"ମାଲକାନଗିରି ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଭୌଗଳିକ ଅବସ୍ଥାନ ପେଡ଼ି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୨ କ ଧାଡ଼ି:
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା]]
| seat = ୨ଟି ଆସନ {{collapsible list|title={{nbsp}}|୧. ମାଲକାନଗିରି (୧୪୬)</br>୨. ଚିତ୍ରକୋଣ୍ଡା (୧୪୭)}}
|subdivision_type = ଦେଶ
|subdivision_name = [[ଭାରତ]]
|subdivision_type1 = ରାଜ୍ୟ
|subdivision_name1 = [[ଓଡ଼ିଶା]]
|subdivision_type2 = [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକସଭା]]
|subdivision_name2 = [[ନବରଙ୍ଗପୁର (ଲୋକସଭା ନିର୍ବାଚନ ମଣ୍ଡଳି)|ନବରଙ୍ଗପୁର]]
| subdivision_type3 = ଭାଷା
| subdivision_name3 =[[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ]]
| area_total_km2 =
| population_total = ୬,୧୨,୭୨୭
| population_as_of =୨୦୧୧
| population_rank =
| population_density_km2 = 106
| population_urban = ୪୮,୮୩୬
| population_rural = ୫,୬୩,୮୯୧
| sex_ratio = ୧୦୧୬
| child_sex_ratio = ୯୭୯
|population_blank1_title = ୬&nbsp;ବର୍ଷରୁ&nbsp;କମ&nbsp;ଶିଶୁ
|population_blank1 = ୧,୦୫,୬୩୬
| literacy_rate_total = ୪୯.୪୯%
| literacy_male = ୬୦.୨୯%
୪୮ କ ଧାଡ଼ି:
| temp_winter = ୧୩
| area_total_km2 = ୫୭୯୧
| area_blank1_title =
| area_blank1_km2 =
|timezone = [[ଭାରତୀୟ ମାନକ ସମୟ|IST]] (+୫.୩୦)
|postal_code_type = [[ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର|ଡାକ କୋଡ଼ (ପିନ୍)]]
|postal_code = ୭୬୪ xxx
| area_code_type = ତାର (ଏସ୍.ଟି.ଡ଼ି)
| area_code = ୦୬୮୬୧
| registration_plate = OD-10
|blank_name_sec1 = ଜିଲ୍ଲାପାଳ
|blank_info_sec1=
| website = {{official|malkangiri.nic.in}}
}}
 
'''ମାଲକାନଗିରି ଜିଲ୍ଲା''', [[ଓଡ଼ିଶା]]ର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । [[ମାଲକାନଗିରି]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
 
== ଇତିହାସ ==
୭୦ କ ଧାଡ଼ି:
=== ଅବସ୍ଥିତି ===
<!--latd: ୧୭.୪୫ ରୁ ୧୮.୪୦ ଓ longd: ୮୧.୧୦ ରୁ ୮୨.୦୦ -->
* ପୂର୍ବରେ : [[କୋରାପୁଟ ଜିଲ୍ଲା]] ଓ [[ଆନ୍ଧ୍ର ପ୍ରଦେଶ]] ରାଜ୍ୟ
* ପଶ୍ଚିମରେ: [[ଛତିସଗଡ଼|ଛତିଶଗଡ଼]] ରାଜ୍ୟ
* ଉତ୍ତରରେ : [[କୋରାପୁଟ ଜିଲ୍ଲା]]
୮୦ କ ଧାଡ଼ି:
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ମାଲକାନଗିରି ଜିଲ୍ଲାର ଲୋକସଂଖ୍ୟା ୬,୧୨,୭୨୭ |
* ପୁରୁଷ: ୩,୦୩,୯୧୩
* ମହିଳା: ୩,୦୮,୮୧୪
** ଛ ବର୍ଷରୁ କମ: ୧,୦୫,୬୩୬
* ସାକ୍ଷରତା ହାର ୪୯.୪୯%
** ପୁରୁଷ: ୬୦.୨୯%
** ମହିଳା: ୩୮.୯୫%
=== ବଣ୍ଡା ଅଧିବାସୀ ===
<!--ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ବଣ୍ଡା ସମ୍ପ୍ରଦାୟର ଅଧିବାସୀ ବାସ କରନ୍ତି ୤-->ଖଇରପୁଟ ବ୍ଳକ ଅନ୍ତର୍ଗତ ୨ଟି ପଞ୍ଚାୟତର ୩୨ଟି ଗାଁରେ ପ୍ରାୟ ୫ହଜାର ବଣ୍ଡା ଜନଜାତିର ଲୋକ ବାସ କରୁଛନ୍ତି ୤
ବଣ୍ଡା ସମ୍ପ୍ରଦାୟ ପୃଥିବୀର ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ଅନ୍ୟତମ ୤ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ଦେବୀ ସୀତା ଘାଟି ମୁଦୁଲିପଡ଼ାରେ ଥିବା ଏକ ଝରଣାରେ ସ୍ନାନ କଲାବେଳେ ବଣ୍ଡା ରମଣୀମାନେ ଦେଖି ହସି ଦେଇଥିଲେ ୤ ସୀତା ଏଥିରେ ଅପମାନିତ ଓ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଯେ, ତୁମେମାନେ ଜୀବନସାରା ଉଲଗ୍ନ ହୋଇ ରହିବ ଓ ତୁମ ମୁଣ୍ଡରେ କେଶ ରହିବ ନାହିଁ ୤ ଯୁଗ ଯୁଗ ଧରି ତୁମକୁ ଦେଖି ଲୋକ୍ ହସିବେ ୤ ସେହିଦିନ ଠାରୁ ବଣ୍ଡା ରମଣୀ ଲଣ୍ଡିତ ମସ୍ତକ ହୋଇ ଗଛର ଖଣ୍ଡିଏ ବକଳ, ବେକରେ ମାଳି ସହ ବିଭିନ୍ନ ଜଙ୍ଗଲ ଜାତୀୟ ସାମଗ୍ରୀରେ ସଜ୍ଜିତ ହୋଇଥାନ୍ତି
୧୨୦ କ ଧାଡ଼ି:
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://malkangiri.nic.in/ ମାଲକାନଗିରି ଜିଲ୍ଲାର ସରକାରୀ ପୃଷ୍ଠା]
* [http://www.123orissa.com/exploreorissa/distinfo/malkangiri.asp 123orissaରେ ମାଲକାନଗିରି ଜିଲ୍ଲା]
୧୩୬ କ ଧାଡ଼ି:
}}
{{ଓଡ଼ିଶା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜିଲ୍ଲା]]
[[ଶ୍ରେଣୀ:ମାଲକାନଗିରି ଜିଲ୍ଲା]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Malkangiri district]]
[[hi:मल्कानगिरि जिला]]