"ବର୍ଷା ପ୍ରିୟଦର୍ଶିନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୫ କ ଧାଡ଼ି:
'''ବର୍ଷା ପ୍ରିୟଦର୍ଶିନୀ''' ଜଣେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] କଥାଚିତ୍ର ଅଭିନେତ୍ରୀ ।
 
== ପରିବାର ==
ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୧୯୮୪) [[ଓଡ଼ିଆ ସିନେମା ଜଗତ]]ର ଅନ୍ୟତମ ଜଣାଶୁଣା ଅଭିନେତ୍ରୀ '[[ଦୀପା]]'ଙ୍କ କନ୍ୟା ।<ref>[http://incredibleorissa.com/en/barsha-priyadarshini/ incredibleorissa.com: barsha-priyadarshini]</ref>
 
== କଥାଚିତ୍ର ଜୀବନ ==
୨୦୦୭ ମସିହାରେ ସେ [[ଏ ଯୁଗର କୃଷ୍ଣ ସୁଦାମା]] କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ବର୍ଷା, ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ [[ଓଡ଼ିଆ ସିନେମା|ଓଡ଼ିଆ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===
{| class="wikitable sortable"
|-
୪୯ କ ଧାଡ଼ି:
*
 
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* {{imdb name|3396510}}
{{Persondata <!-- Metadata: see [[Wikipedia:Persondata]]. -->