"ପ୍ରେମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding lb:Léift
ଟିକେNo edit summary
୬ କ ଧାଡ଼ି:
 
== ଭାରତୀୟ/ଓଡ଼ିଆ ଚିନ୍ତାଧାରା ==
[[ଫାଇଲ:Kama Rati.jpg|thumb|upright|କାମଦେବଙ୍କ ସହ ରତି]]
ଭାରତୀୟ ମାନେ ସାଧାରଣତଃ ପ୍ରେମକୁ ଏକ ଶାଶ୍ଵତ ଭାବନା ବା ଭକ୍ତ ଭଗବାନଙ୍କ ସମ୍ପର୍କକୁ ବୁଝିଥାନ୍ତି । ଏହା ଛଡା କିଶୋର କିଶୋରୀ ମାନଙ୍କ ମଧ୍ୟରେ ଅଧିକ ଭାବେ ଏହି ପ୍ରେମ ଦେଖାଯାଏ ।
 
==ହିନ୍ଦୁତ୍ୱ==
[[ଫାଇଲ:Kama Rati.jpg|thumb|upright|କାମଦେବଙ୍କ ସହ ରତି]]
ହିନ୍ଦୁ ଧର୍ମରେ କାମଦେବଙ୍କ ସୂଚୀତ ସୁଖଦ, ଯୌନ ସମ୍ବଳିତ ପ୍ରେମ ହେଉଛି କାମ ।ବେଦରେ କାମକୁ ତୃତୀୟ ପୁରୁଷାର୍ଥ ଭାବେ ବର୍ଣନା କରାଯାଇଛି ।କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି ।ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି ।କର୍ଣାଟକର ବେଲୁର୍‌ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।କାମ ହେଉଛି ପ୍ରେମର ଅନ୍ୟ ଏକ ନାମ ।
 
== ପ୍ରକ୍ରିୟା ==
ପ୍ରେମ ପ୍ରଦର୍ଶନର ବିଭିନ୍ନ ପ୍ରକ୍ରିୟା ଅଛି । ସ୍ମିତହାସ୍ୟ, ଚୁମ୍ବନ, କୋଳାକୋଳି, ଆଲିଙ୍ଗନ ଇତ୍ୟାଦି । ଭର୍ତ୍ତୃହରିଙ୍କ ରଚିତ ଶୃଙ୍ଗାର ଶତକ, ଶ୍ରୀ [[ଜୟଦେବ]]ଙ୍କ [[ଗୀତ ଗୋବିନ୍ଦ]] ଓ ବ୍ୟାସଦେବଙ୍କ ରଚିତ [[ଭାଗବତ]] ଆଦି ଗ୍ରନ୍ଥରେ ଏହି ବିଷୟରେ ବର୍ଣନା କରାଯାଇଅଛି ।
"https://or.wikipedia.org/wiki/ପ୍ରେମ"ରୁ ଅଣାଯାଇଅଛି