"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ପୁରସ୍କାର ଓ ସମ୍ମାନ: ତଥ୍ୟ ସଂଶୋଧନ(ଚତୁର୍ଥ ରୁ ତୃତୀୟ)
ଟିକେ ଇଂରାଜୀ ଉଇକିପିଡ଼ିଆରେ ଏହି ପ୍ରସଙ୍ଗ
୬ କ ଧାଡ଼ି:
 
==ନୃତ୍ୟ ଜୀବନୀ==
ଇଲିଆନା ଗୁରୁ [[କେଳୁଚରଣ ମହାପାତ୍ର|କେଳୁଚରଣ ମହାପାତ୍ରଙ୍କ]]ଙ୍କ ପାଖରେ [[ଓଡ଼ିଶୀ]] ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।<ref name="articles.timesofindia.indiatimes" /> ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କ ଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।<ref>{{cite web|title=Padmashri Ileana Citaristi|url=http://spicmacay.com/articles/padmashri-ileana-citaristi|publisher=SPICMACAY|accessdate=6 November 2012}}</ref> ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ ଛଉ ନୃତ୍ୟ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।<ref name="narthaki">{{cite web|title=Dr. Ileana Citaristi: My karma is to break new ground|url=http://www.narthaki.com/info/intervw/intrv149.html|accessdate=6 November 2012}}</ref>
 
==ବହି ଓ ଚଳଚ୍ଚିତ୍ର==
୧୪ କ ଧାଡ଼ି:
ଇଲିଆନା [[ଦୂରଦର୍ଶନ]]ର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ ଯୁଗାନ୍ତ ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।<ref name="43rdaward">{{cite web|url=http://iffi.nic.in/Dff2011/Frm43thNFAAward.aspx|title=43rd National Film Awards|publisher=International Film Festival of India|accessdate=}}</ref><ref name="43rdawardPDF">{{cite web|url=http://dff.nic.in/2011/43rd_nff_1996.pdf|title=43rd National Film Awards (PDF)|publisher=Directorate of Film Festivals|accessdate=}}</ref>
 
ସେ ମଧ୍ୟ [[ମୁମ୍ବାଇ|ମୁମ୍ବାଇର]] ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।<ref name="kalinga" /><ref name="narthaki" /> ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଭୂଷଣ" ମିଳିଛି ।<ref name=pdma>{{cite web|title=Padma Awards Directory (1954-2009)|publisher=Ministry of Home Affairs (India)|Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=..state:orissa;Country India}}</ref> ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।<ref name="kalinga_a" />
 
==ଆଧାର==
{{ଆଧାର|2}}
==ବାହ୍ୟ ଆଧାର==
* [http://www.kalinga.net/ileana/index.htm ଇଲିଆନା ସିତାରିଷ୍ଟଙ୍କ ବେବସାଇଟ]
୨୩ କ ଧାଡ଼ି:
[[ଶ୍ରେଣୀ:ପଦ୍ମଭୂଷଣ ଉପାଧୀଧାରୀ]]
[[ଶ୍ରେଣୀ:ଓଡ଼ିଶୀ ନାଟଶିଳ୍ପୀ]]
[[en:Ileana Citaristi]]