"ବଳଦେବଜୀଉ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା, ସଜାଣି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩୧ କ ଧାଡ଼ି:
}}
 
ବଳଦେବଜୀଉ ମନ୍ଦିର [[କେନ୍ଦ୍ରାପଡ଼ା]] ସହରର ୨ କି.ମି. ଦକ୍ଷିଣ ପଶ୍ଚିମକୁ, ଇଚ୍ଛାପୁର ଗାଁର କେନ୍ଦ୍ରରେ ଅବସ୍ଥିତ । ଏହା [[ଓଡ଼ିଶା|ଓଡ଼ିଶାର]] ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ । <ref>{{cite web | url=http://ignca.nic.in/asi_reports/orkendrapara001.pdf| title=Baladev Jew Temple, Ichapur Dist Kendrapara | publisher=Indira Gandhi National Centre for the Arts| accessdate=April 30, 2012 |}}</ref> ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ । <ref>{{cite web | url=http://www.orissaspider.com/resources/2408-Baladev-Jew-Temple-Kendrapara.aspx | title=Baladev Jew Temple Kendrapara | publisher=Orissa Spider | accessdate=September 21, 2011 | author=Madhusmita}}</ref>ଏହି ମନ୍ଦିରର ପାଚେରୀ ୧୪ ଫୁଟ ଉଚ୍ଚ ।
<!--== ଅବସ୍ଥିତି ==
ଦ୍ରାଘିମା : 86026’21”E, ଅକ୍ଷାଂଶ : 20029’05” N
୧୦୦ କ ଧାଡ଼ି:
|}
 
== ପ୍ରସାଦ (ଧୂପ) ==
ଏଇ ମନ୍ଦିରରେ ଦିଅଁ ମାନଙ୍କ ପାଇଁ ୩ଟି ଧୂପ ଓ ୫ଟି ଅବକାଶ ରହିଛି।
* ସକାଳ ଧୂପ: ୯ଟାରୁ ୧୦ଟା
* ମଧ୍ୟାହ୍ନ ଧୂପ: ୧୧ଟାରୁ ୧୨ଟା
* ଦ୍ୱିପହର ଧୂପ/ଅନ୍ନ ଧୂପ: ୨ଟା ୩୦ରୁ ୩ଟା ୩୦
* ସନ୍ଧ୍ୟା ଧୂପ: ୬ଟାରୁ ୭ଟା
* ବଡ଼ ସିଂହାର ଧୂପ: ୯ଟା ୩୦ରୁ ୧୦ଟା
 
କେନ୍ଦ୍ରାପଡ଼ା ଅଞ୍ଚଳ [[ରସାବଳି]] ପାଇଁ ପ୍ରସିଦ୍ଧ। ତେଣୁ ଏଇ ମନ୍ଦିରରେ ରସାବଳି ପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଏହାଛଡ଼ା, ବଉଳ ଘଣ୍ଟିଆ, ଚଉରାଶୀ ବ୍ୟଞ୍ଜନ, ମକର ଚାଉଳ, ପୁର କାକରା, ପୋଟଳୀ ପିଠା, ଚିପା କାକରା, କରଞ୍ଜି, ଖଜା, ଲଡୁ, ଖୁଡୁମା, ଛେନା କାକରା ଇତ୍ୟାଦି ପ୍ରସାଦ ଚଢ଼ାଯାଏ।
୧୧୫ କ ଧାଡ଼ି:
'''ଭଦ୍ରାୟାଃ ଦକ୍ଷଭାଗେ ଫଣିବର ଶୀରସଂ ଦେବ ଦେବେନ୍ଦ୍ର ପୂଜ୍ୟମ୍'''<br />
'''ବନ୍ଦେ ରୁଦ୍ରାଦି ଚଣ୍ଡିଗଣ ସୁପରିବୃତଂ ରାମମାଣିକ୍ୟ ମୂର୍ତ୍ତିମ୍।'''<br />
== ବଳଦେବଜୀଉଙ୍କ ରଥ ==
ମନ୍ଦିରର ଦିଅଁମାନେ ଯେଉଁ ରଥରେ ବସି ରଥ ଯାତ୍ରାରେ ବାହାରନ୍ତି ତାକୁ ବ୍ରହ୍ମତାଳଧ୍ୱଜ ରଥ କୁହାଯାଏ । ଏହି ରଥ ପୃଥିବୀର ସବୁଠାରୁ ବଡ଼ରଥ। [http://kendrapara.nic.in/Mainpage/About%20Sri%20Sri%20Baladev%20Jew%20Temple.html]
{| class="wikitable"
୧୫୯ କ ଧାଡ଼ି:
କୁହାଯାଏ, ବଳଦେବଜୀଉଙ୍କ ଆଜ୍ଞାମାଳ ନ ପାଇଲା ଯାକେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ବଢ଼େନାଇଁ।
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://www.orissaspider.com/resources/2408-Baladev-Jew-Temple-Kendrapara.aspx Land of the elder brother].
* [http://ignca.nic.in/asp/all.asp?projectid=orgkpd0010001 panorama of sculptures in Baladeva temple,Ichhapur]
୧୬୮ କ ଧାଡ଼ି:
{{ହିନ୍ଦୁ ମନ୍ଦିର}}
{{କେନ୍ଦ୍ରାପଡ଼ା ଜିଲ୍ଲା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Baladevjew Temple]]