"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding as, bn, dv, fi, fr, ja, mk, mr, nl, no, pl, pt, ru, simple, sv, ta, te, vi, zh; modifying hi; ପ୍ରସାଧନ ବଦଳ
୩୬ କ ଧାଡ଼ି:
* ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ବ୍ୟବସ୍ଥା :
=== ରାଷ୍ଟ୍ରପତିଙ୍କ କାଳ ===
ରାଷ୍ଟ୍ରପତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ସେହି ପଦବୀରେ ସେ ପୁନଃ ନିର୍ବାଚିତ ହେବାର କୈଣସି ସାମ୍ବିଧାନିକ ବାଧା ନାହିଁ । ତେବେ ଆମର ପ୍ରଥମ ରାଷ୍ଟ୍ରପରି [[ରାଜେନ୍ଦ୍ର ପ୍ରସାଦ]]ଙ୍କ ବ୍ୟତିତ ଅନ୍ୟ କୈଣସି ରାଷ୍ଟ୍ରପତି ଏ ଅବଧି ପୁନଃ ନିର୍ବାଚିତ ହୋଇନାହାନ୍ତି ।
 
ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ଇଛା କଲେ, ଉପରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ନିଜର ଇସ୍ତଫା ଜରିଆରେ ନିଜ ପଦବୀରୁ ଅବ୍ୟାହତ ନେଇପାରିବେ ।
 
ଯଦି ମୃତ୍ୟୁ,ଇସ୍ତଫା ଓ ମହାଅଭିଯୋଗ କାରଣରୁ ରାଷ୍ଟ୍ରପତି ପଦ ଖାଲି ପଡେ,ତେବେ ଉପରାଷ୍ଟ୍ରପତି ସର୍ବାଧିକ ଛଅ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି ଏହି ଛଅ ମାସ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷରୁ ଅଧିକ ସମୟ ବୃଦ୍ଧି କରାଯାଇପାରିବ ନାହିଁ ।
 
===ପଦଚ୍ୟୁତି ବା ମହାଭିଯୋଗ ପ୍ରସ୍ତାବ===
=== ଶପଥ ପାଠ ===