"ମାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧ କ ଧାଡ଼ି:
{{ଛୋଟ|Magha}}
 
ମଘା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]]ବିଶିଷ୍ଟ [[ମାସ|ଚାନ୍ଦ୍ରମାସକୁ]] 'ମାଘ' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ [[ପୌଷ]] ଓ ପରବର୍ତ୍ତୀ ମାସ [[ଫାଲ୍‌ଗୁନ]] । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ [[ହିନ୍ଦୁ]]ମାନଙ୍କର ଗୋଟିଏ ଧର୍ମମାସ ।
== ପର୍ବପର୍ବାଣୀ ==
* [[ପକ୍ଷ|କୃଷ୍ଣ]] [[ଏକାଦଶୀ]]: [[ଓଳାଶୁଣୀ ମେଳା]]
* ଅମାବାସ୍ୟା: [[ମୌନି ଅମାବାସ୍ୟା]]
* [[ପକ୍ଷ|ଶୁକ୍ଳ]] [[ଚତୁର୍ଥୀ]]: [[ତିଳ ଚତୁର୍ଥୀ]]
* ଶୁକ୍ଳ [[ପଞ୍ଚମୀ]] (ଶ୍ରୀପଞ୍ଚମୀ): [[ସରସ୍ଵତୀ ପୂଜା]]
୧୩ କ ଧାଡ଼ି:
 
{{ମାସ}}
{{ଅଧାଗଢା}}
 
[[ଶ୍ରେଣୀ:ମାସ]]
 
{{ଅଧାଗଢା}}
 
[[af:Maagha]]
"https://or.wikipedia.org/wiki/ମାଘ"ରୁ ଅଣାଯାଇଅଛି