"ଶ୍ରୀରାମ ପଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୧ କ ଧାଡ଼ି:
'''ଶ୍ରୀରାମ ପଣ୍ଡା''' ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଅଭିନେତା, ନିର୍ଦ୍ଦେଶକ ଓ କାହାଣୀକାର । ସେ ଅଧୁନା [[ବିହାରା]] ଠାରେ ଶୃଙ୍ଗେର ଆଶ୍ରମରେ ଜଣେ ସନ୍ଥ ଭାବରେ ଜୀବନ ଅତିବାହିତ କରୁଛନ୍ତି ।<ref name=hindu>ଶ୍ୟାମହାରି ଚକ୍ର. [http://www.hindu.com/thehindu/thscrip/print.pl?file=2008061757460100.htm&date=2008/06/17/&prd=th& A crusader on and off screen!]. [[ଦି ହିନ୍ଦୁ]]. ୧୭ ଜୁନ ୨୦୦୮</ref>
 
== ଜୀବନ ଓ ପରିବାର ==
'''ଶ୍ରୀରାମ ପଣ୍ଡା''' [[ନବରଙ୍ଗପୁର]], [[ଓଡ଼ିଶା]] ଠାରେ ୧୯୫୪ରେ ଜନ୍ମ ନେଇଥିଲେ । ସେ ୮୦ ଦଶକରେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥାଚିତ୍ର]] ମାନଙ୍କରେ ଅଭିନୟ କରୁଥିଲେ । ସେତେବେଳେ ତାଙ୍କର କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା, ସେ ତାହାପରେ ୧୯୯୨ରେ ଅଭିନୟ ଛାଡ଼ି [[ବିହାରା]] ଠାରେ ଶୃଙ୍ଗେରଠାରେ ଏକ ଆଶ୍ରମରେ "ସ୍ଵାମୀ ନିତ୍ୟ ଚୈତନ୍ୟ" ନାମରେ ସନ୍ଥ ଭାବେ ଜୀବନ କାଟୁଛନ୍ତି । ଓଡ଼ିଆ କଥାଚିତ୍ରର ବିଗତ ଦିନର ଅଭିନେତ୍ରୀ [[ତ୍ରିପୁରା ମିଶ୍ର]] ତାହାଙ୍କର ସ୍ତ୍ରୀ ଯେ ଅଧୁନା ଅଭିନୟ ଛାଡ଼ି ଜଣେ କଲେଜ ଶିକ୍ଷିକା ଭାବରେ କାମ କରୁଛନ୍ତି । ଶ୍ରୀରାମ ଓ ତ୍ରିପୁରାଙ୍କର ଦୁଇଟି ସନ୍ତାନ ଅଛନ୍ତି
 
== କଥାଚିତ୍ର ଜୀବନ ==
[[୧୯୭୨ର ଓଡ଼ିଆ ସିନେମା|୧୯୭୨]] ମସିହାରେ [[ଧୀର ବିଶ୍ଵାଳ]]ଙ୍କ [[ଧରିତ୍ରୀ (ଓଡ଼ିଆ କଥାଚିତ୍ର)|ଧରିତ୍ରୀ]] କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଶ୍ରୀରାମ, ବର୍ତ୍ତମାନ ସୁଦ୍ଧା ୫୨ରୁ ଅଧିକ [[ଓଡ଼ିଆ ସିନେମା|ଓଡ଼ିଆ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ଚଳଚ୍ଚିତ୍ରରେ ଅଭିନୟ କରିବା ସହ <ref>[http://www.odishanewstoday.com/entertainment/1144-shriram-panda-the-legend-of-odia-cinema.html Shriram Panda - The Legend of Odia Cinema]</ref> ୧୯୯୧ ମସିହରେ ଗୋଟିଏ କଥାଚିତ୍ର [[କୁରୁକ୍ଷେତ୍ର (କଥାଚିତ୍ର)|କୁରୁକ୍ଷେତ୍ରର]] ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।<ref>{{cite web |url= http://articles.timesofindia.indiatimes.com/2012-11-16/bhubaneswar/35155846_1_odia-film-buffs-honour |title=Sriram Panda to receive Jaydev Award - Times Of India |first=Minati |last=Singha |work=indiatimes.com |year=2012 |quote= has also produced and directed a film 'Kurukhetra' in 1991. |accessdate=21 January 2013}}</ref>
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===
{| class="wikitable sortable"
|-
୬୪ କ ଧାଡ଼ି:
|}
 
== ମାନ ସମ୍ମାନ ==
* [[ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର|ଜୟଦେବ ସମ୍ମାନ]], ୨୦୧୧<ref>{{cite web |url= http://timesofindia.indiatimes.com/city/bhubaneswar/Sriram-Panda-to-receive-Jaydev-Award/articleshow/17235070.cms |title=Sriram Panda to receive Jaydev Award - The Times of India |first=Minati |last=Singha|work=indiatimes.com |quote=He was chosen for the Jaydev Award that will be given to him at the 23rd state film awards function |accessdate=16 November 2012}}</ref> <ref>{{cite web |url= http://orissadiary.com/CurrentNews.asp?id=37694 |title=Odisha: Swami Nitya Chaitanyahan chosen for prestigious Jaydev award, Orissa Current News |first=Ashok |last=Palit|work=orissadiary.com|quote=Sriram Panda, the yester years Odiya film hero has been chosen for the prestigious Jaydev award |accessdate=16 November 2012}}</ref>
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* {{IMDb name|0659215}}
{{ଜୟଦେବ ପୁରସ୍କାର}}
୯୩ କ ଧାଡ଼ି:
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[en:Sriram Panda]]