"ବାଲୁଗାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୯ କ ଧାଡ଼ି:
'''ବାଲୁଗାଁ''' [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲା|ଖୋର୍ଦ୍ଧା]]ରେ ଥିବା ଏକ ସହର ।
 
== ଭୂଗୋଳ ==
ବାଲୁଗାଁ [[ଓଡ଼ିଶା]]ର ମଧ୍ୟଭାଗରେ ଥିବା ଏକ ସହର । ଏହା {{coord|19|44|45.3|N|85|12|28.59|E|region:IN}} ରେ ଅବସ୍ଥିତ ।<ref>[http://www.fallingrain.com/world/IN/21/Balugaon.html Falling Rain Genomics, Inc - Balugaon]</ref>
 
== ଲୋକଗଣନା ==
<!--୨୦୦୧ ଜଣଗଣନା ଅନୁସାରେ,<ref>{{GR|India}}</ref> ବାଲୁଗାଁର ଲୋକସଁଖ୍ୟା ୧୫,୮୨୪. ପୁରୁଷ ୫୩% ଆଉ ମହିଳା 4୭% । ବାଲୁଗାଁର ସାକ୍ଷରତା ହାର ୬୭%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ରୁ ବେଶି. ଲୋକସଖ୍ୟାର ୧୪% ଛ ବର୍ଷରୁ କମ ।-->
 
୨୦୧୧ ଜନଗଣନା ଅନୁସାରେ ବାଲୁଗାଁ [[ସ୍ଵୟଶାସିତ ଅଞ୍ଚଳ]]ର ଲୋକସଂଖ୍ୟା ୧୫୮୨୩ । <ref>[http://www.censusindia.gov.in/towns/ori_towns.pdf ALPHABETICAL LIST OF TOWNS AND THEIR POPULATION, ORISSA]</ref> ଘର ସଂଖ୍ୟା ୧,୦୩୧, ଲୋକସଂଖ୍ୟା ୬,୨୦୭, ପୁରୁଷ ୩,୯୩୯ ଓ ନାରୀ ୨,୨୬୮ ।<ref>[http://censusindia.gov.in/PopulationFinder/View_Village_Population.aspx Census India, 2011]</ref>
 
== ଆଧାର ==
{{ଆଧାର}}
 
== ବାହାର ଲିଙ୍କ ==
{{Wikitravel|Chilka Lake}}
 
"https://or.wikipedia.org/wiki/ବାଲୁଗାଁ"ରୁ ଅଣାଯାଇଅଛି