"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩୯ କ ଧାଡ଼ି:
'''ବୀଣାପାଣି ମହାନ୍ତି''' [[ଓଡ଼ିଶା]]ର [[କଟକ ଜିଲ୍ଲା]]ରେ ୧୯୩୬ରେ<ref>{{cite web |url= http://www.orissadiary.com/personality/writer/BINAPANIMOHANTY%20.asp |title=BINAPANI MOHANTY |first= |last=|work=orissadiary.com|quote=Smt. Binapani Mohanty was born on November 11, 1936. |accessdate=8 January 2013}}</ref> ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଅଧ୍ୟାପିକା ଓ ସୁନାମଧନ୍ୟା ଆଧୁନିକ ଗାଳ୍ପିକା । ଚଳନ୍ତି ଜୀବନରୁ ସତସତିକା ଘଟଣା ସାଉଁଟି ନେଇ ତାହାକୁ ଗପ ରୂପ ଦେବାରେ ସେ ସେ ଜଣେ ସଫଳ କଳାକାର ।
 
== ରଚନାବଳୀ ==
=== ଗପ ===
* କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
* [[ପାଟଦେଇ]]
* ବସ୍ତ୍ର ହରଣ
* ଆରୋହଣ
* ଇଣ୍ଟରଭିଉ
* ଏକାକୀ ପରାଶର
 
== ସମ୍ମାନ ଓ ପୁରସ୍କାର ==
* [[ସାରଳା ପୁରସ୍କାର]], ୨୦୧୦ <ref>{{cite web |url= http://www.hindu.com/2010/06/16/stories/2010061652550300.htm |title=The Hindu : Other States / Orissa News : Sarla Puraskar presented to Binapani Mohanty |first= |last=|work=hindu.com |year=2010|quote=Celebrated writer Binapani Mohanty was conferred the coveted literary award - Sarala Puraskar - for 2010 |accessdate=8 January 2013}}</ref>
* [[ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର]] ([[କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ]] ପାଇଁ)
* [[କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref>
 
== ଆଧାର ==
{{ଆଧାର}}
{{ସାରଳା ପୁରସ୍କାର}}