"ସ୍ୱାଧୀନତା ଦିବସ‌ (ଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3rc2) (Robot: Adding sv:Indiens självständighetsdag
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୧ କ ଧାଡ଼ି:
|page=[http://books.google.com.ph/books?id=OrMErqyDdvEC&pg=PA147 147]
|url=http://books.google.com.ph/books?id=OrMErqyDdvEC
}}.</ref> ଏହା ଭାରତର ଏକ ପ୍ରଧାନ [[ଭାରତର ଜାତୀୟ ଦିବସସବୁ|ଜାତୀୟ ଦିବସ]]<!--[[National days in India|national holiday in India]]--> । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । [[ରାଜଧାନୀ]] [[ଦିଲ୍ଲୀ]]ରେ ଏହି ଦିନ [[ଭାରତର ପ୍ରଧାନମନ୍ତ୍ରୀ|ପ୍ରଧାନମନ୍ତ୍ରୀ]]<!--[[Prime Minister of India|Prime Minister]]--> ଦେଶବାସୀଙ୍କ ନିମନ୍ତେ [[ଭାରତୀୟ ଜାତୀୟ ପତାକା|ଜାତୀୟ ପତାକା]] ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । [[ଭାରତୀୟ ସ୍ଵାଧୀନତା ସଙ୍ଗ୍ରାମ]] ଓ ସଙ୍ଗ୍ରାମୀ ମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।<!--[[Indian independence movement|freedom struggle]]-->
 
୧୯୪୬ରେ, ବ୍ରିଟେନର [[ଶ୍ରମିକ ଦଳ (ଇଁଲଣ୍ଡ)|ଶ୍ରମିକ]] ସରକାର ୨ୟ ବିଶ୍ଵଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା [[ବ୍ରିଟିସ-ଇଣ୍ଡିଆ ସେନା|ଭାରତୀୟ ସେନା]]ର ସହଯୋଗରେ ମାତିଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ ।<ref name=Hyam106>{{Harvnb|Hyam|2007|p=106}} Quote:By the end of 1945, he and the Commander-in-chief, General Auckinleck were advising that there was a real threat in 1946 of large scale anti-British Disorder amounting to even a well-organised rising aiming to expel the British by paralysing the administration.
 
Quote:...it was clear to Attlee that everything depended on the spirit and reliability of the Indian Army:"Provided that they do their duty, armed insurrection in India would not be an insolube problem. If, however, the Indian Army was to go the other way, the picture would be very different...
୩୨ କ ଧାଡ଼ି:
{{clear}}
 
== ଆହୁରି ଦେଖନ୍ତୁ ==
* [[ସାଧାରଣତନ୍ତ୍ର ଦିବସ|ଜନରାଜ୍ୟ ଦିବସ (ଭାରତ)]]<!--Republic Day (India)-->
* [[ଭାରତ ଇତିହାସ]]
* [[ଭାରତର ସାଧାରଣ ଦିବସ]]<!--[[Public Holidays in India]]-->
 
== ଆଧାର ==
{{Reflist}}
 
== ବାହାର ଲିଙ୍କ ==
* [http://www.indohistory.com/partition_and_independence.html Partition and Independence] of India
* [http://www.theholidayspot.com/indian_independence_day/national_symbols.htm All About the National Symbols of India]