"ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩ କ ଧାଡ଼ି:
| title_orig =
| translator =
| image = [[Fileଫାଇଲ:Purnchandra Odia bhasakosa.png|thumb]]
| image_caption = ଭାଷାକୋଷର ମଲାଟ
| author = [[ଗୋପାଳ ପ୍ରହରାଜ]]
୨୬ କ ଧାଡ଼ି:
 
ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖର୍ଚ ମଧ୍ୟ ବହନ କରିଥିଲେ ।
[[Imageଫାଇଲ:Gopaala Praharaja.gif|200px|thumb|right|ଇ-ଭାଷାକୋଷ]]
 
== ବିଶେଷତା ==
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ [[ଓଡ଼ିଆ ଭାଷା]]ର ୧,୮୫,୦୦୦ ଟି ଶବ୍ଦରେ ଭରା । ଏଥିରେ ଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଅର୍ଥ ମଧ୍ୟ ଅଛି । ତାହା ସହିତ ନାନାଦି ବର୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି । ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣନା ସହ ଦେଖିବାକୁ ମିଳିଥାଏ ।<ref>http://www.srujanika.org/dictionary.php?dictid=1</ref>
 
== ଇ-ଭାଷାକୋଷ ==
[[ସୃଜନିକା]] ତରଫରୁ ଏହି ୭ ଖଣ୍ଡ ବହିକୁ ଏକ [[ସିଡ଼ି (କମ୍ପ୍ୟୁଟର)]]ରେ ରଖାଯାଇ ମାଗଣା ଲାଇସେନ୍ସ ଜରିଆରେ ବଣ୍ଟନ କରାଯାଉଛି ।<ref>http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha</ref>
 
== ଆଧାର ==
{{reflist}}
 
{{ଓଡ଼ିଆ ସାହିତ୍ୟ}}
 
[[categoryଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[categoryଶ୍ରେଣୀ:ଓଡ଼ିଆ ଭାଷା]]
[[ବିଭାଗଶ୍ରେଣୀ:ଭାଷା ବିଜ୍ଞାନ]]