"ବରୁଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Adding my:ခံတက်ပင်
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୫ କ ଧାଡ଼ି:
ବରୁଣ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ମଧ୍ୟମାକୃତିର ଏଇ ବନ୍ୟ ତରୁଟି ତ୍ରିପର୍ଣ୍ଣ, ଅଳ୍ପକେ ଶିମୁଳୀ ପତ୍ର ପରି।<ref>[[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] </ref> ଫଳ ଗୁଡ଼ିକ କାଗିଜି ଲେମ୍ବୁ ପରି ଗୋଲ ହେଲେ ଟାଣୁଆ । ପାଚିଲେ ମହାକାଳ ଫଳ ପରି ଦିଶେ । ଜଳାଧାରରେ ଏ ଗଛ ଜନ୍ମିଥାଏ । ମାଟି ତଳେ ତଳେ ଜଳଧାରା ଯେଉଁ ବାଟେ ଯାଇଥାଏ, ସେଇ ଧାରେ ଧାରେ ଏ ଗଛ ଜନ୍ମିଥାଏ । ଆଗରୁ ଲୋକେ କୂଅ ଖୋଳିବା ଆଗରୁ ବରୁଣ ଚେରକୁ ଦେଖି ଜଳଧାରାର ସନ୍ଧାନ ପାଉଥିଲେ । କେହି କେହି କହନ୍ତି, ସୌଭାଗ୍ୟଯୁକ୍ତ ସ୍ଥାନରେ ଏ ଗଛ ଜନ୍ମିଥାଏ ।
 
== ବିବିଧ ଭାରତୀୟ ପ୍ରାଦେଶିକ ନାମ ==
{| class="wikitable"
|-
୫୯ କ ଧାଡ଼ି:
* କାନ ପାଚିବାରେ ଏହାର ପତ୍ର ରସକୁ ସୋରିଷ ତେଲରେ ପାକ କରି, କିମ୍ବା ଏହାର ପତ୍ରର ରସକୁ ଗରମ କରି ଉଷୁମ ଉଷୁମ ପ୍ରୟୋଗ କରାଯାଏ
* ବାଗି, ବ୍ରଣରେ ଏହାର ପତ୍ରବଟାକୁ ଲଗାଇଲେ ଉପକାର ମିଳେ।
* ପାଦଫୁଲାରେ ଏହାର ପତ୍ରକୁ ଜଡ଼ାତେଲରେ ଉଷ୍ଣକରି ଭାଜି ଲଗାଯାଏ।
* ଗଣ୍ଡମାଳା ରୋଗରେ ଏହି ଗଛର ମୂଳଭାଗର ଛେଲିର କ୍ୱାଥକୁ [[ମହୁ]] ସହିତ ସେବନ କଲେ ଉପକାର ମିଳେ।
* ବ୍ରଣ, ବିଦଧି,କଣ୍ଡୁ, ଦଦ୍ରୁ, କ୍ଷତ, ପୀନସ, ଭଗନ୍ଦର ଆଦିରେ ଏହାର ଛେଲିକୁ ବାଚି ଗାଈ[[ଦୁଧ]] ସହିତ ସେବନ କରାଯାଏ।
* ଏହାର ଛେଲିକୁ ଜଳରେ ବାଟି ଗାଈ [[ଲହୁଣୀ]] ସହିତ ସେବନ କଲେ ବାୟୁ ବିକାର, ଚର୍ମରୋଗ ଆଦି ନିବାରିତ ହୁଏ।
* ଏହାର ପତ୍ରସିଝା ଜଳରେ କଞ୍ଚା ଗାଈ ଦୁଧ ଓ [[ମିଶ୍ରି]]ଗୁଣ୍ଡା ସହିତ ସେବନ କଲେ ମୂତ୍ରରୋଗ ନିବାରିତ ହୁଏ।
* ବାତ ବେଦନା ଦୂର କରିବାପାଇଁ ବରୁଣ ଛେଲି, ପତ୍ର ଓ ନଡିଆକୁ ଏକତ୍ର ବାଟି ପ୍ରଲେପ ଦିଆଯାଏ।
=== ଅନ୍ୟାନ୍ୟ ===
* ଏହି ଗଛକୁ ପୂଜାକଲେ ମାନବ ରୋଗଶୂନ୍ୟ ହୋଇ ଦୀର୍ଘାୟୁ ହୁଏ ବୋଲି ମାନ୍ୟତା ରହିଛି।
* ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଏ ଗଛ ରହିଲେ ସେ ଘରେ ବାସ କରୁଥିବା ସବୁ ବ୍ୟକ୍ତିଙ୍କର ଦେହ ନୀରୋଗ ହୁଏ ବୋଲି ଲୋକୋକ୍ତି ରହିଛି।
== ଆହୁରି ଦେଖନ୍ତୁ ==
* [[ଔଷଧୀୟ ଗଛଲତାମାନଙ୍କର ତାଲିକା]]
== ଆଧାର ==
{{ଆଧାର}}
 
"https://or.wikipedia.org/wiki/ବରୁଣ"ରୁ ଅଣାଯାଇଅଛି