"ସୁନାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧ କ ଧାଡ଼ି:
{{ଛୋଟ|Tsunami}}
 
[[Fileଫାଇଲ:US Navy 050102-N-9593M-031 A village near the coast of Sumatra lays in ruin after the Tsunami that struck South East Asia.jpg|thumb|300px| ୨୦୦୪ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ଦ୍ଵାରା ଧରାଶାୟୀ ହୋଇଯାଇଥିବା ସୁମାତ୍ରା ଉପକୂଳର ଏକ ସହର "ବାନ୍ଦା ଆସେଃ" ([[:en:Banda Aceh|Banda Aceh]])]]
 
'''ସୁନାମି''' ({{lang-en|tsunami}}; ଏହା {{lang-ja|津波}} ରୁ ଆସିଛି; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)"<ref>
୧୭ କ ଧାଡ଼ି:
</ref> କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର ଧ୍ଵଂସକାରୀ ଶକ୍ତି ବହୁତ ଅଧିକ ହୋଇଥାଏ ଓ ଏହା ସଂପୂର୍ଣ୍ଣ ମହାସାଗର ତଳକୁ ପ୍ରଭାବିତ କରିପାରେ । ୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ଵଂସକାରୀ ପ୍ରକୃତିକ ବିପର୍ଜୟ ଥିଲା । ଏଥିରେ [[ଭାରତ ମହାସାଗର|ଭାରତ ମହାସାଗରରେ]] ଥିବା ୧୪ ଟି ଦେଶରେ ୨୩୦,୦୦୦ ରୁ ଊର୍ଦ୍ଧ୍ଵ ଲୋକଙ୍କର ପ୍ରାଣହାନୀ ହୋଇଥିଲା ।
 
ଖ୍ରୀ.ପୂ. ୪୨୬ ରେ ଜଣେ ଗ୍ରୀସ ଐତିହାସିକ (ଇତିହାସକାର) [[:en:Thucydides|''Thucydides'']] କହିଥିଲେ ଯେ ସୁନାମି ସବୁ ସମୁଦ୍ର ଭିତରେ ହେଉଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଇଥାଏ, <ref name="Thucydides 3.89.1-4"/><ref name="Smid, T. C. 103f."/> କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁନାମି ସମ୍ପର୍କିତ ଧାରଣା ସ୍ପଷ୍ଟ ହୋଇନଥିଲା ଓ ଆଜି ବି ଏହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ବର୍ତ୍ତମାନ ଗବେଷଣାର ମୁଖ୍ୟ ବିଷୟ ହେଉଛି, କାହିଁକି ବହୁତ ବଡ ବଡ ଭୂମିକମ୍ପ ସୁନାମି ସୃଷ୍ଟି କରୁନଥିବା ବେଳେ ଛୋଟ ଛୋଟ ଭୂମିକମ୍ପ ଦ୍ଵାରା ସୁନାମି ସମ୍ଭବ ହେଉଛି; ଚେଷ୍ଟା ଚାଲିଛି କିପରି ସଠିକ ଭାବେ ସୁନାମି ସମ୍ପର୍କିତ ଆଗୁଆ ସତର୍କ ସୂଚନା ମିଳିପାରିବ; ଓ ଏକଥା ବି ଆଗୁଆ ଜାଣିବା ପାଇଁ ଚେଷ୍ଟା ଚାଲିଛି ଯେ କିପରି ଏକ ସୁନାମି ତରଙ୍ଗ ନିର୍ଦ୍ଧିଷ୍ଟ ଉପକୂଳକୁ ପ୍ରଭାବିତ କରିବ ।
[[Fileଫାଇଲ:2004-tsunami.jpg|thumb|300px|୨୦୦୪ ରେ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ବେଳେ [[ଥାଇଲାଣ୍ଡ|ଥାଇଲାଣ୍ଡର]] ଆଓ ନାଙ୍ଗ ଠାରେ ଉଠାଯାଇଥିବା ଫୋଟ ]]
== ବ୍ୟୁତ୍ପତି ==
[[Fileଫାଇଲ:Ie Beuna Narit Aceh.JPG|right|thumb|ଇଣ୍ଡୋନେସିଆରେ ଦୁଇଟି ଭାଷାରେ ଲେଖାଯାଇଥିବା ଏକ ସୁନାମି ସୂଚନା ଫଳକ]]
 
ଏହି ସୁନାମି ଶବ୍ଦଟି ଜାପାନୀ ଶବ୍ଦ 津波 ରୁ ଆସିଛି । ଏଥିରେ ଦୁଇଟି କାଞ୍ଜି ([[:en:kanji|''kanji'']]- କିଛି ଚିନୀୟ ଶବ୍ଦ ଯାହା ଅଧୁନା ଜାପାନୀ ଭାଷାରେ ବ୍ୟବହୃତ ହେଉଛି) ଅଛି, ଯଥା : 津 (ସୁ) ମାନେ ପୋତାଶ୍ରୟ ଓ 波 (ନାମି) ମାନେ ଲହଡି ।
୨୬ କ ଧାଡ଼ି:
ସୁନାମି କୁ ବେଳେବେଳେ '''ଜୁଆରିଆ ଲହଡି''' (''tidal wave'') କୁହାଯାଇଥାଏ । କିଛି ବର୍ଷ ହେବ ଏହି ଶବ୍ଦର ବ୍ୟବହାର ବନ୍ଦ ହୋଇଯାଇଛି, ମୁଖ୍ୟତଃ ବୈଜ୍ଞାନିକ ଗୋଷ୍ଠୀ ଭିତରେ, କାରଣ ସୁନାମି ସହ ଜୁଆରର କୌଣସି ସମ୍ପର୍କ ନଥାଏ । ଦିନେ ଏତେ ଲୋକପ୍ରିୟ ଥିବା ନାଁ'ଟି ପ୍ରକୃତରେ ସେମାନଙ୍କର ଏକା ପ୍ରକାରର ଦୃଶ୍ୟପଟ ଯୋଗୁଁ ହୋଇଥିଲା । ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ '''ଉଚ୍ଚ ଜୁଆର''' (high tides) କୁହାଯାଏ ।
 
ପ୍ରକୃତରେ ବହୁତ କମ୍ ଭାଷା ଅଛି ଯେଉଁଥିରେ "ସୁନାମି" ପାଇଁ କିଛି ନିଜସ୍ଵ ଶବ୍ଦ ରହିଛି । ଆସେନୀୟ ଭାଷାରେ ([[:en:Acehnese language|''Acehenese'']]) ଏହାକୁ '''ଇଏ ବେଉନା''' (''ië beuna'') <ref>[http://www.seis.nagoya-u.ac.jp/kimata/ref/ICTW08_paper_CPM12JP.pdf Proposing The Community-Based Tsunami Warning System]</ref> କିମ୍ବା '''ଆଲୋନ ବୁଲୁଏକ୍''' (''alôn buluëk'') କୁହାଯାଏ <ref>[http://books.google.co.id/books?id=efBrY41Hm5QC&pg=PP7&lpg=PP7&dq=alon+buluek+ie+beuna+tsunami&source=bl&ots=1Hj_pswzTy&sig=V7PmAnPptfO7BNMWBAC5aWMGKGI&hl=id&sa=X&ei=etrET-DgDMbPrQeRxcm6CQ&ved=0CCsQ6AEwAA#v=onepage&q=alon%20buluek%20ie%20beuna%20tsunami&f=false Novel Alon Buluek]</ref> (ଏହା ଆଞ୍ଚଳିକ 'ବୋଲି' ଉପରେ ନିର୍ଭର କରେ) । [[ତାମିଲ ଭାଷା|ତାମିଲ ଭାଷାରେ]] ଏହା ହେଉଛି ''ଆଜାଇ ପେରାଲାଇ'' । ସୁମାତ୍ରାର ପଶ୍ଚିମ ତଟରେ ଥିବା ସିମେଉଲୁ ([[:en:simeulue|simeulue]]) ଦ୍ଵୀପରେ ଦେବ୍ୟାନ ଭାଷାରେ ଏହା ''ସ୍ମୋଙ୍ଗ'' ଓ ସିଗୁଲାଇ ଭାଷାରେ ଏହା ''ଏମୋଙ୍ଗ'' । <ref>[http://www.jtic.org/phocadownload/archived_old_files/pdf/SMGChapter3.pdf Tsunami 1907: Early Interpretation and its Development]</ref> ଆସେଃ ରାଜ୍ୟର ସିଙ୍ଗକିଲ୍‌ରେ ସୁନାମିକୁ ସ୍ଥାନୀୟ ଲୋକ ''ଗ୍ଲୋରୋ'' କହନ୍ତି । <ref>[http://m.tribunnews.com/2010/04/19/13-pulau-di-aceh-singkil-hilang 13 Pulau di Aceh Singkil Hilang]</ref>
 
== ଐତିହାସିକ ସୁନାମି ==
{{main|ଐତିହାସିକ ସୁନାମି}}
[[fileଫାଇଲ:Tsunami by hokusai 19th century.jpg|thumb|୧୧ଶ ଶତାବ୍ଦୀରେ ଅଙ୍କା ଯାଇଥିବା ସୁନାମିର ଏକ ଚିତ୍ର]]
[[Fileଫାଇଲ:1755 Lisbon earthquake.jpg|left|thumb|୧୭୫୫ ର ଲିସବନରେ ହୋଇଥିବା ଭୂମିକମ୍ପ ଓ ସୁନାମି]]
[[Fileଫାଇଲ:Russians meeting Japanese in Akkeshi 1779.jpg|thumb|The Russians of Pavel Lebedev-Lastochkin in [[Japan]], with their ships tossed inland by a tsunami, meeting some Japanese in 1779]]
 
୪୨୬ ଖ୍ରୀ.ପୂ. ର ପ୍ରଥମାର୍ଦ୍ଧ ବେଳକୁ ଗ୍ରୀକ ଇତିହାସକାର ''Thucydides'' ତାଙ୍କ ବହି, ''History of Peloponnesian War'' ରେ ସୁନାମିର କାରଣ ବିଷୟରେ ଅନୁସନ୍ଧାନ କରିଥିଲେ ଓ ପ୍ରଥମେ ଯୁକ୍ତି ବଢିଥିଲେ ଯେ ମହାସାଗରୀୟ ଭୂମିକମ୍ପ ହିଁ ଏହାର କାରଣ ।<ref name="Thucydides 3.89.1-4">[[Thucydides]]: [http://www.perseus.tufts.edu/cgi-bin/ptext?lookup=Thuc.+3.89.1 “A History of the Peloponnesian War”, 3.89.1–4]</ref><ref name="Smid, T. C. 103f.">{{cite book|last=Smid|first=T. C.|title='Tsunamis' in Greek Literature|edition=2nd|volume=17|date=April , 1970|pages=100–104|work=Greece & Rome|issue=1}}</ref>
୪୭ କ ଧାଡ଼ି:
=== ପାଣିପାଗ ଜନିତ ହେଉଥିବା ସୁନାମି ===
 
== ବିଶେଷତ୍ଵ ==
 
== ଧ୍ଵଂସକରି ଅସ୍ତ୍ର ଭାବେ ବ୍ୟବହାର ==
 
== ଆଧାର ==
{{ଆଧାର}}
== ବାହାର କଡ଼ି ==
{{Commons category}}
* [http://nctr.pmel.noaa.gov/Mov/DART_04.swf Animation of DART tsunami detection system]
୮୩ କ ଧାଡ଼ି:
* [http://www.q-mag.org/theeventofjuly21/index.html What happened on July 21, 365 A.D.?] An ancient Mediterranean tsunami event
 
== ଚିତ୍ର ଓ ଭିଡ଼ିଓ ==
* '''[http://www.youtube.com/noaapmel#p/c/3BDBAAAA7D4EB2DA/8/4rWDrZIucAQ Tsunami videos on YouTube]''' from the [http://nctr.pmel.noaa.gov/ NOAA Center for Tsunami Research]
* [http://www.archive.org/details/opensource_movies Amateur Camcorder Video Streams of the December 26, 2004 tsunami that hit Sri Lanka, Thailand and Indonesia (search on tsunamis)]
"https://or.wikipedia.org/wiki/ସୁନାମି"ରୁ ଅଣାଯାଇଅଛି