepsy : principles and practice.|year=2010|publisher=Wolters Kluwer/Lippincott Williams & Wilkins|location=Philadelphia|isbn=9781582559377|edition=5th|url=http://books.google.com/books?id=mxE2FYWoY0wC&pg=PA291}}</ref>। ମସ୍ତିଷ୍କ ଅପରେଶନ ପରେ ପରେ ଏହି ରୋଗ ହେବା ଦେଖାଯାଏ
ଏହି ରୋଗକୁ ଆୟତ୍ତ କରି ହୁଏ କିନ୍ତୁ ଆରୋଗ୍ୟ କରି ହୁଏ ନାହିଁ । ୩୦ % ରୋଗୀଙ୍କର ସର୍ବୋତ୍ତମ ଚିକିତ୍ସା ସତ୍ତ୍ଵେ ବାତ ନିୟନ୍ତ୍ରଣ କରି ହୁଏ ନାହିଁ । କେତେକ ଅତି କଷ୍ଟସାଧ୍ୟ ରୋଗରେ ଅପରେଶନ ସାହାଯ୍ୟ ନିଆ ଯାଇପାରେ<ref name="Cascino GD 1994 1199–1211">{{cite journal |author=Cascino GD |year=1994 |title=Epilepsy: contemporary perspectives on evaluation and treatment|journal=Mayo Clinic Proc |volume=69 |pages=1199–1211}}</ref><ref name="Engel J Jr 1996 647–652">{{cite journal |author=Engel J Jr |year=1996 |title=Surgery for seizures |journal=NEJM |pages=647–652 |doi=10.1056/NEJM199603073341008 |volume=334 |pmid=8592530 |issue=10}}</ref> । ସମସ୍ତ ଅପସ୍ମାର ରୋଗ ଜୀବନବ୍ୟାପୀ ନୁହେଁ । ଶୈଶବ ଅବସ୍ଥାରେ କେତେକ ନିର୍ଦ୍ଦିଷ୍ଟ ସମୟରେ ଏହି ରୋଗ ଦେଖାଯାଏ । ଏହି ରୋଗକୁ ଗୋଟିଏ ରୋଗ ହିସାବରେ ବିବେଚନା ନ କରି ମସ୍ତିଷ୍କର ବୈଦୁତିକ ବ୍ୟତିକ୍ରମ ସହ ଅନେକ ଲକ୍ଷଣ ସମାହାର ବୋଲି ବିବେଚନା କରିବା ଆବଶ୍ୟକ ।
== ଚିହ୍ନ ଓ ଲକ୍ଷଣ ==
[[Fileଫାଇଲ:Bittentongue.JPG|thumb|ଜଣେ ବ୍ୟକ୍ତି ବାତ ମାରିବା ସମୟରେ ଜିଭ କାମୁଡି ପକେଇଛି ।]]
ଅପସ୍ମାର ରୋଗରେ ଦୀର୍ଘସ୍ଥାୟୀ ଓ ବାରମ୍ଵାର ବାତ ମାରିବା ଆଶଙ୍କା ଥାଏ<ref name=Adult2006>{{cite journal|last=Duncan|first=JS|coauthors=Sander, JW, Sisodiya, SM, Walker, MC|title=Adult epilepsy.|journal=Lancet|date=2006 Apr 1|volume=367|issue=9516|pages=1087–100|pmid=16581409|url=http://www.acutemed.co.uk/docs/Epilepsy,%20Lancet%204-06.pdf|doi=10.1016/S0140-6736(06)68477-8}}</ref> । ବାତ ମରା ବିଭିନ୍ନ କିସମର ହୁଏ <ref name=Adult2006/>। <br />
ବାତ (Seizure/ Fits) ମାରିବା ସମୟରେ ଜିଭ ଅଗ ବା ଜିଭର ଦୁଇ ପାର୍ଶ୍ଵ କାମୁଡି ହୋଇଯାଏ । ଟନିକ-କ୍ଲୋନିକ ବାତ ହେଲେ ଜିଭର ଦୁଇ ପାର୍ଶ୍ଵ କାମୁଡା ହୁଏ, ଅଗ୍ର ଭାଗ ମଧ୍ୟ କାମୁଡି ହୋଇଯାଏ<ref>{{cite book|last=Engel|first=Jerome|title=Epilepsy : a comprehensive textbook|year=2008|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=9780781757775|pages=2797|url=http://books.google.ca/books?id=6Kq4Zt2KOpcC&pg=PA2797|edition=2nd ed.}}</ref> ।
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି