"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

→‎ରାଷ୍ଟ୍ରପତି ନିର୍ବାଚନ: ପଦଚ୍ୟୁତି ବା ମହାଭିଯୋଗ ପ୍ରସ୍ତାବ
(→‎ରାଷ୍ଟ୍ରପତି ନିର୍ବାଚନ: ପଦଚ୍ୟୁତି ବା ମହାଭିଯୋଗ ପ୍ରସ୍ତାବ)
* ନିର୍ବାଚନ ମଣ୍ଡଳୀ :
* ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ବ୍ୟବସ୍ଥା :
=== ରାଷ୍ଟ୍ରପତିଙ୍କ କାଳକାର୍ଯ୍ୟକାଳ ===
ରାଷ୍ଟ୍ରପତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ସେହି ପଦବୀରେ ସେ ପୁନଃ ନିର୍ବାଚିତ ହେବାର କୈଣସି ସାମ୍ବିଧାନିକ ବାଧା ନାହିଁ । ତେବେ ଆମର ପ୍ରଥମ ରାଷ୍ଟ୍ରପରି [[ରାଜେନ୍ଦ୍ର ପ୍ରସାଦ]]ଙ୍କ ବ୍ୟତିତ ଅନ୍ୟ କୈଣସି ରାଷ୍ଟ୍ରପତି ଏ ଅବଧି ପୁନଃ ନିର୍ବାଚିତ ହୋଇନାହାନ୍ତି ।
 
 
===ପଦଚ୍ୟୁତି ବା ମହାଭିଯୋଗ ପ୍ରସ୍ତାବ===
ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ସମ୍ଭିଧାନ ଉଲ୍ଲଂଘନ ଅଭିଯୋଗ ପାଇଁ ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି । ଏହି ମହାଭିଯୋଗ ପ୍ରସ୍ତାବ ସଂସଦର ଯେ କୈଣସି ଗୃହରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆଗତ କରାଯାଇଥାଏ । ମହାଭିଯୋଗ ପ୍ରସ୍ତାବଟି ସଂସଦର ପ୍ରତି ସଦନରେ ସର୍ବମୋଟ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ସମର୍ଥନ ପାଇ ଗୃହିତ ହେଲେ,ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି ।
=== ଶପଥ ପାଠ ===
===ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ===
୯,୨୪୪

ଗୋଟି ସମ୍ପାଦନା