"ଫୁଲ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Robot: Adding hy:Ծաղիկ |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୧ କ ଧାଡ଼ି:
{{ଛୋଟ|Flower}}
[[ଫାଇଲ:Flower poster 2.jpg|thumb|upright=1.5|A poster with flowers or clusters of flowers produced by twelve species of flowering plants from different families]]
'''ଫୁଲ'''
ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ଵରଙ୍କ ଠାରେ ଅର୍ପିତ । ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲ ମାନ ପ୍ରକୃତିରାଣୀକୁ ସଜାଇଥାନ୍ତି । ସୃଷ୍ଟିକର୍ତ୍ତାଙ୍କ ଦ୍ଵାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ । ଏହା ଆର୍ଯ୍ୟ ପରମ୍ପରା । ଶାସ୍ତ୍ର ମତ, ବୃକ୍ଷରେ ଫୁଲ ମାନେ ଯେଭଳି ଫୁଟିଥାନ୍ତି ପ୍ରଭୁଙ୍କୁ ସେହି ଭଳି ସଜାଇବା ଦରକାର । ଫୁଲ ଓଲଟାଇ ଈଶ୍ଵରରଙ୍କୁ ଅର୍ପଣ କଲେ ଫଳ କିଛି ମିଳେ ନାହିଁ । ପୁନଶ୍ଚ, ପୁଷ୍ପ ଚୟନ ସମୟରେ ଫୁଲଗଛଟିକୁ ସମ୍ପୁର୍ଣ୍ଣ ପୁଷ୍ପଶୂନ୍ୟ (ଲଣ୍ଡିତ) ନକରି ପ୍ରକୃତିର ଉପଭୋଗପାଇଁ କେତୋଟି ପୁଷ୍ପ ଛାଡ଼ିଦେବା ବିଧେୟ ।
== ପୁଷ୍ପ ଚୟନ ==
ପୁଷ୍ପଟିଏ
ଫୁଲକୁ ଆଦର କରାଯାଏ କେବଳ ଲଳିତା ପିନ୍ଧନ୍ତି ବୋଲି । ନିଜ ଗଭାରେ ସଜାଇଥିବା ହେତୁ ଲଳିତାଙ୍କ ବେଶ ସୁନ୍ଦର । 'ଲଳିତଶାସ୍ତ୍ରମ୍' ରେ କୁହାଯାଇଛି - '''ଓଁ ଚମ୍ପକାଶୋକ ପୁନ୍ନାଗ ସୌର୍ଗନ୍ଧିକ ଲସତ୍କଚାୟୈ ନମଃ ''' । ଚମ୍ପା, ଅଶୋକ ପୁନ୍ନାଗ, ସୌଗନ୍ଧିକା
ଅର୍ଥାତ , ବେବୀଙ୍କ ନାସା ସଦ୍ୟ ପ୍ରସ୍ଫୁଟିତ
== ଶାସ୍ତ୍ର ==
ଫୁଲକଥା ଉଲ୍ଲେଖ ନକରି ସେଭଳି କୈଣସି ସ୍ତୋତ୍ର ବା ଶ୍ଳୋକ ନାହିଁ । ଦୁର୍ଗାସ୍ତୋତ୍ରରେ ଦେବୀ ଦୁର୍ଗାଙ୍କ ଆଖିକୁ ନୀଳୋତ୍ପଳା (ନୀଳପଦ୍ମ) ସହ ତୁଳନା କରାଯାଇଛି । ଶିବ ପଞ୍ଚକେଶ୍ଵର ସ୍ତୋତ୍ରରେ କୁହାଯାଇଛି- ''ମନ୍ଦାର ମୁରବ୍ୟ ବହୁପୁଷ୍ପ ସୁପୂଜିତାୟ, ତସ୍ମୈମକାର ମହିତାୟ ନମଃ ଶିବାୟ''। [[ଆଦିଶଙ୍କର]]ଙ୍କ ଶିବମାନସପୂଜାରେ '''ଜାତିଚମ୍ପକ , ବିଲ୍ଵପତ୍ର ରଚିତମ୍ ପୁଷ୍ପମ୍''' ଉଲ୍ଲେଖ ରହିଛି । ଏହି ଫୁଲ ଗୁଡିକ ଶିବଙ୍କୁ ସଜାଇବା ପାଇଁ ଉଦ୍ଧିଷ୍ଟ ।
== ପୌରାଣିକ ==
ଅଗସ୍ତ୍ୟମୁନି ଫୁଲର ପ୍ରକାର ଭେଦ ସମ୍ପର୍କରେ ବିଶଦ ସୂଚନା ଦେଇଛନ୍ତି ।
ପୁଷ୍ପମାନଙ୍କ ମଧ୍ୟରେ ପ୍ରାକ୍ ପୁଷ୍ପ ବା ବହୁପୂର୍ବରୁ ଉଲ୍ଲିଖିତ ପୁଷ୍ପ ହେଉଛି ପଦ୍ମ । ବୈଜ୍ଞାନିକ ମାନେ ଏକମତ ଯେ ମୌଳିକ ଭାବରେ ଏହି ଜାତିର ଅନ୍ୟ ପୁଷ୍ପ ମାନଙ୍କର ଉଦ୍ଭବ । ଅନ୍ୟ ପୁଷ୍ପ ମାନେ ସୃଷ୍ଟି ହେବାରୁ ସେମାନଙ୍କର ଅଙ୍ଗବିଶେଷ ଓ ଆକାର କମିବାକୁ ଲାଗିଲା ।<ref>ଦିବ୍ୟ ଭାସ୍କର ତା ୨୭-୦୯- ୧୨ ପୃଷ୍ଠା ୧୨</ref><ref>http://www.scribd.com/doc/76026431/Puranic-Encyclopedia-Vettam-Many</ref>
== କେତେକ ଫୁଲର ବୈଶିଷ୍ଟ ==
<ref>ଶ୍ରୀମାଙ୍କ ବାର୍ତ୍ତା , ଫେବୃଆରୀ ୨୦୧୦</ref>
=== ଲିଙ୍ଗସ୍ ପୁଷ୍ପ ===
ନାଗଲିଙ୍ଗ ପୁଷ୍ପ ଦକ୍ଷିଣାଆଫ୍ରିକୀୟ ପ୍ରଜାତିର । ଶିବଲିଙ୍ଗ ଉପରେ ନାଗଫଣା ବିସ୍ତାର କଲାଭଳି ପୁଷ୍ପର ଆକୃତି । ଯଦିଓ
=== କାଗଜ ଫୁଲ ===
ନିରାପତ୍ତାର ପ୍ରତିକ । ଘର ଚାରି ପାଖରେ ଲଗାଇଲେ ଗୃହର ନିରାପତ୍ତା ରକ୍ଷାହୁଏ । ଭ୍ରମଣ ସମୟରେ ନିଜସହିତ ଗୋଛାଏ ଫୁଲ ନେଲେ ଦୁର୍ଘଟଣାରୁ ରକ୍ଷା ମିଳେ ।
=== କଖାରୁ ଫୁଲ ===
ଦକ୍ଷିଣ ଭାରତୀୟ ପରମ୍ପରାରେ କେତୋଟି କଖାରୁ ଫୁଲ ମଝିରେ ଧାନ ଫୁଲ ରଖି [[ଡିସେମ୍ବର]]-[[ଜାନୁଆରୀ]] ମାସରେ ଗୋବର ପିଣ୍ଡୁଳା ଉପରେ ଥାପନ୍ତି । ଗ୍ରାମବାସୀଙ୍କର ବିଶ୍ଵାସ ସେମାନଙ୍କର ଗୃହ, ଗ୍ରାମ ଓ କ୍ଷେତରେ ସମୃଦ୍ଧି ବିରାଜମାନ କରିବ । ମା' କଖାରୁ ଫୁଲକୁ ପ୍ରାଚୁର୍ଯ୍ୟ କହନ୍ତି । [[ବୃହଷ୍ପତି]]ଙ୍କର କଖାରୁ ଫୁଲ ଅତ୍ୟନ୍ତ ପ୍ରିୟ ।
=== ପାରିଜାତ ===
ବ୍ରହ୍ମଦର୍ଶନ ପୁଷ୍ପ । ବ୍ରାହ୍ମମୁହୂର୍ତ୍ତରେ ଫୁଟେ । ଏହା ଅସାଧାରଣ ଯୋଗଶକ୍ତି
== ପ୍ରତୀକ ==
ପ୍ରତ୍ୟେକ ଦେଶର ଧର୍ମ ଓ ଆରାଧନା ସହିତ ଫୁଲାମାନେ ଜଡିତ । ପୃଥିବୀସାରା ଲୋକଙ୍କୁ ଫୁଲ ପ୍ରେମ ଓ ସ୍ମରଣର ପ୍ରତୀକ ଭାବେ ଜଣା । ଗୋଟିଏ ପୁଷ୍ପ ପ୍ରକୃତିର ସମସ୍ତ ଉପାଦାନ - ବାୟୁ, ଜଳ, ଅଗ୍ନି, ମୃତ୍ତିକା ଓ ଇଥର ଧାରଣ କରେ । ଏହି ବିରାଟ ସତ୍ୟ କବି ଲର୍ଡ ଟେନିସନ୍ଙ୍କ ପଙ୍କ୍ତିରେ ରହିଛି । ତାଙ୍କ ପରିକଳ୍ପନାରେ ସେ ଛୋଟ ଫୁଲଟିକୁ ସମ୍ବୋଧନାତ୍ମକ ଢ଼ଙ୍ଗରେ କହୁଛନ୍ତି - ଯଦି ମୁଁ ବୁଝନ୍ତି ତୁମେ ମୂଳ ଓ ସର୍ବେସର୍ବା, ତାହେଲେ ମୁଁ ଜାଣିପାରନ୍ତି ମନ୍ୟୁଷ ଓ ଭଗବାନ କଣ !।
== ବୈଶିଷ୍ଟ୍ୟ ==
* ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ଵେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ ।
'''ପଦ୍ମାଳୟା ପଦ୍ମକରଂ
ପଦ୍ମପତ୍ର ନିଭେକ୍ଷଣାମ୍
ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍ '''
* ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାର ଗୋଲାପର ଆଖ୍ୟାଦିଆଯାଇଛି । ବିଭିନ୍ନ ପ୍ରକାରର ଗୋଲାପ ଅଛନ୍ତି । ମାନବିକ ପ୍ରେମ ପ୍ରକାଶର ପୁଷ୍ପ ଏହି ଗୋଲାପ । ଅଗସ୍ତ୍ୟ ମୁନି କହିଛନ୍ତି ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ । ଏହା କଳହ ଓ ଶତ୍ରୁତା ସୃଷ୍ଟିକରେ । ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ । ହଳଦିଆ ଗୋଲାପ ଶକ୍ତିଶାଳୀ । ଏହା ପିନ୍ଧିଲେ ପ୍ରତିକାର୍ଯ୍ୟରେ ସଫଳତା ଆଣେ । ଲାଲ ଗୋଲାପ ନଅଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲଭାବନା ସୃଷ୍ଟିକରିବ , ପିଲାମାନଙ୍କୁ ସଠିକ ମାର୍ଗରେ ନେବ । [[ଶ୍ରୀ ଅରବିନ୍ଦ]]ଙ୍କ ଭାଷାରେ ଗୋଲାପ ବହୁ ପାଖୁଡା ମେଲିବା ଭଳି ଯଶକୁ ବହୁଗୁଣିତ କରି ବ୍ୟକ୍ତିତ୍ଵକୁ ପ୍ରସ୍ଫ୍ରୁଟିତ କରିବାପାଇଁ ମନୁଷ୍ୟ ସମାଜକୁ ପ୍ରେରଣା ଦିଏ ।
== ବାର ଓ ଫୁଲ ==
କେଉଁ ବାରରେ କେଉଁ ପୁଷ୍ପ ଦେବଦେବୀଙ୍କୁ ଅର୍ପଣ କଲେ କି ପ୍ରକାର ଫଳ ପ୍ରାପ୍ତି ହୁଏ ତତ୍ ସଂମ୍ପର୍କୀୟ ବିବରଣି ଅଗସ୍ତ୍ୟମୁନି ପ୍ରଦାନ କରି ଅଛନ୍ତି ।
* [[ରବିବାର]] [[ପଦ୍ମ ଫୁଲ]]ରେ ଠାକୁରଙ୍କୁ ସଜାଇଲେ ଘରେ ସମୃଦ୍ଧି ଆସିବ ।
* [[ସୋମବାର]] ଇଷ୍ଟଦେବୀଙ୍କୁ କଇଁ ଓ ଜସ୍ମିନ ପ୍ରଦାନ କଲେ ଗୃହରେ ଏକତା ଆସିବ । ସଦସ୍ୟଙ୍କ ମଧ୍ୟରୁ ଅବୁଝାମଣା ଦୂରେଇଯିବ ।
* [[ମଙ୍ଗଳବାର]] ଦେବୀଙ୍କୁ ଟ୍ୟୁରୋଜ ଦେଲେ ସ୍ଵାମୀମାନେ ଆଶାତୀତ ଦୁର୍ଘଟଣାରୁ ରକ୍ଷାପାଇପାରିବେ ।
* [[ବୁଧବାର]] ଇଶ୍ଵରଙ୍କୁ ପାରିଜାତ ଦେଲେ ପିଲାମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।
* [[ଶୁକ୍ରବାର]] ଧବଳ ଓ ଇସତଲାଲ୍ ରଙ୍ଗର ରାମବାଣ ପୁଷ୍ପ ଠାକୁରଙ୍କୁ ଦେଲେ
* ସବୁ ଦିନ ଜସ୍ମିନକୁ
== ଆଧାର ==
{{ଆଧାର}}
== ବାହାର ତଥ୍ୟ ==
{{wiktionary|flower}}
{{Commons and category|Flowers|Flowers}}
{{wikiquote-inline|Flowers}}
* [http://wildflower.utexas.edu/ Native Plant Information Network]
* [http://www.israel21c.org/bin/en.jsp?enDispWho=Articles%5El2320&enPage=BlankPage&enDisplay=view&enDispWhat=object&enVersion=0&enZone=Technology&
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
|