"ଦଶମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ ଅନ୍ୟ ଉଇକିପ୍ରସଙ୍ଗ ସହ ସଂଯୋଗ
୩ କ ଧାଡ଼ି:
== ପର୍ବପର୍ବାଣୀ ==
* ଶୁକ୍ଳପକ୍ଷର ଦଶମୀ [[ଗୁରୁବାର]] ଦିନ ପଡ଼ିଲେ [[ସୁଦଶା ବ୍ରତ]] ପାଳନ କରାଯାଏ ।
* [[ପୌଷ]] [[ପକ୍ଷ|ଶୁକ୍ଳ]] ଦଶମୀ: [[ଶାମ୍ବ ଦଶମୀ]] : (ସମ୍ବର ଦଶମୀ, ଶାମ୍ବରୀ ଦଶମୀ; ସୂର୍ଯ୍ୟପୂଜା)
* [[ଫାଲ୍‌ଗୁନ]] ଶୁକ୍ଳ ଦଶମୀ: [[ଫଗୁ ଦଶମୀ]] (ଦୋଳଯାତ୍ରାର ଆରମ୍ଭ ଦିନ; ଶ୍ରୀକୃଷ୍ଣପୂଜା)
* [[ଆଶ୍ୱିନ]] ଶୁକ୍ଳପକ୍ଷଶୁକ୍ଳ ଦଶମୀ: ବିଜୟା ଦଶମୀ (ଦଶହରା)
* [[ଆଷାଢ଼]] ଶୁକ୍ଳପକ୍ଷଶୁକ୍ଳ ଦଶମୀ: ବାହୁଡ଼ା ଦଶମୀ (ଏ ଦିନ [[ଜଗନ୍ନାଥ|ଶ୍ରୀଜଗନ୍ନାଥ]] ମହାପ୍ରଭୁ ରଥରେ [[ଗୁଣ୍ଡିଚା ମନ୍ଦିର|ଗୁଣ୍ଡିଚା ଘରୁ]] [[ଜଗନ୍ନାଥ ମନ୍ଦିର|ବଡ଼ ଦେଉଳ]]କୁ ଫେରନ୍ତି ।)
* [[ଜ୍ୟୈଷ୍ଠ]] ଶୁକ୍ଳପକ୍ଷ ଦଶମୀ: ଦଶହରା ଗଙ୍ଗାସ୍ନାନ (ଏ ଦିନ ଗଙ୍ଗାଙ୍କ ଜନ୍ମଦିବସ ଅର୍ଥାତ୍ ଗଙ୍ଗା ପୃଥିବୀରେ ଅବତରଣ କରିଥିଲେ । ଏ ଦିନ ଗଙ୍ଗାସ୍ନାନ ବିଶେଷ ପାପନାଶକ ।)
== ଆଧାର ==
{{ଆଧାର}}
{{ପକ୍ଷ}}
{{ଅଧାଗଢା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
 
{{ଅଧାଗଢା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Dashami]]
[[hi:दशमी]]
"https://or.wikipedia.org/wiki/ଦଶମୀ"ରୁ ଅଣାଯାଇଅଛି