"ମୁକ୍ତେଶ୍ୱର ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪୩ କ ଧାଡ଼ି:
'''ମୁକ୍ତେଶ୍ଵର ଦେଉଳ''' [[ଓଡ଼ିଶା]]ର ରାଜଧାନୀ [[ଭୁବନେଶ୍ୱର]] ଠାରେ [[ପର୍ଶୁରାମ ମନ୍ଦିର]]ର ଅନତିଦୂରରେ ଅବସ୍ଥିତ ।
 
== ଇତିହାସ ==
ଏହାର ନିର୍ମାଣ ୧୦ମ ଶତାବ୍ଦୀରେ କରାଯାଇଥିଲା । [[ଓଡ଼ିଶା]]ର ବାକି ଦେଉଳ ମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଅଛି । ଏକ [[ଶୈବ]] ଧାର୍ମିକ ସ୍ଥଳ ସହ ଏହା [[ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀ]]ର ଏକ ଉପାସନା ସ୍ଥଳ ।
 
== ନିର୍ମାଣ ଶୈଳୀ ==
୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ '''ବିଶ୍ଵକର୍ମା ମହାରଣା କାରୁକାର୍ଯ୍ୟ''ର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତ ମାନଙ୍କ ଦ୍ଵାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି ।
 
== ଗ୍ୟାଲେରି ==
<gallery>
File:A Notice board in Mukteshwar-Siddheshwar temple.jpg
୬୯ କ ଧାଡ଼ି:
</gallery>
 
== ଆଧାର ==
{{ଆଧାର}}
 
== ବାହାର ଲିଙ୍କ ==
* [http://www.indyahills.com/orissa/temple.html Places of Worship in Orissa]
* [http://www.cyberorissa.com/myorissa/temples/temples2.htm Temples of Orissa]