"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୧ କ ଧାଡ଼ି:
'''ରାଷ୍ଟ୍ରପତି''' ହେଉଛନ୍ତି [[ଭାରତ]]ର ନିର୍ବାଚନ ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ। ସମ୍ବିଧାନ ତାଙ୍କ ହାତରେ କେନ୍ଦ୍ର ସରକାରର କାର୍ଯ୍ୟପାଳିକ କ୍ଷମତା ନ୍ୟସ୍ତ କରିଛି । ସେ ହେଉଛନ୍ତି ସମଗ୍ର ଦେଶର '''ଐକ୍ୟର ପ୍ରତୀକ''' ଓ ସମ୍ମାନାସ୍ପଦ ପ୍ରଥମ ନାଗରିକ ।
==ରାଷ୍ଟ୍ରପତି ନିର୍ବାଚନ==
ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ସଂସଦ ଓ ରାଜ୍ୟ ବିଧାନସଭାର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ '''ନିର୍ବାଚକ ମଣ୍ଡଳୀ'' ଦ୍ଵାରା '''ଆନୁପାତିକ ପ୍ରତିନିଧିତ୍ଵ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦ ଭୋଟଦାନ''' ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।
 
ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବା ପାଇଁ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ (କୋଟା) ବା ମିଳିଥିବା ସମସ୍ତ ସଠିକ ଭୋଟର ୫୦ ପ୍ରତିଶତରୁ ଏକ ଅଧିକ (୫୦%+୧) ସମର୍ଥନ ପାଇବା ବାଞ୍ଛନୀୟ ।
===ଯୋଗ୍ୟତା===
*ନିର୍ବାଚନ ମଣ୍ଡଳୀ :
Line ୨୮ ⟶ ୩୧:
===ଶପଥ ପାଠ===
===ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ===
 
==ଆଧାର==
{{ଆଧାର}}