"ମହମ୍ମଦ ଘୋରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + wikilink
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩ କ ଧାଡ଼ି:
|title= ଘୋରୀମାନଙ୍କର ସୁଲତାନ
|image=Shahabuddin Suri.jpg
|caption=ସୁଲତାନ ସାହାବ-ଉଦ୍-ଦିନ ମହମ୍ମଦ ଘୋରୀ<br /><small>{{Nastaliq|سلطان شہاب الدین محمد غوری}}</small>
|reign=୧୨୦୨-୧୨୦୬
|coronation=
୨୫ କ ଧାଡ଼ି:
ମହମ୍ମଦ ଘୋରୀଙ୍କୁ [[ଭାରତ|ଭରତରେ]] ମୁସଲମାନ ସାମ୍ରାଜ୍ୟର ପ୍ରତିଷ୍ଠାତା ବୋଲି କୁହାଯାଏ। ସେ ୧୧୬୭ ଖ୍ରୀଷ୍ଟାବ୍ଦରେ ଭାରତରେ ପ୍ରବେଶ କରିଥିଲେ। ଦିଲ୍ଲୀର ରାଜା ପୃଥ୍ୱୀରାଜ ଓ କାନ୍ୟକୁବ୍ଜର ରାଜା ଜୟଚନ୍ଦ୍ରଙ୍କ ମଧ୍ୟରେ ଥିବା ବିବାଦର ସୁଯୋଗ ନେଇ ସେ ଜୟଚନ୍ଦ୍ରଙ୍କ ସାହାଯ୍ୟ ନେଇ ପୃଥ୍ୱୀରାଜ ଚୌହାନଙ୍କୁ ଥାନେଶ୍ୱର ଯୁଦ୍ଧରେ ପରାସ୍ତ କରି ହତ୍ୟା କଲେ। ତଦୁପରାନ୍ତ କାନ୍ୟକୁବ୍ଜ ଆକ୍ରମଣ କରି ଜୟଚନ୍ଦ୍ରଙ୍କୁ ମଧ୍ୟ ନିଧନ କଲେ। ଏହାଙ୍କଦ୍ୱାରା ଏକାଦଶ ଶତାବ୍ଦୀରେ ଭାରତରେ ମୁସଲମାନ ସାମ୍ରାଜ୍ୟର ପ୍ରତିଷ୍ଠା ହୋଇଥିଲେ ହେଁ ଏହାଙ୍କର ବଡ଼ଭାଇ ମାମୁଦ(ମହମୁଦ) ଗଜନୀଙ୍କ ବଂଶଧର ଗିୟାସୁଦ୍ଦିନଙ୍କୁ ବିତାଡ଼ିତ କରି ଭାରତରେ ମୁସଲମାନ ରାଜୁତିର ସ୍ଥାୟୀ ଭିତ୍ତି ସ୍ଥାପନ କଲେ। ଏହାଙ୍କ ବଡ଼ଭାଇ ଗିୟାସୁଦ୍ଦିନଙ୍କ ମୃତ୍ୟୁପରେ ଖ୍ରୀ.ଅ.୧୨୦୨ରେ ସେ ଆଫଗାନିସ୍ଥାନରେ ଘୋର ବଂଶର ରାଜା ହେଲେ। ସେ ୧୨୦୬ ଖ୍ରୀଷ୍ଟାବ୍ଦରେ ପଞ୍ଜାବର ଏକ ଯୁଦ୍ଧ ଅଭିଯାନରେ ମୃତ୍ୟୁବରଣ କଲେ।<ref>{{cite web |url= http://www.srujanika.org/dictionary.php?dictid=1&localopt=1&charno=40&spgno=411&epgno=446&spdfno=6192/ମହମ୍ମଦ ଘୋରୀ|title=ମହମ୍ମଦ ଘୋରୀ|work= ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ |accessdate=2013-01-26 }}</ref>
 
== ଆଧାର ==
{{ଆଧାର}}
 
 
[[ଶ୍ରେଣୀ:ଇତିହାସ]]
Line ୩୯ ⟶ ୩୮:
[[hi:मोहम्मद ग़ौरी]]
[[it:Muhammad di Ghur]]
[[ja:シハーブッディーン・ムハンマド]]
[[ml:മുഹമ്മദ് ഗോറി]]
[[mr:महंमद घोरी]]
[[nl:Muhammad Ghowri]]
[[ja:シハーブッディーン・ムハンマド]]
[[pnb:شہاب الدین غوری]]
[[pt:Shahabuddin Ghauri]]