"ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
୩୬ କ ଧାଡ଼ି:
'''ମହାକାଳେଶ୍ଵର''' , [[ଭାରତ|ଭାରତବର୍ଷ]]ର ବିଭିନ୍ନ ଅଞ୍ଚଳରେ ଅବସ୍ତିତ ଦ୍ଵାଦଶ [[ଜ୍ୟୋତିର୍ଲିଙ୍ଗ]] ମଧ୍ୟରେ ଅନ୍ୟତମ । [[ମଧ୍ୟ ପ୍ରଦେଶ]]ର [[ଶିପ୍ରାନଦୀ]] ତୀରବର୍ତ୍ତି ଉଜ୍ଜୟିନୀ ବା ଧାରାନଗରୀରେ ରୁଦ୍ରସାଗର ହ୍ରଦତୀରରେ ଏହି ମନ୍ଦିର ଅବସ୍ତିତ। ଏଠାରେ [[ଶିବଲିଙ୍ଗ]] ସ୍ଵୟଂମ୍ଭୁ ରୂପେ ପରି ପ୍ରକାଶ ହୋଇଥିବା ବିଶ୍ଵାସ କରାଯାଏ ।<ref>http://dic.mp.nic.in/Ujjain/mahakal/Default.aspx</ref> ଏଠାରେ ମହାକାଳେଶ୍ଵର ଦକ୍ଷିଣମୂଖୀ ହୋଇଥିବାରୁ ,ତାଙ୍କୁ '''ଦକ୍ଷିଣମୂର୍ତ୍ତି''' ମଧ୍ୟ କୁହାଯାଏ । <ref>http://jyotirlingatemples.com/temple/id/45/mahakaleswar-ujjain-</ref>
== କିମ୍ବଦନ୍ତୀ ==
କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ [[ଅବନ୍ତି]]ର ରାଜଧାନୀ [[ଅବନ୍ତିକା]] (ପରବର୍ତ୍ତି କାଳରେ ଉଜ୍ଜୈନ)ରେ ଏକଦା ଶାସନ କରୁଥିଲେ ରାଜା ଚନ୍ଦ୍ରସେନ । ସେଥିଲୋଏ [[ଶିବ]]ଙ୍କର ପରମ ଭକ୍ତ । ଦିନେ ରାଜା ମନ୍ତ୍ରପାଠ ପୂର୍ବକ ପ୍ରାସାଦ ମଧ୍ୟସ୍ଥ ମନ୍ଦିରରେ ଶିବପୂଜାରେ ବ୍ୟସ୍ତ ଥାଆନ୍ତି । ରାସ୍ତାରେ ଯାଉଥିଲା ଶ୍ରୀକର ନାମକ ଚଷାପିଲା ଟିଏ । ମନ୍ତ୍ର ଧ୍ଵନି ଶୁଣି ସେ ମଧ୍ୟ ଦେବ ଆରାଧନା ପାଇଁ ଇଛା କଲା ।
 
==ଇତିହାସ==
== ମନ୍ଦିର ==