"ଲକ୍ଷ୍ମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.3) (Robot: Adding hu:Laksmi (istennő)
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୧ କ ଧାଡ଼ି:
ମାଆ ଲକ୍ଷ୍ମୀ ଭଗବାନ [[ବିଷ୍ଣୁ]]ଙ୍କର ସହଧର୍ମିଣୀ । ସେ[[ବିଷ୍ଣୁ]]ଙ୍କର ଶକ୍ତି ସୂରୁପା । ସେ ଧନ,ସୁଖ୍ୟାତି ଓ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି । ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ [[ପେଚା]] । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି ।
 
ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ ବୋଲି କେହି କେହି ମତ ଦିଅନ୍ତି । ତାଙ୍କୁ ପୂଜାକରିବା ଦ୍ଵାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ପ୍ରତ୍ୟେକ ହିନ୍ଦୁଘରେ [[ଗୁରୁବାର]] ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । [[ଓଡ଼ିଶା|ଓଡ଼ିଶାରେ]] [[ମାର୍ଗଶୀର|ମାର୍ଗଶିର ମାସ]] ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା [[ମାଣବସା ଗୁରୁବାର ଓଷା|ମାଣବସା ପୂଜା]] ନାମରେ ପ୍ରସିଦ୍ଧ । ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର [[କାମଦେବ]],ସେ ପ୍ରେମ ଶ୍ରଦ୍ଧାର ଦେବତା ı
== ସ୍ମୃତି ==
ଲକ୍ଷ୍ମୀ ଐଶ୍ଵର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -
 
୨୯ କ ଧାଡ଼ି:
ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍ '''
 
== ଆହୁରି ଦେଖନ୍ତୁ ==
* [[ସୁଦଶା ବ୍ରତ]]
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://www.docstoc.com/docs/109584806/Laxmi-Anusthan-and-Puja-For-Wealth Laksmi Sadhana Vidhi]
* [http://www.ambabai.com/ambabai.html Mahalaxmi Temple, Ambabai Temple, Kolhapur]
"https://or.wikipedia.org/wiki/ଲକ୍ଷ୍ମୀ"ରୁ ଅଣାଯାଇଅଛି