"ପୂଜା (ଉପାସନା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧ କ ଧାଡ଼ି:
{{ଛୋଟ|Puja (Hinduism)}}
ହିନ୍ଦୁ ପୂଜାବିଧି ସାଧାରଣତଃ ପଞ୍ଚୋପଚାର ଓ ଷୋଡ଼ଶୋପଚାରରେ କରାଯାଇଥାଏ ଓ ବିଶେଷ ପୂଜା ଉପଲକ୍ଷେ ୧୮ ଓ ୩୬ ଉପଚାର ଦ୍ଵାରା ପୂଜା କରାଯାଇଥାଏ । ତାନ୍ତ୍ରିକ ମାନେ ୬୪ ଉପଚାରରେ ଦେବୀଙ୍କୁ ପୂଜା କରିଥାଆନ୍ତି ।
 
== ପଞ୍ଚୋପଚାର ବିଧି (୫ ଉପଚାର ବିଧି) ==
ଏଥିରେ ପାଞ୍ଚଟି ସୋପାନରେ ପୂଜାବିଧି ସମ୍ପୂର୍ଣ୍ଣ ହୋଇଥାଏ ।<ref>{{cite web |url= http://www.blessingsonthenet.com/information%20centre/information-2.asp?id=S0004&serialnosub=4&desctitle=Puja+Basics&subdesctitle=Panchopachara+Puja&serialno=1 |title=Panchopachara Puja
|work=blessingsonthenet.com |year=2012|accessdate=18 March 2012}}</ref>
# ଗନ୍ଧ: ଚନ୍ଦନ ପ୍ରଦାନ କରିବା
# ପୁଷ୍ପ: ଫୁଲ ଅର୍ପଣ କରିବା (ପ୍ରତ୍ୟେକ ଦେବତାଙ୍କୁ କେତେକ ନିର୍ଦ୍ଦିଷ୍ଟ ଫୁଲ ଦିଆଯାଏ ।)
# ଧୂପ: ଧୂପକାଠି ଓ ଝୁଣା ଇତ୍ୟାଦି ପଦାର୍ଥର ଧୂଆଁ ଦେବା
୧୧ କ ଧାଡ଼ି:
# ନୈବେଦ୍ୟ: ଖାଦ୍ୟପଦାର୍ଥ ଅର୍ପଣ କରିବା
 
== ଦଶୋପଚାର ବିଧି (୧୦ ଉପଚାର ବିଧି) ==
# ପାଦ୍ୟ
# ଅର୍ଘ୍ୟ
୪୨ କ ଧାଡ଼ି:
# <!--ନୀରାଜନା: ସ୍ତୁତିପାଠ କରିବା-->
 
== ଅଷ୍ଟାଦଶୋପଚାର ବିଧି (୧୮ ଉପଚାର ବିଧି) ==
# ଆସନ
# ସ୍ଵାଗତ
୬୨ କ ଧାଡ଼ି:
# ଦେବବିସର୍ଜନ
 
== ଷଡ଼ତ୍ରିଂଶୋପଚାର ବିଧି (୩୬ ଉପଚାର ବିଧି) ==
# ଆସନ
# ଅଭ୍ୟଞ୍ଜନ (ତେଲ ଲଗାଇଦେବା)
୧୦୦ କ ଧାଡ଼ି:
# ଦେବବିସର୍ଜନ
 
== ଚତୁଷଷ୍ଟି ଉପଚାର (୬୪ ଉପଚାର ବିଧି)<ref>ପୂର୍ଣ୍ଣଚନ୍ଦ୍ର ଓଡ଼ିଆଭାଷାକୋଷ, ପୃଷ୍ଠା: ୪୯୩୮</ref> ==
ତନ୍ତ୍ର ମତରେ ଦେବୀପୂଜାର ୬୪ ଗୋଟି ଉପଚାର ବା ଅଙ୍ଗ ଯଥା:
# ଆସନାରୋପଣ: ଆସନରେ ବସାଇବା
୧୬୭ କ ଧାଡ଼ି:
# ବନ୍ଦନ: ସ୍ତୁତି
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
{{commons category|Puja}}
* [http://www.bnaiyer.com/lores/b-puja-05.html bnaiyer.com:Home Pooja Methods]
* [http://www.hindupedia.com/en/Murti_Puja Murti Puja] on Hindupedia, the Hindu Encyclopedia
* [http://www.vedagnana.org/Content/Articles/Article.php?id=2 Why do Hindus have a puja room ?]