"ରାଜସ୍ମିତା କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୩ କ ଧାଡ଼ି:
}}
 
ଜାତୀୟ ସ୍ତରର ହିନ୍ଦୀ ଟେଲିଭିଜନ ଚ୍ୟାନେଲ ଜି ଟିଭି ପ୍ରସାରିତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ର ଚୁଡ଼ାନ୍ତ ଅଧ୍ୟାୟରେ [[ଓଡ଼ିଶା]]ର ଏକମାତ୍ର ପ୍ରତିଦ୍ଵନ୍ଦୀ [[ରାଉରକେଲା]]ର ରାଜସ୍ମିତା କର ବିଜୟୀ ହୋଇ ଭାଗ୍ୟରଟୋପିର ଅଧିକାରୀ ହୋଇଛନ୍ତି ୤ ନିଜ ନୃତ୍ୟର ଉତ୍କର୍ଷତା ବଳରେ ସେ ଏହି ପ୍ରତିଯୋଗିତାର ଶେଷ ୫ଜଣ ଚୁଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ନିଜ ସ୍ଥାନ ବଳବତ୍ତର ରଖିଥିବା ବେଳେ ତିନି ଥର ପ୍ରଥମ ଓ ଦୁଇ ଥର ଦ୍ଵୀତୀୟ ସ୍ଥାନ ହାସଲ କରିଥିଲେ ୤ ରାଜସ୍ମିତା [[ଆସାମ]]ର ପ୍ରଦୀପ ଗୁରୁଙ୍ଗ, [[ଡେରାଡୁନ]]ର ରାଘବ, [[ଦିଲ୍ଲୀ]]ର ସନମ ଜୋହର ଓ ରେବା, [[ମଧ୍ୟ ପ୍ରଦେଶ]]ର ମୋହିନା ସିଂଙ୍କୁ ପଛରେ ପକାଇ ବିଜୟିନୀ ହୋଇଥିଲେ ୤ ୪୮ଲକ୍ଷ ୮୯ ହଜାର ୩୦ଟି ଭୋଟପାଇ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ ୤<ref>{{cite web |url= http://www.odishatoday.com/viewnews.php?news_id=3381 |title=Rourkela girl Rajasmita Kar wins ‘Dance India Dance 3′ title|work=odishatoday.com |year=2012 |quote=Rajasmita Kar was declared the winner at the grand finale |accessdate=23 April 2012}}</ref><ref>{{cite web |url= http://dailypioneer.com/state-editions/bhubaneswar/59704-odia-girl-rajasmita-shines-in-dance-india-dance.html |title=Odia girl Rajasmita shines in Dance India Dance |work=dailypioneer.com |year=2012 |quote=Rajasmita (Geeta Ki Gang) stood number one with 48,89,030 votes |accessdate=24 April 2012}}</ref>
 
୨୬ ଜାନୁଆରୀ ୧୯୯୧ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜସ୍ମୀତାଙ୍କ ବାପା ରମେଶ କୁମାର କର [[ରାଉରକେଲା]]ର ବାସନ୍ତୀ କଲୋନୀରେ ଏକ ବୈଦ୍ୟୁତିକ ସରଞ୍ଜାମ ଦୋକାନ ଚଳାଉଥିବା ବେଳେ ମା ରଞ୍ଜିତା କର ଜଣେ ଗୃହିଣୀ୤ ପିଲାବେଳୁ ନୃତ୍ୟ ପ୍ରତି ଆଗ୍ରହୀ ହୋଇ ବିଭିନ୍ନ ପ୍ରକାର ନୃତ୍ୟ ଶିକ୍ଷା କରିଥିଲେ ୤
୨୧ କ ଧାଡ଼ି:
ପ୍ରଖ୍ୟାତ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନିଜର ଆଦର୍ଶ ଭାବେ ମାନୁଥିବା ରାଜସ୍ମୀତା ଆଗାମୀ ଦିନରେ ଛୋଟ ଛୋଟ ପିଲାଙ୍କ ପାଇଁ ଏକ ନୃତ୍ୟ ପ୍ରଶିକ୍ଷଣ ଅନୁଷ୍ଠାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ୤
 
== ଆଧାର ==
{{ଆଧାର}}
== ବାହାର ଲିଙ୍କ ==
 
{{Persondata <!-- Metadata: see [[Wikipedia:Persondata]]. -->