"ସୁଦର୍ଶନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଯୋଗସୂତ୍ର ପେଡ଼ି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୨ କ ଧାଡ଼ି:
'''ସୁଦର୍ଶନ ପଟ୍ଟନାୟକ''' [[ଓଡ଼ିଶା]]ର [[ପୁରୀ]] ଠାରେ ଜନ୍ମିତ ଜଣେ ସୁପରିଚିତ [[ବାଲୁକା କଳା|ବାଲୁକା ଶିଳ୍ପୀ]] ।
 
== ଜୀବନକାଳ ==
ସୁଦର୍ଶନ [[ଓଡ଼ିଶା]]ର [[ପୁରୀ]] ଠାରେ ଏକ ମଧ୍ୟବିତ୍ତ ପରିବାରରେ ୧୮ ମେ ୧୯୭୬ରେ ଜନ୍ମ ଗ୍ରହଣ କରିଥିଲେ । ସାତ ବର୍ଷ ବୟସରେ ସେ ବାଲିରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ ।<ref name=Sandindia>[http://www.sandindia.com/theartist.html ''The Artist'': Sudarshan Pattnaik]</ref> ତାଙ୍କ ଦେଇ [[ପୁରୀ]] ଠାରେ ୧୯୯୫ରେ ''ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ'' ସ୍ଥାପିତ ହୋଇଥିଲା । ପରେ ଏହା ''ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ'' ନାମରେ ନାମିତ ହୋଇଥିଲା । [[ପୁରୀ]]ଠାରେ [[ବଳରାମ ଦାସ]]ଙ୍କ କାଳରୁ ପାଖାପାଖି ୭୦୦ ବର୍ଷର ଏହି ପୁରାତନ କଳାର ବିକାଶରେ ଏହି ସଙ୍ଗଠନ କାମ କରିଥାଏ । ଏଠାକାର ଅନେକ ଛାତ୍ର ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଅଛନ୍ତି । ସେଥି ମଧ୍ୟରୁ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ୨ୟ ଭାଗ(India's Got Talent Season 2) ପ୍ରତିଯୋଗିତାର ବିଜେତା [[ମାନସ କୁମାର ସାହୁ]] ଅନ୍ୟତମ ।
 
== ମାନସମ୍ମାନ ==
* ଆନ୍ତର୍ଜାତୀୟ ବାଲୁକା କଳା ପୁରସ୍କାର, ବର୍ଲିନ<ref name=Sandindia/>
* ବିଶାଳତମ [[ସାନ୍ତା କ୍ଲାଉସ]] ନିର୍ମାଣ କରି ବିଶ୍ଵ ରେକର୍ଡ଼
* ପିପୁଲ୍ସ ଚଏସ ପୁରସ୍କାର, ୧ମ ମସ୍କୋ ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, [[ରୁଷିଆ]]
ଏହା ବାଦ ସେ [[ବିଶ୍ଵ ତାପମାନ ବୃଦ୍ଧି]] <!--[[global warming]]--> ଉପରେ ଜନ ସଚେତନତା ବାବଦରେ ୧୫ ଫୁଟ ଉଚ୍ଚର [[ଗଣେଶ]]ଙ୍କର ବାଲୁକା ମୂର୍ତ୍ତୀ ନିର୍ମାଣ କରିଥିଲେ ଯାହା ଉପରେ [[ହିମାଳୟ]]ରୁ ବରଫ ତରଳୁଥିବାର ଛବି ସହ 'Divine Concern on Global Warming' ବୋଲି ଲେଖା ଥିଲା ।
 
ସେ ୩୫ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । ତାଙ୍କ ନିର୍ମିତ କଳା ତାଜମହଲ ଏକ ଅନୁପମ କୃତି ।
 
== ଆଧାର ==
{{ଆଧାର}}
 
== ଅଧିକ ତଥ୍ୟ ==
* [http://sify.com/news/pattnaik-creates-sand-sculpture-to-popularize-earth-hour-news-national-kd1sOebfhge.html Pattnaik creates sand sculpture to popularize Earth Hour (Sify News)]
* [http://timesofindia.indiatimes.com/articleshow/1321262.cms Unique 'get well soon' wish for Big B (The Times of India)]
* [http://www.apunkachoice.com/scoop/bollywood/20061011-0.html A sand sculpture of Amitabh Bachchan (apunkachoice.com)]
* [http://www.sindhtoday.net/south-asia/34976.htm Sculptor builds his 38th Taj Mahal in Amsterdam (Sindh Today)]
* [http://www.sandindia.com/home.html the official site build to his homage]
{{ଈ ଟିଭି ପ୍ରିୟ ଓଡ଼ିଆ‎ }}