"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding ar, as, ay, az, bar, bat-smg, be, bg, bjn, bn, br, bs, ca, cs, da, de, el, en, eo, es, et, eu, fa, fi, fr, ga, gl, he, hi, hr, hu, id, io, is, it, ja, ka, kk, ko, ku, la, lt, lv, mk, ml, mr, ms, my, nds, ne, new, nl, nn, no, nrm,...
୧୬ କ ଧାଡ଼ି:
ଏହି ରୋଗକୁ ଆୟତ୍ତ କରି ହୁଏ କିନ୍ତୁ ଆରୋଗ୍ୟ କରି ହୁଏ ନାହିଁ । ୩୦ % ରୋଗୀଙ୍କର ସର୍ବୋତ୍ତମ ଚିକିତ୍ସା ସତ୍ତ୍ଵେ ବାତ ନିୟନ୍ତ୍ରଣ କରି ହୁଏ ନାହିଁ । କେତେକ ଅତି କଷ୍ଟସାଧ୍ୟ ରୋଗରେ ଅପରେଶନ ସାହାଯ୍ୟ ନିଆ ଯାଇପାରେ<ref name="Cascino GD 1994 1199–1211">{{cite journal |author=Cascino GD |year=1994 |title=Epilepsy: contemporary perspectives on evaluation and treatment|journal=Mayo Clinic Proc |volume=69 |pages=1199–1211}}</ref><ref name="Engel J Jr 1996 647–652">{{cite journal |author=Engel J Jr |year=1996 |title=Surgery for seizures |journal=NEJM |pages=647–652 |doi=10.1056/NEJM199603073341008 |volume=334 |pmid=8592530 |issue=10}}</ref> । ସମସ୍ତ ଅପସ୍ମାର ରୋଗ ଜୀବନବ୍ୟାପୀ ନୁହେଁ । ଶୈଶବ ଅବସ୍ଥାରେ କେତେକ ନିର୍ଦ୍ଦିଷ୍ଟ ସମୟରେ ଏହି ରୋଗ ଦେଖାଯାଏ । ଏହି ରୋଗକୁ ଗୋଟିଏ ରୋଗ ହିସାବରେ ବିବେଚନା ନ କରି ମସ୍ତିଷ୍କର ବୈଦୁତିକ ବ୍ୟତିକ୍ରମ ସହ ଅନେକ ଲକ୍ଷଣ ସମାହାର ବୋଲି ବିବେଚନା କରିବା ଆବଶ୍ୟକ ।
== ଚିହ୍ନ ଓ ଲକ୍ଷଣ ==
[[File:Bittentongue.JPG|thumb|ଜଣେ ବ୍ୟକ୍ତି ବାତ ମାରିବା ସମୟରେ ଜିଭ କାମୁଡି ପକେଇଛି ।]]
ଅପସ୍ମାର ରୋଗରେ ଦୀର୍ଘସ୍ଥାୟୀ ଓ ବାରମ୍ଵାର ବାତ ମାରିବା ଆଶଙ୍କା ଥାଏ<ref name=Adult2006>{{cite journal|last=Duncan|first=JS|coauthors=Sander, JW, Sisodiya, SM, Walker, MC|title=Adult epilepsy.|journal=Lancet|date=2006 Apr 1|volume=367|issue=9516|pages=1087–100|pmid=16581409|url=http://www.acutemed.co.uk/docs/Epilepsy,%20Lancet%204-06.pdf|doi=10.1016/S0140-6736(06)68477-8}}</ref> । ବାତ ମରା ବିଭିନ୍ନ କିସମର ହୁଏ <ref name=Adult2006/>। <br />
ବାତ (Seizure/ Fits) ମାରିବା ସମୟରେ ଜିଭ ଅଗ ବା ଜିଭର ଦୁଇ ପାର୍ଶ୍ଵ କାମୁଡି ହୋଇଯାଏ । ଟନିକ-କ୍ଲୋନିକ ବାତ ହେଲେ ଜିଭର ଦୁଇ ପାର୍ଶ୍ଵ କାମୁଡା ହୁଏ, ଅଗ୍ର ଭାଗ ମଧ୍ୟ କାମୁଡି ହୋଇଯାଏ<ref>{{cite book|last=Engel|first=Jerome|title=Epilepsy : a comprehensive textbook|year=2008|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=9780781757775|pages=2797|url=http://books.google.ca/books?id=6Kq4Zt2KOpcC&pg=PA2797|edition=2nd ed.}}</ref> ।
== କାରଣ ==
 
== କାରଣ ==
== ଆଧାର ==
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି