"ଲକ୍ଷ୍ମୀ ପୂଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ପେଡ଼ି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୭ କ ଧାଡ଼ି:
}}
ମହାଲକ୍ଷ୍ମୀଙ୍କର ପାର୍ବଣ । ପାଖାପାଖି ସପ୍ତହେ ବ୍ୟାପି ମହାଲକ୍ଷ୍ମୀଙ୍କର ଏଇ ପୂଜା ଢେଙ୍କାନାଳ, ଚୌଦ୍ଵାର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ବଡ଼ ଧୂମ୍​ଧାମ୍​ରେ ପାଳନ କରାଯାଏ।
== ଢେଙ୍କାନାଳ ==
[[Fileଫାଇଲ:Laxmi Puja Light Gate.jpg|thumb|ଆଲୋକ ତୋରଣ, ଢେଙ୍କାନାଳ ଲକ୍ଷ୍ମୀ ପୂଜା]]
[[ଢେଙ୍କାନାଳ]]ରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । [[ଢେଙ୍କାନାଳ]] ଇତିହାସ ବର୍ଣ୍ଣନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ [[ବୈଷ୍ଣବ ମଠ]] ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, [[ବଳରାମ ମନ୍ଦିର]], [[ଜଗନ୍ନାଥ ମନ୍ଦିର]], [[ବୃନ୍ଦାବନ ମଦିର]], ବୃନ୍ଦାବନଚନ୍ଦ୍ର ମନ୍ଦିର, [[କପିଳାସ]]ର [[ନାରାୟଣ ମଦିର]], ନୃସିଂହ ଓ [[ଲକ୍ଷ୍ମୀ]]ମୁର୍ତ୍ତୀ ପ୍ରତିଷ୍ଠା, [[ଚୈତନ୍ୟ]]ଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା ।
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
{{Commons category|Lakshmi Puja}}
* [http://www.lokakshemayagna.org/activitiestrust?id=157 Ashta Lakshmi Deepa Puja]
୨୯ କ ଧାଡ଼ି:
 
{{ହିନ୍ଦୁ ପର୍ବ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଓଡ଼ିଶାର ପର୍ବ ପର୍ବାଣୀ]]
Line ୩୪ ⟶ ୩୫:
[[ଶ୍ରେଣୀ:ହିନ୍ଦୁ ପର୍ବ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Lakshmi Puja]]
[[ne:लक्ष्मी पूजा]]