"ଯକୃତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Modifying kk:Бауыр (орган)
ଟିକେ ରୋବଟ୍‌: ପ୍ରସାଧନ ବଦଳ
୭ କ ଧାଡ଼ି:
ଯକୃତ ଶରୀରର ଅନେକ ଜରୁରୀ କାମ କରିଥାଏ ।
* ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।
* ଯକୃତ ଶର୍କରା ଗଚ୍ଛିତ କରେ ଓ ରକ୍ତର ଶର୍କରା ମାତ୍ରା ସ୍ଥିର ରଖେ ।
* ଯକୃତ ପୁଷ୍ଟିସାର ଓ ସ୍ନେହସାରରୁ ଶର୍କରା ତିଆରି କରିଥାଏ ।
* ଯକୃତ କିଛି ମାତ୍ରାରେ ସ୍ନେହସାର ଓ କୋଲେଷ୍ଟରଲ୍ ମଧ୍ୟ ତିଆରି କରେ ।
"https://or.wikipedia.org/wiki/ଯକୃତ"ରୁ ଅଣାଯାଇଅଛି