"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ପୁରସ୍କାର ଓ ସମ୍ମାନ: ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୦୪
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୪ କ ଧାଡ଼ି:
 
'''ପାର୍ବତୀ ଘୋଷ''' ଜଣେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ସିନେ ଅଭିନେତ୍ରୀ ।
== ପରିବାର ==
ପାର୍ବତୀ ଘୋଷ [[ଓଡ଼ିଆ ସିନେମା ଜଗତ]]ର ଅନ୍ୟତମ ଜଣାଶୁଣା ଅଭିନେତା [[ଗୌର ଘୋଷ]]ଙ୍କ ଧର୍ମପତ୍ନୀ । ବିବାହ ପୂର୍ବରୁ ସେ ଚପଳା ନାୟକ ନାମରେ ପରିଚିତ ଥିଲେ । ସେ [[ଓଡ଼ିଆ ସିନେମା ଜଗତ]]ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ [[ସ୍ଵରୂପ ନାୟକ]] ଓ [[ସାରଦା ପ୍ରସନ୍ନ ନାୟକ]] ଙ୍କ ଭଉଣୀ |
== କଥାଚିତ୍ର ଜୀବନ ==
୧୯୫୦ ମସିହାରେ [[ଶ୍ରୀ ଜଗନ୍ନାଥ]] କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପାର୍ବତୀ, ମୋଟ ୬ଟି [[ଓଡ଼ିଆ ସିନେମା|ଓଡ଼ିଆ]] କଥାଚିତ୍ରରେ ଅଭିନୟ କରିବା ସହ ୬ଟି କଥାଚିତ୍ରର ପ୍ରଯୋଜନା ଓ ଦୁଇଟି କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
=== ଅଭିନୀତ ଓଡ଼ିଆ କଥାଚିତ୍ର ===
{| class="wikitable sortable"
|-
୨୮ କ ଧାଡ଼ି:
|-
|}
== ପୁରସ୍କାର ଓ ସମ୍ମାନ ==
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] (୨୦୦୪)
* ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୦୪<ref>{{cite web |url= http://www.hindu.com/2008/11/15/stories/2008111550880200.htm |title=The Hindu : Other States / Orissa News : FitFat-2008 award for Uttam Mohanty |first= |last= |work=hindu.com |year=2008 |quote=Eminent film producer and director Parvati Ghosh had received the award in 2004 |accessdate=21 January 2013}}</ref>
 
== ଆଧାର ==
{{ଆଧାର}}
 
== ଅଧିକ ତଥ୍ୟ ==
* [http://vishaka.wordpress.com/2011/12/08/parbati-ghosh-returns-from-creative-recluse/ vishaka.wordpress.com]
* [http://odiacinemaworld.blogspot.com/2010/09/oriya-odia-actress-chapala-nayak-and.html Odia Actress Chapala Nayak Filmography in Year 1950 - 1971.]