"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୮ କ ଧାଡ଼ି:
|signature=Sarojini Naidu Signature.jpg
}}
ସରୋଜିନୀ ନାଇଡୁ [[ଭାରତ]]ର ପ୍ରଥମ ମହିଳା ରାଜ୍ୟପାଳ ତଥା ଜଣେ ପ୍ରଭାବଶାଳୀ ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା l ସରୋଜିନୀଙ୍କୁ ଭାରତୀୟ କୋକିଳ ବୋଲି କୁହାଯାଏ l <ref>http://www.thecolorsofindia.com/interesting-facts/government/first-woman-governor-of-a-state-in-india.html</ref>ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୁପେ ସରୋଜିନୀ ନାଇଡୁ ଙ୍କ ଅବଦାନ ଅତୁଳନୀୟ l ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ସଭାପତି ଥିଲେ l କିନ୍ତୁ ସର୍ବୋପରି ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୂତ୍ବପୂର୍ଣ୍ଣ l
== ପ୍ରାରମ୍ଭିକ ଜୀବନ ==
<ref>http://www.poemhunter.com/sarojini-naidu/biography/</ref>
<ref>ଦିବ୍ୟଭାସ୍କର- ଗୁଜୁରାତୀ ଖବର କାଗଜ ତା. ୧୦-୦୬-୨୦୧୨ ର ୧୧ ପୃଷ୍ଠା</ref>
୨୫ କ ଧାଡ଼ି:
ସରୋଜିନୀ ନାଇଡୁ ୧୮୭୯ ମସିହା ଫେବ୍ରୁଆରୀ ୧୩ ତାରିଖରେ [[ହାଇଦ୍ରାବାଦ]]ରେ ଜନ୍ମ ଗ୍ରହଣ କରିଥିଲେ l ଡକ୍ଟର ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ତାଙ୍କର ପତ୍ନୀ ବରଦା ସୁନ୍ଦରୀ ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ ଥିଲେ l ବ୍ରାହ୍ମଣ ପରିବାରରେ ଜନ୍ମହୋଇଥିଲେ ମଧ୍ୟ [[ମୁସଲମାନ]] ସଂସ୍କୃତି ପ୍ରଧାନ [[ହାଇଦ୍ରାବାଦ]] ସହରରେ ବଢିଥିବାରୁ ସେ ନିଜକୁ ଅଧା ହିନ୍ଦୁ ଅଧା ମୁସଲମାନ ମନେ କରୁଥିଲେ l ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ [[ମାଡ୍ରାସ ବିଶ୍ବବିଦ୍ୟାଳୟ]]ରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ l କୁହାଯାଏ ସରୋଜିନୀ ଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ [[ହାଇଦ୍ରାବାଦ]]ର [[ନିଜାମ]] ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ l ପରବର୍ତ୍ତୀ ତିନିବର୍ଷ ସରୋଜିନୀ [[ଲଣ୍ଡନ]] ଓ [[କେମ୍ବ୍ରିଜ ବିଶ୍ବବିଦ୍ୟାଳୟ]]ରେ ଅଧ୍ୟୟନ କଲେ l ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙ୍କ ପ୍ରୋତ୍ସାହନ ପାଇଁ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା l
 
ସରୋଜିନୀଙ୍କୁ ଯେତେବେଳେ ୧୯ ବର୍ଷ ସେ ନିଜାମଙ୍କ ଚିକିତ୍ସ୍କ ଗୋବିନ୍ଦରାଜୁ ଙ୍କ ପ୍ରେମରେ ପଡିଥିଲେ l ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣ କୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ତାଙ୍କୁ ବିବାହ କରିଥିଲେ l ସରୋଜିନୀଙ୍କ ଗାର୍ହସ୍ଥ୍ୟ ଜୀବନ ସୁଖମୟ ଥିଲା l
ସାମାଜିକ କିମ୍ବା ରାଜନୈତିକ ଅଧିକାର ପାଇଁ ସଂଗ୍ରାମ ହେଉ, କିମ୍ବା ହିନ୍ଦୁ-ମୁସଲମାନ ଏକତା ପ୍ରସଙ୍ଗ ହେଉ ସେ ସର୍ବଦା ନିଷ୍ଠା ଓ ସାହସିକତା ଦେଖାଇଥିଲେ l ସେଥିପାଇଁ [[ଗାନ୍ଧିଜୀ]] ତାଙ୍କୁ ଶ୍ରଦ୍ଧାରେ "ଆଜିର ମୀରାବାଈ" ଡାକୁଥିଲେ l
== ଗୁରୂତ୍ବପୂର୍ଣ୍ଣ ଘଟଣାବଳୀ ==
[[ଫାଇଲ:Gandhi Naidu London.jpg|thumb|ଲଣ୍ଡନରେ ଗାନ୍ଧିଜୀଙ୍କ ସହ ସରୋଜିନୀ ନାଇଡୁ]]
<ref>http://www.culturalindia.net/leaders/sarojini-naidu.html</ref>
* ୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ସରୋଜିନୀ ସକ୍ରିୟ ଭାବରେ [[ଭାରତ]]ର ସ୍ବାଧୀନତା ଅନ୍ଦୋଳନରେ ଯୋଗଦେଲେ l [[ଅସହଯୋଗ ଆନ୍ଦୋଳନ]] ଓ ସତ୍ୟାଗ୍ରହରେ [[ଗାନ୍ଧିଜୀ]]ଙ୍କ ସହ କାମକରି ସେ ଅନେକ ସମୟ ଜେଲଦଣ୍ଡ ଭୋଗିଥିଲେ l
 
* ୧୯୧୯ ର [[ଜାଲିଆଁୱାଲାବାଗ ହତ୍ୟାକାଣ୍ଡ]]ର ପରେ ପରେ ସେ ହୃଦ୍ ରୋଗରେ ପିଡିତ ହେବାରୁ ସେ [[ଇଂଲଣ୍ଡ]] ଯାଇଥିଲେ l
 
* ୧୯୨୪ ମସିହାରେ ସେ ପୂର୍ବ ଓ [[ଦକ୍ଷିଣ ଆଫ୍ରିକା]]ଭ୍ରମଣରେ ଯାଇ ସେଠାରେ ଭାରତୀଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ l
 
* ୧୯୨୫ ମସିହାରେ ସେ ପ୍ରଥମେ ଭାରତୀୟ ମହିଳାଭାବେ କାନପୁର [[କଂଗ୍ରେସ]] ସମ୍ମିଳନୀର ସଭାପତିତ୍ବ କରିଥିଲେ l
 
* ୧୯୩୦ ମସିହାରେ ଦାଣ୍ଡି [[ଲବଣ ସତ୍ୟାଗ୍ରହ]] ସମୟରେ [[ଗାନ୍ଧିଜୀ]] ବନ୍ଦୀ ହେଲାପରେ ସେ ପଚିଶ ହଜାର ସ୍ବଛାସେବୀଙ୍କୁ ନେଇ ଧାରସନା ଲୁଣ କାରଖାନା ଆନ୍ଦୋଳନ କରିଥିଲେ l
 
* ୧୯୩୧ ମସିହାରେ[[ଲଣ୍ଡନ]] ଗୋଲ ଟେବୁଲ ବୈଠକରେ ଭାରତୀୟ ମହିଳାମାନଙ୍କର ପ୍ରତିନିଧିତ୍ବ କରିଥିଲେ l
 
* ୧୯୪୯ ମସିହାରେ ମାର୍ଚ୍ଚ ୩ ତାରିଖରେ ସେ ମୃତ୍ୟୁବରଣ କରିଥିଲେ l
 
== ତାଙ୍କ ରଚିତ ଇଂରାଜୀ ପୁସ୍ତକ ==
 
* ଦ ଗୋଲ୍ଡନ ଥ୍ରେସ୍ ହୋଲ୍ଡ - ୧୯୦୫
 
* ଦ ବାର୍ଡ ଅବ୍ ଟାଇମ-୧୯୧୨
 
* ଦ ବ୍ରୋକନ ଉଇଙ୍ଗ-୧୯୧୭
== ଆଧାର ==
{{ଆଧାର}}
== ବାହାର ଆଧାର ==