"ସ୍ୱରୂପ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ପୁରସ୍କାର ଓ ସମ୍ମାନ: ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୦୬
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୬ କ ଧାଡ଼ି:
|box_width =
}}
'''ସ୍ଵରୂପ ନାୟକ''' [[ଓଡ଼ିଶା]]ରେ ଜନ୍ମଗ୍ରହଣ କରିଥିବା [[ଓଡ଼ିଆ ସିନେମା ଜଗତ]]ର ଜଣେ ଜଣାଶୁଣା ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ।
== ପରିବାର ==
[[ଓଡ଼ିଆ ସିନେମା ଜଗତ]]ର ଜଣାଶୁଣା ଅଭିନେତ୍ରୀ [[ପାର୍ବତୀ ଘୋଷ]]ତାଙ୍କ ଭଉଣୀ । [[ଓଡ଼ିଆ ସିନେମା ଜଗତ]]ର ଜଣାଶୁଣା ସଙ୍ଗୀତକାଋଅ [[ସାରଦା ପ୍ରସନ୍ନ ନାୟକ]]ତାଙ୍କ ଭାଇ ।
 
== କଥାଚିତ୍ର ଜୀବନ ==
୧୯୮୪ ମସିହାରେ [[ହୀରାନୀଳା]] କଥାଚିତ୍ରରୁ ସଙ୍ଗିତକାର ଜୀବନ ଆରମ୍ଭ କରିଥିବା ସ୍ଵରୂପ, ମୋଟ ୪୧ଟି [[ଓଡ଼ିଆ ସିନେମା|ଓଡ଼ିଆ]] କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି
 
=== ଓଡ଼ିଆ କଥାଚିତ୍ରକୁ ଅବଦାନ ===
{| class="wikitable sortable"
|-
୪୬ କ ଧାଡ଼ି:
|}
 
== ମାନ ସମ୍ମାନ ==
* ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୦୬<ref>{{cite web |url= http://www.hindu.com/2008/11/15/stories/2008111550880200.htm |title=The Hindu : Other States / Orissa News : FitFat-2008 award for Uttam Mohanty |first= |last= |work=hindu.com |year=2008|quote=music director Swarup Naik received the award in 2006 |accessdate=21 January 2013}}</ref>
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* {{imdb name|3376661}}
* [http://odiamusic.com/Category/CategoryResult.php?first=2&second=Swarup%20Nayak odiamusic.comରେ ସ୍ଵରୂପଙ୍କ ଗୀତ ସଙ୍ଗୀତ]
୬୬ କ ଧାଡ଼ି:
{{DEFAULTSORT:Nayak, Swarup}}
 
[[ବିଭାଗଶ୍ରେଣୀ:ସଙ୍ଗୀତ]]
[[ଶ୍ରେଣୀ:ଗୀତିକାର]]
[[ଶ୍ରେଣୀ:ଓଲିଉଡ଼]]