"ହେମନ୍ତ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା, ଆଧାର
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୮ କ ଧାଡ଼ି:
 
== ସିନେମା ଜୀବନ ==
୧୯୫୪ ମସିହାରେ ପ୍ରଥମେ ଗୌର ଘୋଷଙ୍କ [[ଭାଇ ଭାଇ]] ଚଳଚ୍ଚିତ୍ରରେ ଅଭିନୟ କରି ସେ ପ୍ରାୟ ୪୦ଟି [[ଓଡ଼ିଆ ଭାଷା|ଓଡ଼ିଆ]], [[ହିନ୍ଦୀ ଭାଷା|ହିନ୍ଦୀ]] ଓ ବଙ୍ଗଳା ସିନେମାରେ ଅଭିନୟ କରିଅଛନ୍ତି । ସେ ତ୍ରିମୂର୍ତ୍ତି ଛଦ୍ମ ନାମରେ ନିର୍ଦ୍ଦେଶନା ଦେଉଥିଲେ । [[ଫକିର ମୋହନ ସେନାପତି|ଫକୀର ମୋହନ]]ଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡ଼ିସିନକୁ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୁର୍ଣ୍ଣ କରିବା ତାଙ୍କର ଶେଷ ଲକ୍ଷ ଥିଲା ।<ref>{{cite web |url= http://articles.timesofindia.indiatimes.com/2010-04-27/bhubaneswar/28114252_1_oriya-banki-film |title=Actor Hemant Das breathes his last - Times Of India |first= |last= |work=indiatimes.com|quote=His last wish was to complete the movie Sulochana' based on Fakir Mohan Senapati's famous story Patent Medicine'. |accessdate=17 December 2012}}</ref>
୨୦୧୦ ମସିହା ଅପ୍ରେଲ ୨୭ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।<ref>{{cite web |url= http://movies.ndtv.com/Ndtv-Show-Special-Story.aspx?page=9&ID=107&StoryID=ENTEN20100139724& |title=Oriya film actor Hemanta Das dead |first= |last= |work=movies.ndtv.com |year=2010 |quote=Veteran actor Hemanta Das, popularly known as the Ashok Kumar of Oriya cinema, died Tuesday |accessdate=24 January 2013}}</ref>
=== ନିର୍ଦ୍ଦେଶିତ ସିନେମା ===
* [[ଯାଯାବର (୧୯୭୫ର ସିନେମା)|ଯାଯାବର]]
 
=== ଅଭିନୀତ କଥାଚିତ୍ର ===
{{div col|3}}
* ଶୋଧ (ସ୍ଵର୍ଣ୍ଣକମଳ ପୁରସ୍କାର ପ୍ରାପ୍ତ [[ହିନ୍ଦୀ ଭାଷା|ହିନ୍ଦୀ]] କଥାଚିତ୍ର) <ref>{{cite web |url= http://ibnlive.in.com/news/oriya-film-actor-hemanta-das-dead/114066-8-73.html |title=Oriya film actor Hemanta Das dead- Bangla- IBNLive |first= |last= |work=ibnlive.in.com |year=2010 |quote=He also played a role in Hindi film Shodh that won a national award in 1979. |accessdate=24 January 2013}}</ref>
୭୨ କ ଧାଡ଼ି:
{{ଆଧାର|2}}
 
== ଅଧିକ ତଥ୍ୟ ==
* {{IMDb name|1866015}}
{{ଜୟଦେବ ପୁରସ୍କାର}}
୮୬ କ ଧାଡ଼ି:
{{DEFAULTSORT:Das, Hemanta}}
 
[[ବିଭାଗଶ୍ରେଣୀ:ଓଲିଉଡ଼]]
[[ବିଭାଗଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ବିଭାଗଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ବିଭାଗଶ୍ରେଣୀ:ଓଡ଼ିଶାର ଲୋକ]]
[[ବିଭାଗଶ୍ରେଣୀ:କଟକର ଲୋକ]]
[[ବିଭାଗଶ୍ରେଣୀ:କଟକ ଜିଲାର ଲୋକ]]
[[ବିଭାଗଶ୍ରେଣୀ:୧୯୩୪ ଜନ୍ମ]]
[[ବିଭାଗଶ୍ରେଣୀ:୨୦୧୦ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]