"ନବକୃଷ୍ଣ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ପେଡ଼ି
ଟିକେ ସଜାଣି
୫ କ ଧାଡ଼ି:
| caption =
| birth_date = {{birth date|df=yes|1901|11|23}}
| birth_place = ଖେରସା, [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁରର]]
| birth_place =
| residence =
| death_date = {{death date and age|df=yes|1984|06|24|1901|11|23}}
| death_place =
| constituency =
| office = [[ଓଡ଼ିଶା|ଓଡ଼ିଶାର]] [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ଓଡ଼ିଶାରଭୂତପୂର୍ବ ମୁଖ୍ୟମନ୍ତ୍ରୀ]]
| salary =
| term_start = ୧୨ ମଇ ୧୯୫୦
୨୭ କ ଧାଡ଼ି:
}}
 
'''ନବକୃଷ୍ଣ ଚୌଧୁରୀ''' ୨୩ ନଭେମ୍ବର ୧୯୦୧ରେ [[ଓଡ଼ିଶା|ଓଡ଼ିଶାର]] [[କଟକ]] ଠାରେ ଜନ୍ମିତ ଜଣେ ରାଜନେତା ଓ କର୍ମୀ ଥିଲେ । ୧୨.୦୫. ମଇ ୧୯୫୦ ଠାରୁ ୧୯.୧୦. ଅକ୍ଟୋବର ୧୯୫୬ ଯାଏଁ ସେ [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ଓଡ଼ିଶାର ମୁଖ୍ୟମନ୍ତ୍ରୀ]] ଭାବରେ ଦାୟିତ୍ଵ ତୁଲାଇଥିଲେ ।
 
== ଜୀବନୀ ==
ସେ [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁରଜଗତସିଂହପୁରର]] [[ଖେରସା]] ଗାଁରେ ଜନ୍ମ ନେଇଥିଲେ । ତାଙ୍କର ପିତା ଗୋକୁଳାନନ୍ଦ ଚୌଧୁରୀ ଜଣେ ଓକିଲ ଭାବରେ କାମ କରୁଥିଲେ । ନବକୃଷ୍ଣ [[ପ୍ୟାରୀମୋହନ ଏକାଡେମି]] ୧୪ ବର୍ଷ ବୟସରେ ଶିକ୍ଷା ସମାପନ କରିଥିଲେ । ନବକୃଷ୍ଣ ଶଶୈବରେଶୈଶବରେ ଖେଳ-କସରତ ପ୍ରିୟ ଥିଲେ । ଆଉ ପିତା ତାଙ୍କୁ ଏହି ଦିଗରେ ଉତ୍ସାହିତ କରୁଥିଲେ , ସ୍ଵତନ୍ତ୍ର ଭାବେ ତାଲିମ ଦେବା ନିମନ୍ତେ ଏପରିକିଜଣେ ପ୍ରଶିକ୍ଷକପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଥିଲେ । ପରେ ପାଠ ପଢିବା ପାଇଁ ତାଙ୍କ ଆଗ୍ରହ ଦେଖି ତାଙ୍କୁ [[କଟକ]] ସ୍ଥିତ ପ୍ୟାରୀମୋହନ ଏକାଡେମୀରେ ଭର୍ତ୍ତିକରାଯାଇଥିଲା ।
ହାଇସ୍କୁଲ ପରୀକ୍ଷାରେ କୃତ୍ତିତ୍ଵର ସହ ଉତ୍ତିର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ହେଲେ ପରାଧୀନ [[ଭାରତ|ଭାରତର]] ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢା ଛାଡି ସେ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଲେ । [[ସାବରମତୀ ଆଶ୍ରମ]]ରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାର୍ଯ୍ୟସାହାଯ୍ୟ କରିଥିଲା ଏବଂ [[ଓଡ଼ିଶା]] ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ । ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ [[ଶାନ୍ତି ନିକେତନ]] ଯାଇ ସେଠାରେ ତାଙ୍କ [[ମାଳତୀ ସେନଚୌଧୁରୀ|ମାଳତୀ ସେନଙ୍କ]]ଙ୍କ ସହ ପରିଚୟ ହୋଇଥିଲା ।<ref>http://www.indiaelections.co.in/chief-ministers/orissa/nabakrushna-choudhury/</ref> ବିବାହ ପରେ ଦୁହେଁ ଆସି ଜଗତସିଂହପୁର ଅନ୍ତର୍ଗତ ତରିକୁଦ ଗ୍ରାମରେ ବାସ କରିଥିଲେ । ସେଠାରେ ସେମାନେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ '''ସାରଥୀ''' ଏବଂ ତା ପରେ '''କୃଷକ''' ନାମକ ପତ୍ରିକା ବାହାର କରିଥିଲେ ।
== ରାଜନୀତି ==
ସ୍ଵତନ୍ତ୍ର [[ଉତ୍କଳ]] ପ୍ରଦେଶ ଗଠନ ପରେ ହେଇଥିବା ନିର୍ବାଚନରେ ସେ [[ତିର୍ତ୍ତୋଲ]]-[[ଏରସମା]] ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି [[ଭାରତ]] ସ୍ଵାଧିନତା ପରେ [[କେନ୍ଦ୍ରାପଡ଼ା]] ଆସନରୁ ବିଜୟୀ ହୋଇ ରାଜସ୍ଵ ମନ୍ତ୍ରୀ ହୋଇଥିଲେ । ଏକ ମାତ୍ର ପୁତ୍ର ବିନାୟକଙ୍କ ଆତ୍ମହତ୍ୟା ତାଙ୍କୁ ବ୍ୟଥିତ କରିବାରୁ ସେ ସରକାରରୁ ଇସ୍ତଫା ଦେଇ ଜନସେବାରେ ବ୍ରତୀ ହୋଇଥିଲେ । ପରେ ନେହେରୁଙ୍କ ଉଦ୍ୟମରେ ରାଜ୍ୟର ଶାସନ ଭାର ସମ୍ଭାଳି ଥିଲେ । ନବକୃଷ୍ଣଙ୍କ ଶାସନ କାଳରେ [[ହୀରାକୁଦ ବନ୍ଧ]], [[ଓଡ଼ିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ]] ଏବଂ [[ବୁର୍ଲା]] ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା । ବହୁ ବିରୋଧ ସତ୍ତ୍ଵେ ତାଙ୍କ ଉଦ୍ୟମରେ [[ଓଡ଼ିଆ ଭାଷା]] ସରକାରୀ ଭାଷାରେ ପରିଣତ ହୋଇଥିଲା । ତାଙ୍କ ଉଦ୍ୟମରେ ମୃତ୍ୟୁଦଣ୍ଡ ପାଇଥିବା ନକ୍ସଲ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ରାଜକ୍ଷମା ପ୍ରଦାନ କରାଯାଇଥିଲା । ଜରୁରିକାଳୀନ ପରିସ୍ଥିତିରେ ଉତ୍ତିର୍ଣ୍ଣ ବୟସରେ ଥିଲେ ସୁଦ୍ଧା ସେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ ଦେଇ ଗିରଫ ହୋଇଥିଲେ । ଆଜୀବନ ଜନସେବା କରିଥିବା ଏହି ମହାନ ଓଡ଼ିଆ ନେତାଙ୍କର ୧୯୮୪ ଜୁନ ୨୪ ରେ ପରଲୋକ ହୋଇଥିଲା ।
== ଆଧାର ==
{{ଆଧାର}}
୪୬ କ ଧାଡ଼ି:
| DATE OF BIRTH = 23 November 1901
| PLACE OF BIRTH =
| DATE OF DEATH = 24 June 1984
| PLACE OF DEATH =
}}
{{DEFAULTSORT:Choudhuri, Nabakrushna}}
{{ଓଡ଼ିଶାର ମୁଖ୍ୟମନ୍ତ୍ରୀ}}
 
{{ମୁଣ୍ଡିଆ}}
[[ଶ୍ରେଣୀ:ଭାରତୀୟ ସ୍ଵାଧୀନତା ସଂଗ୍ରାମୀ]]<!--Indian independence activists]]-->
[[ଶ୍ରେଣୀ:ଓଡ଼ିଶାର ମୁଖ୍ୟମନ୍ତ୍ରୀ]]<!--Chief Ministers of Orissa]]-->
[[ଶ୍ରେଣୀ:୧୯୦୧ ଜନ୍ମ]]
[[ଶ୍ରେଣୀ:୧୯୮୪ ମୃତ୍ୟୁ]]
[[ଶ୍ରେଣୀ:ଭାରତୀୟ ସ୍ଵାଧୀନତା ସଂଗ୍ରାମୀ]]<!--Indian independence activists]]-->
<!--People associated with Santiniketan]]-->
[[ଶ୍ରେଣୀ:ଓଡ଼ିଶାର ମୁଖ୍ୟମନ୍ତ୍ରୀ]]<!--Chief Ministers of Orissa]]-->
 
{{ଅଧାଗଢା}}
[[en:Nabakrushna Choudhuri]]