"ଗୁଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Removing ti:ጉግል
No edit summary
୨୩ କ ଧାଡ଼ି:
| intl = yes
}}
ଗୁଗଲ ହେଉଛି ଇଣ୍ଟର୍ନେଟ୍‌ରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍‌ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୦ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଗୁଗଲ ଏକ ଇଣ୍ଟରନେଟ ଆଧାରିତ କମ୍ପାନୀ ।
 
ଗୁଗଲରେ ଲୋକେ ଛବି, ସମ୍ବାଦ ସନ୍ଧାନ କରିବା ସହିତ କିଣାକିଣି ମଧ୍ୟ କରିପାରିବେ । ଜୁନ ୨୦୦୪ ସୁଦ୍ଧା, ଗୁଗଲରେ ୪.୨୮ ଅର୍ବୁଦ ୱେବ୍‌ ପୃଷ୍ଠା, ୮୮ କୋଟି ଛବି, ୮୪.୫ କୋଟି ସନ୍ଦେଶ, ଅର୍ଥାତ ମୋଟ ୬ ଅର୍ବୁଦ ବସ୍ତୁ ଥିଲା ।
 
ଗୁଗଲ କରିବା ଏକ କ୍ରିୟାକୁ ବୁଝାଏ ଯାହାର ଅର୍ଥ ଗୁଗଲରେ ସନ୍ଧାନ କରିବା । ଗୁଗଲର ପ୍ରସିଦ୍ଧି ଯୋଗୁ, ଗୁଗଲ କରିବା ଅର୍ଥ ୱେବ୍‌ ଖୋଜାକୁ ମଧ୍ୟ ବୁଝାଇଥାଏ । କମ୍ପାନୀର ବାଣିଜ୍ୟସଂକେତ ହୋଇଥିବାରୁ ଗୁଗଲ ଏହା ପସନ୍ଦ କରେ ନାହିଁ । ଲୋକେ ଅତ୍ୟଧିକ ବ୍ୟବହାର କଲେ ଗୁଗଲ ବାଣିଜ୍ୟସଂକେତ ହରେଇପାରେ ।
 
== ଇତିହାସ ==
୧୯୯୬ରେ ଷ୍ଟାନ୍‌ଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲ୍ୟାରୀ ପେଜ୍‌ ଓ ସର୍ଜି ବ୍ରିନ୍‌ଙ୍କ ଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫର୍ନିଆର ମେନ୍‌ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ ଫେବ୍ରୁୟାରୀରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ 'ଗୁଗଲ୍‌ପ୍ଲେକ୍ସ' ନାମକ ସ୍ଥାନକୁ ଏହା ଅଣାଗଲା ।
 
ସେପ୍ଟେମ୍ବର ୨୦୦୧ ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଏହାର ଉଦ୍ଭାବକ ଥିଲେ ଲାରୀ ପେଜ୍‌ ।
 
 
== ବସ୍ତୁ ଓ ସେବା ==
 
=== ଗୁଗଲ ସନ୍ଧାନ ===
 
ହନୁମାନ
 
=== କାର୍ଯକାରୀ ସଫ୍ଟୱେର ===
"https://or.wikipedia.org/wiki/ଗୁଗଲ"ରୁ ଅଣାଯାଇଅଛି