"ମନସୁର ଅଲୀ ଖାନ ପଟୌଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୭ କ ଧାଡ଼ି:
ପଟୌଡ଼ିର ଅଷ୍ଟମ ନବାବ ଇଫତିକାର ଅଲୀ ଖାନଙ୍କ ପୁତ୍ର ମନସୁର ଅଲୀ ଖାନ ୫ଜାନୁଆରୀ ୧୯୪୧ରେ [[ମଧ୍ୟ ପ୍ରଦେଶ]]ର [[ଭୋପାଳ]] ଠାରେ ଜନ୍ମଗ୍ରହଣ କରିଥିଲେ ୤ ୧୯୬୯ରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିଲେ ୤ ତାଙ୍କର ତିନି ସନ୍ତାନ ସୈଫ ଅଲୀ ଖାନ, ସୋହା ଅଲୀ ଖାନ ଓ ସାବା ଅଲୀ ଖାନ ଙ୍କ ମଧ୍ୟରୁ କେହିବି କ୍ରିକେଟ ଖେଳିବରେ ରୁଚି ରଖିନାହାଁନ୍ତି ୤ ସୈଫ ଓ ସୋହା ଚଳଚ୍ଚିତ୍ରରେ ଅଭିନୟ କରୁଥିବା ବେଳେ ସାବା ଗହଣା ଡିଜାଇନ କରୁଛନ୍ତି ୤ ଫୁସଫୁସ ସଙ୍କ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ପଟୌଡ଼ି ୨୨ସେପ୍ଟେମ୍ବର ୨୦୧୧ ରେ [[ଦିଲ୍ଲୀ|ନୂଆଦିଲ୍ଲୀ]]ସ୍ଥିତ ସାର୍‌ ଗଙ୍ଗାରାମ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ<ref>{{cite news|title=Legendary cricketer Mansur Ali Khan Pataudi passes away|url=http://timesofindia.indiatimes.com/sports/cricket/top-stories/Mansoor-Ali-Khan-Pataudi-passes-away/articleshow/10079917.cms|accessdate=22 September 2011|newspaper=The Times of India|date=22 September 2011}}</ref> ୤
 
== କ୍ରିକେଟ ଜୀବନ ==
କ୍ରିକେଟ ପଡ଼ିଆରେ ‘ଟାଇଗର’ ଭାବେ ପରିଚିତ ମନସୁର ଅଲୀ ଖାନ ପଟୌଡ଼ି ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ<ref>[http://content.cricinfo.com/india/content/player/32222.html Cricinfo – Nawab of Patudi]</ref> ଭାବେ ୧୯୬୧ରେ [[ଇଂଲଣ୍ଡ]] ବିପକ୍ଷ ଟେଷ୍ଟରେ କ୍ୟାରିଅର ଆରମ୍ଭ କରିଥିଲେ ୤ ପଟୌଡ଼ି କ୍ୟାରିଅରରେ ୪୬ଟି ଟେଷ୍ଟ ଖେଳିଥିବା ବେଳେ ୪୦ଟି ରେ [[ଭାରତ]] ର ନେତୃତ୍ୱ ନେଇଥିଲେ ୤ ୧୯୬୪ ମସିହାରେ ଭାରତୀୟ କ୍ରିକେଟ ଦଳର ନେତୃତ ନେଇଥିବା ପଟୌଡ଼ିଙ୍କ ନେତୃତରେ ଭାରତୀୟ ଦଳ ୯ଟି ଟେଷ୍ଟରେ ବିଜୟୀ ହୋଇଥିଲେ ୤
ପଟୌଡ଼ି ପାଖାପାଖି ଏକ ଦଶନ୍ଧି ଧରି ଭାରତୀୟ ଦଳର ଅଧିନାୟକ ରହିଥିଲେ ୤
୨୩ କ ଧାଡ଼ି:
୪୬ଟି ଟେଷ୍ଟରୁ ସେ ୬ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ସହ ୩୪.୯୧ହାରରେ ୨୭୯୩ ରନ ସଙ୍ଗ୍ରହ କରିଥିଲେ ୤ ତାଙ୍କର ସର୍ବାଧିକ ବ୍ୟକ୍ତିଗର ସ୍କୋର ଥିଲା ଅପରାଜିତ ୨୦୩ ରନ ୤
 
== ପୁରସ୍କାର ଓ ସମ୍ମାନ ==
* ଅର୍ଜୁନ ପୁରସ୍କର (୧୯୬୪)
* ପଦ୍ମଶ୍ରୀ ପୁରସ୍କାର (୧୯୬୭)
 
== ଆଧାର ==
{{ଆଧାର}}
 
== ବାହାର ଲିଙ୍କ ==
* [http://www.thebhopalpost.com/index.php/2011/09/the-barbados-drama-nawab-pataudi/ The Barbados Drama 1962]
* [http://www.cricketarchive.com/Archive/Players/1/1175/1175.html CricketArchive]