"ବନ୍ଦେ ମାତରମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୮ କ ଧାଡ଼ି:
}}
 
'''<big>ବନ୍ଦେ ମାତରମ</big>''' ଏକ ରାଷ୍ଟ୍ର ଭକ୍ତି କବିତା ଯାହା [[ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ]]ଙ୍କ ଦ୍ଵାରା ୧୮୮୨ ମସିହାରେ [[ଆନନ୍ଦ ମଠ]] ଉପନ୍ୟାସରେ ଲେଖାଯାଇଥିଲା । <ref name=Lipner>{{cite book|last=Julius|first=Lipner|title=Anandamath|year=2005|publisher=OUP|location=Oxford, UK|isbn=9780195178586|pages=27-59}}</ref> ଏହା [[ସଂସ୍କୃତ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । <ref name="mustard">Suresh Chandvankar, [http://www.mustrad.org.uk/articles/mataram.htm Vande Mataram] (2003) at ''Musical Traditions'' (mustrad.org.uk)</ref> ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା [[ଦୁର୍ଗା]]ଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ [[ରବୀନ୍ଦ୍ରନାଥ ଠାକୁର]] ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
 
== ଇତିହାସ ଓ ଉପଯୋଗୀତା ==
=== ବର୍ଣ୍ଣନା ===
[[ବଙ୍କିମ ଚନ୍ଦ୍ର ଚାଟାର୍ଜୀ]] ନୂଆକରି ତିଆରି ହୋଇଥିବା [[କଲିକତା ବିଶ୍ଵବିଦ୍ୟାଳୟ]]ର ଜଣେ ସ୍ନାତକ ଥିଲେ । ପଢ଼ା ପରେ ସେ ପ୍ରଥମେ ଜିଲା ମାଜିଷ୍ଟ୍ରେଟ ଓ ପରେ ଜିଲାପାଳ ଭାବରେ କାମ ଆରମ୍ଭ କରିଥିଲେ । ସେ [[୧୮୫୭ର ଆନ୍ଦୋଳନ]] ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ । <!-- Revolt of 1857]]--><ref name=Lipner /> ସେତେବେଳର ଫିରିଙ୍ଗି ସରକାର ''ଗଡ଼ ସେଭ ଦି କୁଇନ'' (God Save the Queen)କୁ ଜାତୀୟ ଗାନ କରିବାକୁ ଚେଷ୍ଟା ଚଳାଇଥିଲା ଯାହାକୁ ସ୍ଵାଧୀନତାବାଦୀମାନେ ଗ୍ରହଣ କରିନଥିଲେ ଯାହା ତାଙ୍କୁ ଏହି କବିତା ଲେଖିବାକୁ ପ୍ରେରଣା ଦେଇଥିଲା, ଏହା ବେଳକୁ ସରକାରୀ ସ୍ତରରେ ଅନୁମୋଦିତ ହୋଇଥିଲା ।<ref name="mustard" />
 
=== ଭାରତୀୟ ସ୍ଵାଧୀନତା ସଂଗ୍ରାମ ===
[[ଫାଇଲ:India1907Flag.png|thumb|220px|[[ଭିକାଜୀ କାମା]]ଙ୍କ ଦେଇ ୧୯୦୭ରେ ତିଆରି ଜାତୀୟ ପତାକା]]
''"ବନ୍ଦେ ମାତରମ"'' [[ଭାରତୀୟ ସ୍ଵାଧୀନତା ଆନ୍ଦୋଳନ|ଭାରତୀୟ ସ୍ଵାଧୀନତା]] କାଳରେ ଫିରିଙ୍ଗି ମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରଣା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିବା [[ଭାରତୀୟ ସ୍ଵାଧୀନତା ସଂଗ୍ରାମୀ]] <!--[[Freedom_fighters_of_India]]--> ମାନଙ୍କୁ ଜେଲରେ ଭର୍ତି କରୁଥିଲେ । [[ଲାଲା ଲଜପତ ରାୟ]] [[ଲାହୋର]] ଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାଆଁ ଥିଲା "ବନ୍ଦେ ମାତରମ" ।<!--<ref name="mustard" />--> [[ହୀରାଲାଲ ସେନ]] ୧୯୦୫ରେ ଭାରତର ପ୍ରଥମ ରାଜନୀତିକ ଫିଲ୍ମ ତିଆରି କରିଥିଲେ ଯାହାର ଅନ୍ତରେ "ବନ୍ଦେ ମାତରମ" ଥିଲା ।<ref name="Local">{{cite book
୩୮ କ ଧାଡ଼ି:
୧୯୦୭ରେ [[ଭିକାଜି କାମା]] (୧୮୯୧-୧୯୩୬) ଷ୍ଟୁଟଗର୍ଟ, [[ଜର୍ମାନୀ]] ଠାରେ<!--Stuttgart, Germany--> ଭାରତର ପ୍ରଥମ [[ତ୍ରିରଙ୍ଗା]] ଜାତୀୟ ପତାକା ତିଆରି କରିଥିଲେ ଯାହା ମଝିରେ "ବନ୍ଦେ ମାତରମ" ଲେଖାଯାଇଥିଲା<ref>[http://rajyasabha.nic.in/photo/pm/p2.html p2<!-- Bot generated title -->]</ref>
 
== କବିତା ==
{{Rquote|left|ବନ୍ଦେ ମାତରମ</br>
ସୁଜଳାମ ସୁଫଳାମ</br>
୫୭ କ ଧାଡ଼ି:
{{clear}}
 
== ଆହୁରି ଦେଖନ୍ତୁ ==
{{cite wikisource|Vande Mataram|Aurobindo Ghose|en}}
{{cite wikisource|वन्दे मातरम्|Bankimchandra Chattopadhyay|oldwikisource}}
 
== ଆଧାର ==
{{ଆଧାର|2}}
 
* Sabyasachi Bhattacharya, ''Vande mataram, the biography of a song'', Penguin Books, 2003, ISBN 978-0-14-303055-3.
 
== ବାହାର ସ୍ରୋତ ==
* [http://www.youtube.com/watch?v=xj1Iy4nRMkc Vande Mataram Sung by Lata Mangeshkar in Anand Math ]
* [http://www.youtube.com/watch?v=7Os_8BN2qmw&feature=related Vande Mataram Sung by Hemant Kumar Mukhopadhaya in Anand Math]