"ପ୍ରତିଭା ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.3) (Robot: Adding sa:प्रतिभा राय्
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪୩ କ ଧାଡ଼ି:
 
ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ରାୟ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ [[ଓଡ଼ିଶା ସରକାର|ରାଜ୍ୟ ସରକାରଙ୍କଠାରୁ]] ସ୍ଵେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ରେ ସଦସ୍ୟ ଭାବେ ଯୋଗଦାନ କରିଥିଲେ ।<ref>{{cite web |url= http://indiaeducationdiary.in/Orissa/shownews.asp?newsid=18292 |title=Educational News, Orissa, Odisha: Eminent fiction writer Dr Pratibha Ray to receive coveted Jnanpith Award |first=Saumya |last=Parida |work=indiaeducationdiary.in |year=2012|quote=She took voluntary retirement as a Professor of Education from State Government Service in 1998 and joined as Member, Public Service Commission of Odisha State |accessdate=28 December 2012}}</ref>
== ସାହିତ୍ୟ ସର୍ଜନା ==
ଶ୍ରୀମତୀ ରାୟ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧର ରଚୟିତା ।<ref>{{cite web |url= http://www.deccanherald.com/content/301322/oriya-novelist-jnanpith-award-winner.html |title=Oriya novelist is Jnanpith award winner |first= |last=|work=deccanherald.com |year=2012 |quote=Ray has 20 novels, 24 short stories, 10 travelogues, two poetry collections and a number of essays to her credit. |accessdate=28 December 2012}}</ref>
=== ଉପନ୍ୟାସ ===
୬୦ କ ଧାଡ଼ି:
* ଶିଳାପଦ୍ମ
* ଯାଜ୍ଞସେନୀ, ୧୯୮୪
* ଦେହାତୀତ, ୧୯୮୬
* ଉତ୍ତରମାର୍ଗ, ୧୯୮୮
* ଆଦିଭୂମି
୬୬ କ ଧାଡ଼ି:
* ମଗ୍ନମାଟି, ୨୦୦୪
{{div col end}}
=== ଗଳ୍ପ ===
{{div col|2}}
* ସାମାନ୍ୟ କଥନ, ୧୯୭୮
୯୧ କ ଧାଡ଼ି:
* ଝୋଟି ପକା କାନ୍ତ, ୨୦୦୬
{{div col end}}
=== ଭ୍ରମଣ କାହାଣୀ ===
* ମୈତ୍ରୀ ପାଦପର ଶାଖା ପ୍ରଶାଖା (ଋଷିଆ), ୧୯୯୦
* ଦୂର ଦ୍ଵିବିଧ (ଇଂଲଣ୍ଡ, ଫ୍ରାନ୍ସ), ୧୯୯୯
* ଅପରାଧିର ସ୍ଵେଦ (ଅଷ୍ଟ୍ରେଲିଆ), ୨୦୦୦
 
== ପୁରସ୍କାର ଓ ସମ୍ମାନ ==
* [[ଜ୍ଞାନପୀଠ ପୁରସ୍କାର|ଜ୍ଞାନପୀଠ]] (୨୦୧୧)<ref>{{cite web |url= http://www.asianage.com/india/jnanpith-award-oriya-novelist-928 |title=Jnanpith award for Oriya novelist &#124; The Asian Age |first= - Akshaya Kumar |last=Sahoo|work=asianage.com |year=2012 |quote=Pratibha Ray, a leading Oriya novelist and academician, who was on Thursday named for the prestigious Jnanpith Award for the year 2011 |accessdate=28 December 2012}}</ref>
* ପଦ୍ମଶ୍ରୀ (୨୦୦୭)
୧୦୪ କ ଧାଡ଼ି:
* ଓଡ଼ିଶା ସାହିତ୍ୟ ଏକାଡେମୀ (୧୯୮୫, ଶିଳାପଦ୍ମ)
 
== ଆଧାର ==
{{ଆଧାର}}
 
== ଅଧିକ ତଥ୍ୟ ==
* [http://www.india.gov.in/myindia/Padma%20Awards.pdf Prof. (Smt.) Pratibha Ray receives Padma Shri award in 2007 for Literature and Education, Orissa]
 
{{Persondata <!-- Metadata: see [[Wikipedia:Persondata]]. -->