"ଶନି ଶିଙ୍ଗଣାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩୬ କ ଧାଡ଼ି:
<sup>'''‡'''</sup>[http://www.fallingrain.com/world/IN/16/Sonai.html Falling grain]
}}
'''ଶନି ଶିଙ୍ଗଣାପୁର''' ହେଉଛି ଶନିଦେବଙ୍କର ପ୍ରମୁଖ ପୀଠ । ଭାରତରେ ଶନିଦେବଙ୍କର ଅନେକ ପୀଠ ମଧ୍ୟରେ ଶିଙ୍ଗଣାପୁର ପ୍ରମୁଖ କ୍ଷେତ୍ର । ଏହା [[ମହାରାଷ୍ଟ୍ର]]ର [[ଅହମଦନଗର]] ଜିଲ୍ଲାର ଉତ୍ତରରେ ୩୫ କି.ମି ଦୂର ନେବାସା ପଞ୍ଚାୟତର ଶିଙ୍ଗଣାପୁର ଠାରେ ଅବସ୍ତିତ । <ref>http://www.shanishinganapur.com/</ref><ref>http://www.shanidev.com/about-us.html</ref>ଏଠାରେ ଶନିଦେବ ଅଛନ୍ତି କିନ୍ତୁ ମନ୍ଦିର ନାହିଁ , ଘର ଅଛି କିନ୍ତୁ ଘରର କବାଟ ନାହିଁ , ଗଛ ଅଛି କିନ୍ତୁ ଗଛରଛାଇ ନାହିଁ ।
== ମୁର୍ତ୍ତି ==
ଶନିଦେବଙ୍କର ସ୍ଵୟମ୍ଭୁ ମୂର୍ତ୍ତି କଳାରଙ୍ଗର । ୫ ଫୁଟ ୯ ଇଞ୍ଚ ଉଚ୍ଚତା ଏବଂ ୧ ଫୁଟ ୬ ଇଞ୍ଚ ପ୍ରସ୍ତ ବିଶିଷ୍ଟ ଶନିଦେବଙ୍କର ପ୍ରତିମା ଖୋଲା ସ୍ଥାନରେ ବିରାଜମାନ ।
== ମହିମା ==
==ଶିଙ୍ଗଣାପୁର ଗାଁ==
== ଶନିବାର ==
==ଆଧାର==
{{ଆଧାର}}
== ବାହାର ତଥ୍ୟ ==
* [http://shanishingnapur.blogspot.com/ Information about Shanidev]
* [http://spirittourism.com/culture/temples/shani-dev-temples-shani-shingnapur/ Information About Shani Shingnapur]