"ସାଇନା ନେହୱାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ରୋବଟ୍‌: ପ୍ରସାଧନ ବଦଳ
ଟିକେ (r2.7.3) (Robot: Adding pa:ਸਾਇਨਾ ਨੇਹਵਾਲ)
ଟିକେ (ରୋବଟ୍‌: ପ୍ରସାଧନ ବଦଳ)
}}
 
'''ସାଇନା ନେହୱାଲ''' (ଜନ୍ମ-୧୭ ମାର୍ଚ୍ଚ ୧୯୯୦)[[ଭାରତ]]ର ମହିଳା ବ୍ୟାଡ଼ମିଟନ ଖେଳାଳୀ।ତାଙ୍କ ପିତାଙ୍କ ନାମ ଡ.ହରବୀର ସିଂହ ନେହୱାଲ ଓ ମାତା ଙ୍କ ନାମ ଊଷା ନେହୱାଲ ।ଉଭୟ [[ହରିଆଣା]]ର ପୂର୍ବତନ ରାଜ୍ୟ ବ୍ୟାଡ଼ମିଟନ ଚାମ୍ପିଆନ ଥିଲେ।ସାଇନା ବ୍ୟାଡ଼ମିଟନକୁ ଆସିବାର ପ୍ରେରଣା ପିତାମାତାଙ୍କ ଠାରୁ ପାଇଥିଲେ।୨୦୦୨ମସିହାରେ ସ୍ପୋର୍ଟସ ବ୍ରାଣ୍ଡ ୟୋନିକ୍ସ ପ୍ରାୟୟୋକ ହେବାପରେ ୨୦୦୪ ମସିହାରେ [[ବିପିସିଏଲ]] ସାଇନାଙ୍କୁ ଆର୍ଥିକ ସହାୟତା ଦେଇଥିଲେ।ପରେ [[ଅଲିମ୍ପିକ କ୍ରିଡ଼ା|ଅଲିମ୍ପିକ]] ଗୋଲ୍ଡ କ୍ଵେଷ୍ଟ ସହାୟତାରେ ସାଇନା ନିଜ ବ୍ୟାଡ଼ମିଟନ କ୍ୟ୍ୟାରିଅର ଆଗକୁ ବଢେଇଥିଲେ।<ref>http://olympicgoldquest.in/</ref>ପ୍ରଥମେ ଖେଳାଳୀ ଭାବେ [[ଏସିଆନ ସାଟେଲାଇଟ ବ୍ୟାଡ଼ମିଟନ ଟୁର୍ଣ୍ଣାମେଣ୍ଟ]]କୁ ଦୁଇଥର ଜିତି ସାଇନା ଲୋକଲୋଚନକୁ ଆସିଥିଲେ।ଘରୋଇ ସ୍ତରରେ ଷ୍ଟାରର ମାନ୍ୟତା ପାଇସାରିଥିବା ସାଇନା ଏହିଠାରୁ ଆନ୍ତର୍ଜାତିକ ସଫଳତା ପାଇଥିଲେ।୨୦୦୬ ରେ ଏକ ଫୋର ଷ୍ଟାର ଟୁର୍ଣ୍ଣାମେଣ୍ଟ ଜିତି ସେ [[ଚୀନ]] ଓ [[ଇଣ୍ଡୋନେସିଆ]] ଖେଳାଳୀଙ୍କ ପାଇଁ ବିପଦ ଭାବେ ଉଭା ହେଇଥିଲେ।<ref>http://www.hindu.com/2006/05/29/stories/2006052908361800.htm</ref>୨୦୧୨[[ଲଣ୍ଡନ]] [[ଅଲିମ୍ପିକ କ୍ରିଡ଼ା|ଅଲିମ୍ପିକ]] ରେ ସାଇନା ନେହୱାଲ ପ୍ରଥମ ଭାରତୀୟ ମହିଳା ଭାବେ ବ୍ୟାଡ଼ମିଟନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
== ପ୍ରାଥମିକ ଜୀବନ ==
[[ହରିଆଣା]]ର [[ହିସାର]] ଜିଲାର ଧିନ୍ଦାର ଗାଁର ଏକ ଜେଠ ପରିବାରରେ ଜନ୍ମ।<ref>http://news.oneindia.in/feature/2010/saina-nehwal-india-badminton-cwg-profile-career.html</ref>ପିଲାବେଳେ ତାଙ୍କର ବ୍ୟାଡମିଟନ ପ୍ରତି ଆଗ୍ରହ ନଥିଲା। ବ୍ୟାଡମିଟନ ଖେଳରେ ଆଧିପତ୍ୟ ବିସ୍ତାର କରୁଥିବା ସାଇନା ତାଙ୍କ ଖେଳ ଜୀବନ କରାଟେରୁ ଆରମ୍ଭ କରିଥିଲେ।କିଛିଟା ସଫଳତା ସହ କରାଟେ ଭଳି ବିପଦଜ୍ଜନକ ଖେଳରେ ଏହି ହାଇଦ୍ରାବାଦୀ ତରୁଣୀ '''ବ୍ରାଉନ ବେଲ୍ଟ''' ହାସଲ କରିଥିଲେ।<ref>http://articles.timesofindia.indiatimes.com/2012-07-06/badminton/32565390_1_saina-nehwal-harvir-singh-badminton-ace</ref>ତେବେ କୋଚଙ୍କ ଦୁଃସାହସିକ ନିର୍ଦ୍ଦେଶ ପାଇଁ ଶିଶୁ ସାଇନା କରାଟେ ଛାଡିବାର ନିଷ୍ପତ୍ତି କରିନେଇଥିଲେ।କୋଚ ପେଟ ଉପରେ ମୋଟରସାଇକଲ ଚଢାଇବାକୁ କହିବାପରେ ୮ ବର୍ଷୀୟା ସାଇନା କରାଟେ ଛାଡି ବ୍ୟାଡମିଟନ କୁ ଓହ୍ଲାଇଥିଲେ।ସାଇନାଙ୍କ ପିଲାବେଳ ଚୌଧୁରୀ ଚରଣ ସିଂହ [[ହରିଆଣା]] କୃଷି ବିଶ୍ଵବିଦ୍ୟାଳୟରେ କ୍ୟାମ୍ପସରେ କଟିଥିଲା<ref>http://www.thehindu.com/life-and-style/metroplus/article3605837.ece</ref>।ପିତା ଡ.ହରବୀର ସିଂହ ନେହୱାଲ ଏହି ବିଶ୍ଵବିଦ୍ୟାଳୟରେ ଚାକିରି କରିଥିଲେ।.ହରବୀର ପରେ ହାଇଦ୍ରାବାଦ ଚାଲିଯିବ ସହ ସେଠାରେ ସ୍ଥାୟୀଭାବେ ରହିଥିଲେ।
== ସଫଳତା ==
[[ଫିଲିପାଇନ୍ସ]] ଓପନରେ ୮୬ ତମ ସିଡ୍ ଭାବେ ଖେଳ୍ ଆରମ୍ଭ କରି ବହୁ ସିଡେଡ୍ ଖେଳାଳୀଙ୍କୁ ହରାଇ ସାଇନା ଚାମ୍ପିଆନ ହେବା ଆନ୍ତର୍ଜାତୀୟ ସ୍ତରରେ ତାଙ୍କୁ ପ୍ରତିଷ୍ଠିତ କରାଇଥିଲା।ପରେ ପରେ ସେ ବହୁ ଆନ୍ତର୍ଜାତୀୟ ସଫଳାତା ପାଇ [[ଭାରତ]]କୁ [[ବିଶ୍ଵ]] ବ୍ୟାଡ଼ମିଟନର ଶକ୍ତିଭାବେ ସ୍ଥାପିତ କରିଥିଲେ।୨୦୦୩ ରୁ ୨୦୧୨ ମସିହା ମଧ୍ୟରେ ସାଇନା ଆନ୍ତର୍ଜତୀୟ ସ୍ତରରେ ୧୮ ସ୍ଵର୍ଣ୍ଣ ପଦକ ଜିତି ସାରିଛନ୍ତି।ଚଳିତ ବର୍ଷ ଏହି ସଫଳ ତାରକା [[ବିଶ୍ଵ]] ରେଙ୍କିଙ୍ଗର ଦ୍ଵିତୀୟ ସ୍ଥାନରେ ଥିବା [[ଚୀନ]]ର [[ୱ୍ଆଙ୍ଗ ସିଜିଆନ]]ଙ୍କୁ ହରାଇ ସୁଇସ୍ ଓପନ ଟାଇଟଲ ବଜାଇ ରଖିଛନ୍ତି।୨୦୧୨ ଜୁଲାଇ ମାସରେ [[ଥାଇଲାଣ୍ଡ]] ଓପନ]] ଗ୍ରାଣ୍ଡପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ସାରିଛନ୍ତି।<ref>http://www.thehindu.com/sport/other-sports/article3512045.ece</ref>ସେ ମଧ୍ୟ [[ଇଣ୍ଡୋନେସିଆ]] ସୁପର ସିରିଜରେ ତୃତୀୟ ଥର ଚାମ୍ପିଆନ ହେବାର ରେକର୍ଡ କରିଛନ୍ତି।<ref>http://sports.ndtv.com/othersports/badminton/item/192008-saina-nehwal-wins-the-indonesia-open</ref>ପ୍ରଥମ ଭାରତୀୟ ଭାବେ ସେ ଚାରିବର୍ଷ ତଳେ ବେଜିଂ ଅଲିମ୍ପିକର କ୍ଵାଟର ଫାଇନାଲ କୁ ଯାଇଥିଲେ ମଧ୍ୟ ସେମିଫାଇନାଲ ଖେଳି ପରିନଥିଲେ। ୨୦୧୨ [[ଲଣ୍ଡନ]] [[ଅଲିମ୍ପିକ କ୍ରିଡ଼ା|ଅଲିମ୍ପିକ]] ରେ ଏହି ବିଫଳତାକୁ ପଛରେ ପକାଇ ସେ ବ୍ରୋଞ୍ଜ ପଦକ ଜିତି [[ଭାରତ]]ର ଗ୍ଔରବକୁ ଦ୍ଵିଗୁଣିତ କରିଛନ୍ତି।
 
ଆନ୍ତର୍ଜାତୀୟ ବ୍ୟାଡ଼ମିଟନରେ କେତେକାଂଶରେ [[ଚୀନ]] ଓ [[ଇଣ୍ଡୋନେସିଆ]] ପ୍ରତିଯୋଗୀଙ୍କୁ ପ୍ରତିହତ କରିଥିବା ପ୍ରଥମ ଭାରତୀୟ ଭାବେ ସାଇନା [[ବେଜିଂ]] [[ଅଲିମ୍ପିକ କ୍ରିଡ଼ା|ଅଲିମ୍ପିକ]] ର କ୍ଵାର୍ଟର ଫାଇନାଲ ପ୍ରବେଶ କରିଥିଲେ।ତେବେ ପଦକ ପାଇବାର ସୁଯୋଗ ପାଇ ନ ଥିଲେ।ସାଇନା ପ୍ରଥମ ଭାରତୀୟ ଭାବେ '''ବିଶ୍ଵ ଜୁନିଅର ବ୍ୟାଡ଼ମିଟନ ଚାମ୍ପିଆନ''' ଟାଇଟଲ ଜିତିବାର ରେକର୍ଡ କରିଥିଲେ।୨୦୦୯ ରେ ସେ ପ୍ରଥମ ଭାରତୀୟ ଭାବେ ସେ [[ଇଣ୍ଡୋନେସିଆ]] ସୁପର ସିରିଜରେ ଚାମ୍ପିଆନ ହୋଇଥିଲେ।୨୦୧୦ ରେ [[ସିଙ୍ଗାପୁର]]ଓପନ ଜିତି ସେ କ୍ୟାରିଅରର ଦ୍ଵିତୀୟ ସୁପର ସିରିଜ ଟାଇଟଲ ଜିତି ଚହଳ ସୃଷ୍ଟି କରିଥିଲେ।ଦ୍ଵିତୀୟ ଥର ପାଇଁ [[ଇଣ୍ଡୋନେସିଆ]] ଓପନ ଜିତି ସେ ସୁପର ସିରିଜରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।
 
ସାଇନା ପ୍ରଥମେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୋଚ ଏସ୍.ଏମ୍.ଆରିଫଙ୍କ ଠାରୁ କୋଛି ନେଇ ବ୍ୟାଡ଼ମିଟନକୁ ଓହ୍ଲାଇଥିଲେ।[[ଇଣ୍ଡୋନେସିଆ]] ବ୍ୟାଡ଼ମିଟନ କିମ୍ବଦନ୍ତୀ [[ଅତିକ ଜୁହାରି]] ମଧ୍ୟ ତାଙ୍କୁ କୋଚିଂ ଦେଇଛନ୍ତି।ପୁର୍ବତନ ଅଲ [[ଇଂଲଣ୍ଡ]] ଚାମ୍ପିଆନ [[ପୁଲେଲା ଗୋପିଚାନ୍ଦ]] ସଂମ୍ପ୍ରତି ସାଇନାଙ୍କ ମେଣ୍ଟର ଅଛନ୍ତି।
== କ୍ୟାରିଅର ରେକର୍ଡ ==
{| class="wikitable sortable" style="width:600px; font-size:95%;"
|-
|}
 
== ଆଧାର ==
{{ଆଧାର|2}}
== ଅଧିକ ତଥ୍ୟ ==
{{commons category|Saina Nehwal}}
* Interview with Saina Nehwal – "Your Call with Saina Nehwal" on NDTV http://www.ndtv.com/video/player/your-call/your-call-with-saina-nehwal/136852
୧୨,୮୯୭

ଗୋଟି ସମ୍ପାଦନା