"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା, ସମ୍ମାନ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୨ କ ଧାଡ଼ି:
| occupation = ଅଭିନେତା ([[ଓଡ଼ିଆ ସିନେମା ଜଗତ|ଓଡ଼ିଆ]])
}}
'''ଶରତ ପୂଜାରୀ''' ଜଣେ ଖ୍ୟାତନାମା [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ସିନେ ଅଭିନେତା । ତାଙ୍କର ଜନ୍ମ ୮ ଅଗଷ୍ଟ ୧୯୩୪ରେ [[ଓଡ଼ିଶା]]ର [[ନୟାଗଡ଼ ଜିଲା]]ରେ ହୋଇଥିଲା ।
 
ସେ ୬୦ ଦଶକର ଆରମ୍ଭରୁ ଏବେ ଯାଏଁ [[ଓଡ଼ିଆ ସିନେମା ଜଗତ]]ରେ ଜଣେ ସକ୍ରିୟ ଅଭିନେତା ଭାବରେ ଅନେକ ସଫଳ ଚଳଚ୍ଚିତ୍ରର ଅଭିନୟ କରିସାରିଛନ୍ତି ।
 
== ଶିକ୍ଷା ଓ ପ୍ରାରମ୍ଭିକ ଜୀବନ ==
ତାଙ୍କର ବାଳଶିକ୍ଷା [[ଓଡ଼ିଶା]]ର ଅନେକ ସ୍କୁଲରେ ସରିଥିଲା । ତାହାପରେ ସେ [[ଅର୍ଥନୀତି]]ରେ ସ୍ନାତକ ଓ ୧୯୫୬ରେ [[ଚିତ୍ରାଙ୍କନ]]ରେ [[ଆହ୍ଲାବାଦ ବିଶ୍ଵବିଦ୍ୟାଳୟ]]ରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ [[ବରଗଡ଼]]ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ ।<ref>[http://Panchayat%20College,Bargarh Panchayat College,Bargarh]</ref>
<!--.Left as Acting Principal from Panchayat College,Bargarh in 1966.Joined tapang Light Foundery,Nayagarh, as Works Manager.Left service and became a free-lance film actor from September 1966 to September 1968 to learn the technique of Film-making. After that he had became principal at the young age of 34 in [http://Larambha%20CollegeC [[Larambha College]]], [[Bargarh]].Nominated by the State Govt of Orissa as member of the [http://Orissa%20Sangeeta%20Natak%20Academy Orissa Sangeeta Natak Academy], Member of the Board of Director of Film Development Corporation of Orissa,Cuttack.He retired as a principal of Sangeet Nataka college,Bhubaneswar.-->
 
== ଅଭିନୀତ ଓଡ଼ିଆ କଥାଚିତ୍ର ==
{| class="wikitable sortable"
|-
୬୦ କ ଧାଡ଼ି:
*
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* {{IMDb name|1106140}}
{{ଜୟଦେବ ପୁରସ୍କାର}}
୮୬ କ ଧାଡ଼ି:
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[en:Sarat Pujari]]