"ସାପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Modifying se:Gearpmaš to se:Gearpmašat
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୬ କ ଧାଡ଼ି:
}}
 
ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହିନ ମଧ୍ୟ ହୋଇ ପାରନ୍ତି ୤
 
== ଶ୍ରେଣୀ ବିଭାଗ ==
* ଗୋଖର ବା ନାଗ: ଫଣାରେ ଗୋରୁଖୁରା ଚିହ୍ନ ଥିବା ସାପ (Cobra)
* ବୋଡ଼ା (viper):
** ଅଜଗର
୨୫ କ ଧାଡ଼ି:
** ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା
** ରଣା (Bungarus Fasciatus)
* ତମ୍ପ (cobra-de-capello)
* ଅହିରାଜ (python)
== ପୁରାଣରେ ସାପ ==
* ପୌରାଣିକ ମତେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ କଶ୍ୟପମୁନିଙ୍କ ଏକତମା ପତ୍ନୀ କଦ୍ରୁଙ୍କ ଗର୍ଭରୁ ଏମାନେ ଜାତ ହୋଇଥିଲେ
* ସାପମାନେ ପାତାଳସ୍ଥ ନାଗଲୋକରେ ବାସ କରନ୍ତି
* ହିନ୍ଦୁ ପୁରାଣ ମତେ ସହସ୍ର ଫଣାଧାରୀ ବାସୁକି ଏ ପୃଥିବୀକୁ ଟେକି ଧରି ଅଛନ୍ତି
* ସାପ ମହାଦେବଙ୍କ ଭୁଷଣ । ୤
* ଶ୍ରୀକୃଷ୍ଣ କାଳୀୟ ନାମକ ଏକ ବିଷଧର ସାପକୁ ଦଳନ କରିଥିଲେ ।
୩୯ କ ଧାଡ଼ି:
== ଆଧାର ==
{{ଆଧାର}}
== ବାହାର ତଥ୍ୟ ==
{{commons category|Serpentes }}
* {{cite web |url=http://www.snaketracks.com/species.html |title=Worldwide Snake Species List |publisher=Snake Track.com }}
୫୦ କ ଧାଡ଼ି:
* {{cite web |url=http://www.oplin.org/snake |title=What's That Snake? |publisher=OPLIN}}
* {{cite web |url=http://artedi.nrm.se/nrmherps/qbrowse.php?FormData=scientificName |title=Herpetology Database |publisher=Swedish Museum of Natural History}}
* [http://www.bbc.co.uk/nature/life/Snake BBC Nature:] Snake news, and video clips from BBC programmes past and present.
{{ମୁଣ୍ଡିଆ}}
 
"https://or.wikipedia.org/wiki/ସାପ"ରୁ ଅଣାଯାଇଅଛି