"ରଘୁନାଥ ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୭ କ ଧାଡ଼ି:
ପଣ୍ଡିତ ''' ରଘୁନାଥ ମୁର୍ମୁ ''' ( ଜନ୍ମ ୫ ମେ, ୧୯୦୫, [[ଦାଣ୍ଡବୋସ]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]], [[ଓଡ଼ିଶା]] – ୧ ଫେବ୍ରୁଆରି, ୧୯୮୨) [[ଅଲ ଚିକି ଲିପି]]<!--[[Ol Chiki script]]-->ର ଜନକ ଯାହା ବହୁବିଧ ନାମରେ ଯଥା; ଅଲ ସେମେତ<!--Ol Cemet--> ("ପ୍ରଣାଳୀ"), ଅଲ ସିକି<!--Ol Ciki-->, ଅଲ ଓ ବେଳେବେଳେ ସାନ୍ତାଳି ଅକ୍ଷର ବୋଲି ଜଣାଶୁଣା ।୧୯୨୫ରେ ଏହି ଲିପି [[ସାନ୍ତାଳି ଭାଷା]]<!--[[Santali language]]--> ଲେଖିବା ନିମନ୍ତେ [[ଭାରତ]] ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ [[ଓଡ଼ିଶା]] ଓ [[ଝାଡ଼ଖଣ୍ଡ]]ର ସାନ୍ତାଳି ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଅଛନ୍ତି ।
 
== ପ୍ରାରମ୍ଭିକ ଜୀବନ ==
ସେ [[ଓଡ଼ିଶା]]ର [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ର ଏକ ୫ ମେ ୧୯୦୫ର ଏକ ପୂର୍ଣ୍ଣମୀ ତିଥି ଦହରଦିହ (ଦାଣ୍ଡବୋସ) ଠାରେ ଜନ୍ମ ନେଇଥିଲେ । ସେ [[ରାଇରଙ୍ଗପୁର]] ଠାରେ ଜଣେ ସ୍କୁଲ ଶିକ୍ଷକ ଥିଲେ ।
 
== ବାହାର ଲିଙ୍କ ==
* [http://wesanthals.tripod.com/id45.html Brief biographical information]
* [http://www.travelindia360.net/the-peaceful-santhals-of-east-india.html]
 
{{Persondata <!-- Metadata: see [[Wikipedia:Persondata]]. -->