"ପୃଥିବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଜାଣି
୧ କ ଧାଡ଼ି:
{{ଛୋଟ|Earth}}
{{Infobox Planet
| bgcolour = #BEB
Line ୩୫ ⟶ ୩୬:
| epoch = J2000.0
}}
 
 
 
ପୃଥିବୀ ହେଉଛି, ସୌରମଣ୍ଡଳର ତୃତୀୟ ଗ୍ରହ । ସୌରମଣ୍ଡଳର ଚାରୋଟି କଠିନ ଗ୍ରହ ମଧ୍ୟରୁ ଏହା ଗୋଟିଏ । ଅର୍ଥାତ୍‌ ଏହାର ଅଧିକାଂଶ ହେଉଛି କଠିନ । ଅନ୍ୟ ତିନୋଟି ହେଉଛି ବୁଧ, ଶୁକ୍ର ଓ ମଙ୍ଗଳ ।
Line ୪୭ ⟶ ୪୬:
 
== ଇତିହାସ ==
{{seealso|Historical geology|Age of the Earth|Giant impact hypothesis}}
 
ପୃଥିବୀ ଓ ଅନ୍ୟ ଗ୍ରହମାନେ ପ୍ରାୟ ୪.୬ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲେ । ସୂର୍ଯ୍ୟକୁ ସୃଷ୍ଟି କରିଥିବା ନିହାରିକାର ବଳକା ଗ୍ୟାସ୍‌ରୁ ଗ୍ରହମାନେ ସୃଷ୍ଟି ହୋଇଥିଲେ । ଚନ୍ଦ୍ର ସମ୍ଭବତଃ ପୃଥିବୀ ସହ ଅନ୍ୟ ଏକ ଛୋଟ ଗ୍ରହର ସଂଘର୍ଷରୁ ସୃଷ୍ଟି ହୋଇଥିଲା । ଉଭୟ ଗ୍ରହର ଭଗ୍ନାଂଶରୁ ଚନ୍ଦ୍ରର ସୃଷ୍ଟି ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ ।
 
Line ୬୮ ⟶ ୬୫:
ପୃଥିବୀର ଆକୃତି କମଳା ଲେମ୍ବୁ ପରି ଚେପ୍‌ଟା । ଏହାର ମଝି ଅଂଶ ସାମାନ୍ୟ ସ୍ଫୀତ ଅଟେ । ପୃଥିବୀର ପରିଧି ପ୍ରାୟ ୪୦,୦୦୦ କିମି ଓ ବ୍ୟାସ ପ୍ରାୟ ୧୨,୭୦୦ କିମି ଅଟେ । ସମୁଦ୍ରପତନ ଠାରୁ ୮,୮୪୮ ମି ଉଚ୍ଚରେ ଥିବା ଏଭେରେଷ୍ଟ୍ ଶୃଙ୍ଗ ହେଉଛି ପୃଥିବୀର ଉଚ୍ଚତମ ସ୍ଥାନ । ମାରିଆନା ଟ୍ରେଞ୍ଚର ୧୦,୯୧୧ମି ଗଭୀରତା ହେଉଛି ପୃଥିବୀର ନିମ୍ନତମ ସ୍ଥାନ । ବିଷୁବ ଅଞ୍ଚଳରେ ସ୍ଫୀତ ହେତୁ ଇକ୍ୱେଡର୍‌ର ଚିମ୍ବୋରାଜୋ ଶୃଙ୍ଗ ହେଉଛି ପୃଥିବୀର କେନ୍ଦ୍ରଠାରୁ ଦୂରତମ ସ୍ଥାନ ।
 
=== ଆଭ୍ୟନ୍ତରୀଣ ଗଠନ ===
[[File:Earth-crust-cutaway-english.svg|thumb|right|ପୃଥିବୀ ଆଭ୍ୟନ୍ତରୀଣର ସ୍ତର ସମ୍ବଳିତ ଚିତ୍ର ।]]
 
=== ଆଭ୍ୟନ୍ତରୀଣ ଗଠନ ===
 
ପୃଥିବୀର ଆଭ୍ୟନ୍ତରୀଣ ଗଠନ ଅନ୍ୟ କଠିନ ଗ୍ରହ ପରି ଅଟେ । ଏହାର ବାହ୍ୟ କଠିନ ସ୍ତରକୁ ଭୂତ୍ୱକ୍‌ କୁହାଯାଏ । ସମସ୍ତ ଜୀବ ଭୂତ୍ୱକ୍‌ ଉପରେ ବାସ କରନ୍ତି । ଏହି ସ୍ତର ତଳେ ଏକ ପତଳା ଅର୍ଦ୍ଧତରଳ ସ୍ତର ଥାଏ । ତାହାର ତଳେ ଏକ ପତଳା ତରଳ ସ୍ତର ଓ ଶେଷରେ କଠିନ ଲୌହ ଆଭ୍ୟନ୍ତରୀଣ କେନ୍ଦ୍ର ଥାଏ ।
ଭୂତ୍ୱକ୍‌ର ମୋଟେଇ ପରିବର୍ତ୍ତନଶୀଳ । ସ୍ଥଳଭାଗରେ ଏହା ୩୦-୫୦ କିମି ମୋଟା ଥାଏ । ମହାସାଗର ତଳେ କେତେକ ସ୍ଥାନରେ ଏହା ମାତ୍ର ୬ କିମି ମୋଟା ଥାଏ । ପୃଥିବୀର ଆଭ୍ୟନ୍ତରୀଣ ଅତ୍ୟନ୍ତ ଗରମ ଥାଏ ।
 
=== ଭୂଚଳନ ସ୍ତର ===
{{main|Plate tectonics}}
[[File:Plates tect2 en.svg|thumb|right|ପୃଥିବୀର ମୁଖ୍ୟ ଭୂଚଳନ ସ୍ତର ।]]
 
ପୃଥିବୀ ହେଉଛି ସକ୍ରିୟ ଭୂଚଳନ ସ୍ତର ଥିବା ଏକମାତ୍ର ଗ୍ରହ ।
ଭୂତ୍ୱକ୍‌, ତଳେ ଥିବା ତରଳ ଶିଳାସ୍ତର ଉପରେ ଭାସୁଥାଏ । ଭୂତ୍ୱକ୍‌ କେତେକ ଅଂଶ ବା ସ୍ତରରେ ବିଭକ୍ତ । ସ୍ତରମାନେ ଗତି କଲାବେଳେ ପରସ୍ପର ପ୍ରଭାବ ଦ୍ୱାରା ଭୂକମ୍ପ, ଆଗ୍ନେୟଗିରି, ପର୍ବତଶ୍ରେଣୀ ଆଦି ତିଆରି ହୋଇଥାଏ । ସ୍ତରମାନଙ୍କର ମିଳନସ୍ଥଳରେ ସୀମାରେଖା ଥାଏ । ନିର୍ମାଣ, ବିନାଶ ଓ ପରିବର୍ତ୍ତନ ଭାବରେ ତିନି ପ୍ରକାରର ସୀମାରେଖା ଥାଏ ।
Line ୯୧ ⟶ ୮୪:
 
ଭୂପୃଷ୍ଠକୁ ପରିବର୍ତ୍ତନ କରିବା ପାଇଁ ଅନେକ କାରକ ଅଛି । ମୁଖ୍ୟ କାରକ ହେଉଛି ଭୂଚଳନ, ଅନ୍ୟ କାରକମାନେ ହେଲେ ପବନ, ଜଳ, ସାଗର ଦ୍ୱାରା ମୃତ୍ତିକା କ୍ଷୟ, ଗ୍ରହାଣୁ ସଂଘାତ ଇତ୍ୟାଦି । ପୃଥିବୀପୃଷ୍ଠ ସାଧାରଣତଃ ୩ ପ୍ରକାରର ଶିଳାକୁ ନେଇ ଗଠିତ ।
 
* ଭୂଗର୍ଭର ଲାଭା ବା ମାଗ୍ମା ଭୂପୃଷ୍ଠରେ ଥଣ୍ଡା ହେଲେ ଆଗ୍ନେୟ ଶିଳା ତିଆରି ହୁଏ । ଥଣ୍ଡା ହେଲେ ଏହା ଶିଳା ରୂପ ଧାରଣ କରେ ।
 
* ବାଲି ଓ କ୍ଷୁଦ୍ର ଶିଳା ଚାପି ହୋଇ ସ୍ତରୀଭୂତ ଶିଳା ଗଠନ କରନ୍ତି ।
 
* ଅନ୍ୟ ଦୁଇ ପ୍ରକାରର ଶିଳା ଚାପ ଓ ତାପ ପ୍ରଭାବରେ ପରିବର୍ତ୍ତିତ ହୋଇ ରୂପାନ୍ତରିତ ଶିଳା ତିଆରି କରନ୍ତି ।
 
=== ଜଳମଣ୍ଡଳ ===
{{see also|ଜଳ}}
ପୃଥିବୀର ସମସ୍ତ ଜଳ, ଜଳମଣ୍ଡଳର ଅନ୍ତର୍ଭୁକ୍ତ । ପ୍ରାୟ ୯୭.୫% ହେଉଛି ଲୁଣିଆ ଜଳ । ମଧୁର ଜଳର ଅର୍ଦ୍ଧେକ ଏବେ ବରଫ ଆକାରରେ ଅଛି ।
ମହାସାଗର ଅଙ୍ଗାରକାମ୍ଳ ଶୋଷିନେଇ ସବୁଜ କୋଠରୀ ପ୍ରଭାବ ଓ ବିଶ୍ୱତାପନରେ ସାହାଯ୍ୟ କରେ ।
 
=== ବାୟୁମଣ୍ଡଳ ===
{{main|ବାୟୁମଣ୍ଡଳ}}
ଗ୍ରହର ଚାରିପାଖରେ ଥିବା ବାୟୁକୁ ବାୟୁମଣ୍ଡଳ କୁହାଯାଏ । ମାଧ୍ୟାକର୍ଷଣ ଏହାକୁ ଧରି ରଖେ । ପୃଥିବୀର ବାୟୁମଣ୍ଡଳ ୭୮% ଯବକ୍ଷାରଜାନ, ୨୧% ଅମ୍ଳଜାନ ଓ ଅନ୍ୟ ଗ୍ୟାସମାନଙ୍କୁ ନେଇ ଗଠିତ । ବାୟୁ ହେଉଛି ଗ୍ୟାସ୍‌ମାନଙ୍କର ଏକ ମିଶ୍ରଣ । ବାୟୁମଣ୍ଡଳରେ ଓଜୋନ୍‌ ଗ୍ୟାସ ବିଶିଷ୍ଟ ଏକ ଓଜୋନ୍‌ ସ୍ତର ଅଛି । ସୂର୍ଯ୍ୟର ଅତିବାଇଗଣୀ ରଶ୍ମିକୁ ଓଜୋନ୍‌ ଶୋଷିନିଏ । ଅତିବାଇଗଣୀ ରଶ୍ମି ଜୀବନ ପାଇଁ ବିପଜ୍ଜନକ ହୋଇଥିବାରୁ ଓଜୋନ୍‌ ବିନା ଜୀବନ ସମ୍ଭବ ନୁହେଁ । ଉଲ୍‌କା ଓ କ୍ଷୁଦ୍ର ଗ୍ରହାଣୁ ସଂଘାତରୁ ମଧ୍ୟ ବାୟୁମଣ୍ଡଳ ପୃଥିବୀକୁ ରକ୍ଷା କରେ । କାରଣ ଏଗୁଡ଼ିକ ବାୟୁମଣ୍ଡଳରେ ଘଷି ହୋଇ ପୋଡ଼ିଯାଆନ୍ତି । ବାୟୁମଣ୍ଡଳ ପୃଥିବୀକୁ ଉଷ୍ଣ ରଖେ । ମିଥେନ୍‌, ଅଙ୍ଗାରକାମ୍ଳ ପରି ଗ୍ୟାସ୍‌ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହାକୁ ପ୍ରାକୃତିକ ସବୁଜ କୋଠରୀ ପ୍ରଭାବ କୁହାଯାଏ । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରନ୍ତି । ଜାରଣ ପ୍ରଚୁର ଅଙ୍ଗାରକାମ୍ଳ ଛାଡ଼େ । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଅଧିକ ତାପ ଧରି ରଖେ । ଏହାକୁ ବିଶ୍ୱ ତାପନ କୁହାଯାଏ ।
 
Line ୧୨୪ ⟶ ୧୧୬:
 
== ଆଧାର ==
{{reflistଆଧାର|2}}
{{ଆଧାର}}
== ଅଧିକ ତଥ୍ୟ ==
 
* [http://solarsystem.nasa.gov/planets/profile.cfm?Object=Earth Earth - Profile] - [http://solarsystem.nasa.gov/ Solar System Exploration] - [[NASA]].
* [http://www.ncdc.noaa.gov/oa/climate/globalextremes.html Earth - Temperature and Precipitation Extremes] - [[National Climatic Data Center|NCDC]].
Line ୧୩୮ ⟶ ୧୨୮:
** [http://www.youtube.com/watch?v=74mhQyuyELQ Video (01:02)] - Earth (Time-Lapse).
** [http://www.youtube.com/watch?v=l6ahFFFQBZY Video (00:27)] - Earth and [[Aurora (astronomy)|Auroras]] (Time-Lapse).
 
 
 
== ଅନ୍ୟ ୱେବ୍‌ସାଇଟ୍ ==
Line ୧୪୭ ⟶ ୧୩୫:
* {{Cite web | url = http://www.earth.nasa.gov/science/questions.html | title = NASA – Earth | publisher = Nasa | accessdate = 06-08-2009}}
 
{{ସୌର ଜଗତ}}
[[Category:ପୃଥିବୀ]]
 
[[Category:ଭୂବିଜ୍ଞାନ]]
[[ଶ୍ରେଣୀ:ସୌରଜଗତ]]
[[Categoryଶ୍ରେଣୀ:ପୃଥିବୀ]]
[[Categoryଶ୍ରେଣୀ:ଭୂବିଜ୍ଞାନ]]
 
{{Link FA|af}}
Line ୧୬୭ ⟶ ୧୫୮:
{{Link GA|lt}}
{{Link GA|lv}}
 
 
{{ଛୋଟ|Earth}}
 
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ସୌରଜଗତ]]
 
[[ab:Адгьыл]]
[[ace:Bumoë]]
"https://or.wikipedia.org/wiki/ପୃଥିବୀ"ରୁ ଅଣାଯାଇଅଛି