"ଫନୀ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩୮ କ ଧାଡ଼ି:
}}
 
'''ଫଣି ମହାନ୍ତି''' ୧୯୪୪<ref name="George1992">{{cite book|author=K. M. George|title=Modern Indian Literature, an Anthology|url=http://books.google.com/books?id=m1R2Pa3f7r0C&pg=PA316|accessdate=12 September 2012|year=1992|publisher=Sahitya Akademi|isbn=978-81-7201-324-0|pages=316–}}</ref> ମସିହାରେ ଜନ୍ମିତ ଜଣେ ପ୍ରଖ୍ୟାତ [[ଓଡିଆ]] କବି ।<ref name="Urs1992">{{cite book|author=S. N. Vikramraj Urs|title=Commonwealth quarterly|url=http://books.google.com/books?id=AnYKAQAAMAAJ|accessdate=12 September 2012|year=1992|publisher=S.N. Vikramraj Urs}}</ref> ତାଙ୍କ କବିତା ସଂକଳନ [[ମୃଗୟା]] ପାଇଁ, ସେ ୨୦୦୯ ମସିହାର ସମ୍ମାନ ଜନକ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]] ଲାଭ କରିଛନ୍ତି ।<ref name="Darpan2010">{{cite book|author=Editorial Board Pratiyogita Darpan|title=General Knowledge Digest|url=http://books.google.com/books?id=65UOYgqftfAC&pg=PA158|accessdate=12 September 2012|date=1 September 2010|publisher=Upkar Prakashan|isbn=978-81-7482-094-5|pages=158–}}</ref> ଗତ ଚାରିଦଶନ୍ଧିର ସାହିତ୍ୟିକ ଜୀବନ ଭିତରେ ସେ ବହୁ କବିତା ରଚନା କରିଯାଇଛନ୍ତି । ତାଙ୍କ ପ୍ରମୁଖ ରଚନା ଗୁଡିକ ମଧ୍ୟରେ ମାନଚିତ୍ର,ବିଶାଦଯୋଗ,ଅହଲ୍ୟା,ପ୍ରିୟତମା,ରୁନୁ ପାଇଁ କବିତା ପ୍ରଭୃତି ଅନ୍ୟତମ । 'ବିଶାଦଯୋଗ' ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।<ref>http://www.hindu.com/2009/12/25/stories/2009122553230300.htm</ref> <ref>http://www.orissasahityaakademi.org/english/common/sahitya-awards/award2.htm</ref>କବିତା ବ୍ୟତିତ ସେ ବହୁ ଗବେଷଣାଧର୍ମୀ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି ।<ref name="ChakrabertiPathy1991">{{cite book|author1=Kanchan Chakraberti|author2=Dinanath Pathy|title=Tribal art, primitivism, and modern relevance|url=http://books.google.com/books?id=aJyfAAAAMAAJ|accessdate=12 September 2012|year=1991|publisher=Working Artists Association of Orissa}}</ref>
 
== ଆଧାର ==
{{ଆଧାର}}
 
୪୬ କ ଧାଡ଼ି:
 
{{ଓଡ଼ିଆ ସାହିତ୍ୟ}}
 
[[ଶ୍ରେଣୀ:୧୯୪୪ ଜନ୍ମ]]
[[ଶ୍ରେଣୀ:ଓଡ଼ିଆ କବି]]