"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Gorvachove (ଆଲୋଚନା | ଅବଦାନ) ଟିକେNo edit summary |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୨ କ ଧାଡ଼ି:
'''ଇଲିଆନା ସିତାରିଷ୍ଟ''' ଜଣେ [[ଇଟାଲୀ]]ରେ ଜନ୍ମିତ [[ଓଡ଼ିଶୀ]] ଏବଂ [[ଛଉ]] ନୃତ୍ୟଶିଳ୍ପୀ । ସେ ବର୍ତ୍ତମାନ [[ଭୁବନେଶ୍ୱର]]ରେ ରହୁଛନ୍ତି । ୧୯୯୫ ମସିହାରେ [[ମୃଣାଳ ସେନ]]ଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ [[ପଦ୍ମଭୂଷଣ]] ଉପାଧୀରେ ସମ୍ମାନିତ ।
== ପ୍ରାରମ୍ଭିକ ଜୀବନ ==
ଇଲିଆନା [[ଇଟାଲୀ]]ର ବେରଗ୍ରାମୋରୁ ଆସିଛନ୍ତି ।<ref name="articles.timesofindia.indiatimes">{{cite news|title=Odisha is now my home: Ileana Citaristi|url=http://articles.timesofindia.indiatimes.com/2012-03-29/news-and-interviews/31254416_1_odissi-odisha-yoga|accessdate=6 November 2012|newspaper=The Times of India|date=March 29, 2012}}</ref> [[ଇଟାଲୀ]]ରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ [[କଥକଳି]] ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।<ref name="kalinga_a">{{cite web|title=Ileana Citarista - Curriculum Vitae|url=http://www.kalinga.net/ileana/cv.htm|accessdate=6 November 2012}}</ref> [[ଓଡ଼ିଶା]] ଆସିବା ପୂର୍ବରୁ ସେ ୩ ବର୍ଷ ଧରି [[କେରଳ]]ରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ [[ଓଡ଼ିଶୀ]] ଶିଖିଥିଲେ ।<ref>{{cite news|title=Ladies who love Indian rhythm|url=http://www.dailypioneer.com/vivacity/103668-ladies-who-love-indian-rhythm.html|accessdate=6 November 2012|newspaper=The Pioneer|date=23 October 2012}}</ref> ୧୯୭୯ ମସିହାରୁ ସେ [[ଓଡ଼ିଶା]]ରେ ଅବସ୍ଥାନ କରୁଛନ୍ତି<ref name="thehindu">{{cite news|title=Finding her own idiom|url=http://www.thehindu.com/arts/dance/article2369405.ece?css=print|accessdate=6 November 2012|newspaper=The Hindu|date=August 18, 2011}}</ref> ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।<ref name="kalinga">{{cite web|title=Ileana Citaristi - Bio Data|url=http://www.kalinga.net/ileana/biodata.htm|accessdate=6 November 2012}}</ref>
== ନୃତ୍ୟ ଜୀବନୀ ==
ଇଲିଆନା ଗୁରୁ [[କେଳୁଚରଣ ମହାପାତ୍ର|କେଳୁଚରଣ ମହାପାତ୍ରଙ୍କ]] ପାଖରେ [[ଓଡ଼ିଶୀ]] ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।<ref name="articles.timesofindia.indiatimes" />
== ବହି ଓ ଚଳଚ୍ଚିତ୍ର ==
ମୃଣାଳ ସେନଙ୍କ ଯୁଗାନ୍ତ ବ୍ୟତୀତ, [[ଏମ. ଏଫ. ହୁସେନ]] ଙ୍କ "ମିନାକ୍ଷୀ : ଏ ଟେଲ ଅଫ ଥ୍ରୀ ସିଟିଜ"(୨୦୦୩)<ref>{{IMDb name|1619556}}</ref>, ଗୌତମ ଘୋଷଙ୍କ "ଏବାର ଅରଣ୍ୟେ"(୨୦୦୪)<ref>{{cite news|title=A blend of spaghetti and saag|url=http://www.tribuneindia.com/2004/20040411/herworld.htm#1|accessdate=6 November 2012|newspaper=The Tribune|date=April 11, 2004}}</ref> ରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୧ରେ "ଦି ମେକିଙ୍ଗ ଅଫ ଏ ଗୁରୁ : କେଳୁଚରଣ ମହାପାତ୍ର, ହିଜ ଲାଇଫ ଏଣ୍ଡ ଟାଇମ୍ସ"(ISBN 81-7304-369-8.) ତଥା ୨୦୧୨ରେ "ଟ୍ରାଡ଼ିଶନାଲ ମାର୍ଶିଆଲ ପ୍ରାକ୍ଟିସେସ ଇନ ଓଡ଼ିଶା" ଶୀର୍ଷକରେ ଦୁଇଟି ପୁସ୍ତକ ଲେଖିଛନ୍ତି ।<ref name="thehindu" /><ref name="narthaki" />
== ପୁରସ୍କାର ଓ ସମ୍ମାନ ==
ଇଲିଆନା [[ଦୂରଦର୍ଶନ]]ର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।<ref name="43rdaward">{{cite web|url=http://iffi.nic.in/Dff2011/Frm43thNFAAward.aspx|title=43rd National Film Awards|publisher=International Film Festival of India|accessdate=}}</ref><ref name="43rdawardPDF">{{cite web|url=http://dff.nic.in/2011/43rd_nff_1996.pdf|title=43rd National Film Awards (PDF)|publisher=Directorate of Film Festivals|accessdate=}}</ref>
ସେ ମଧ୍ୟ [[ମୁମ୍ବାଇ|ମୁମ୍ବାଇର]] ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।<ref name="kalinga" /><ref name="narthaki" /> ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଭୂଷଣ" ମିଳିଛି ।<ref name=pdma>{{cite web|title=Padma Awards Directory (1954-2009)|publisher=Ministry of Home Affairs (India)|Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=..state:orissa;Country India}}</ref> ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।<ref name="kalinga_a" />
== ଆଧାର ==
{{ଆଧାର|2}}
== ବାହ୍ୟ ଆଧାର ==
* [http://www.kalinga.net/ileana/index.htm ଇଲିଆନା ସିତାରିଷ୍ଟଙ୍କ ବେବସାଇଟ]
[[ଶ୍ରେଣୀ:ପଦ୍ମଭୂଷଣ ଉପାଧୀଧାରୀ]]
[[ଶ୍ରେଣୀ:ଓଡ଼ିଶୀ ନାଟଶିଳ୍ପୀ]]
[[en:Ileana Citaristi]]
|