"ପୋଡ଼ ପିଠା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୭ କ ଧାଡ଼ି:
'''ପୋଡ଼ ପିଠା''' ବା '''ପୋଡ଼ାପିଠା''' ଏକ [[ଓଡ଼ିଆ ଖାଦ୍ୟ|ଓଡ଼ିଆ ପିଠା]] ଯାହା [[ଚାଉଳ]] ଚୁନା ଓ [[ଗୁଡ଼]]/[[ଚିନି]]ରୁ ତିଆରି ହୋଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ [[ରଜ ପର୍ବ|ରଜ]] ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା [[ଜଗନ୍ନାଥ]]ଙ୍କ [[ଛପନ ଭୋଗ]]ରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।
 
== ଉପାଦାନ ==
* ୫୦୦ଗ୍ରାମ [[ଚାଉଳ]]
* ୪୦୦ ଗ୍ରାମ [[ଗୁଡ଼]]/ [[ଚିନି]]
* ୨ ଚାମଚ [[ଘିଅ]]
 
== ତିଆରି ପ୍ରଣାଳୀ ==
ପାଣି ଫୁଟାଯାଇ ସେଥିରେ ଧିରେ ଧିରେ [[ଚାଉଳ]] ଚୁନା ଓ [[ଗୁଡ଼]] ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ [[କାଜୁ]], [[କିସମିସ]] ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ [[କଦଳୀ]] ପତ୍ରରେ ଅଜାଡ଼ି ଦିଆଯାଏ । ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।<ref>[http://oriyanari.com/id2.html PODA PITHA]</ref>
[[Fileଫାଇଲ:PODAPITHA.JPG|thumb|ପୋଡ଼ ପିଠା ]]
 
== ଆଧାର ==
{{ଆଧାର}}
 
== ଅଧିକ ତଥ୍ୟ ==
* [http://www.surfindia.com/recipes/poda-pitha.html Poda pitha]
* [http://www.odiakitchen.com/poda-pitha/ Poda pitha]
* [http://www.indobase.com/recipes/details/poda-pitha.php Indian Recipes : Poda Pitha Recipe]
* [http://www.vahrehvah.com/Poda+Pitha:529 Poda Pitha]
* [http://food.sify.com/vegrecipes/Poda_Pitha-142704 Poda Pitha]
 
{{ଓଡ଼ିଆ ଖାଦ୍ୟ}}
<!--[[en:Poda Pitha]]-->
 
[[ଶ୍ରେଣୀ:ଓଡ଼ିଆ ରାନ୍ଧଣା]]
[[ଶ୍ରେଣୀ:ଓଡ଼ିଆ ପିଠା]]
 
<!--[[en:Poda Pitha]]-->