"ପଞ୍ଚଲିଙ୍ଗେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪୫ କ ଧାଡ଼ି:
'''ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର''' [[ଓଡ଼ିଶା]]ର [[ବାଲେଶ୍ଵର ଜିଲା]]ର [[ନୀଳଗିରି]] ପାଖରେ ଥିବା [[ପଞ୍ଚଲିଙ୍ଗେଶ୍ଵର]]ରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାଆଁ ଅନୁସାରେ ଏହି ଜାଗାର ନାଆଁ ପଞ୍ଚଲିଙ୍ଗେଶ୍ଵର ହୋଇଅଛି ।<ref>http://www.orissa-tourism.com/bsore.html</ref>
 
== ଗମନାଗମନ ==
ଏହା ନୀଳଗିରିଠାରୁ ୮ କିମି, [[ବାଲେଶ୍ଵର]] ଠାରୁ ୩୦ କିମି ଓ [[ବାରିପଦା]] ଠାରୁ ୮୫ କିମି ଦୂରତାରେ ରହିଅଛି। ଏହି ଦୁଇ ସହର ଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।
 
{{clear}}
[[ଫାଇଲ:Pancalingeswara Temple Nilagiri.JPG|thumb|center|650px|ପାହାଡ଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ଵର]]
== ଆଧାର ==
{{ଆଧାର}}
== ବାହାର ଆଧାର ==
* [http://www.odishatourism.net.in/Temples_and_monuments_in_odisha/panchalingeswara_temple_baleswara_odisha.html ପଞ୍ଚଲିଙ୍ଗେଶ୍ଵରର ନିଆରା ପର୍ଯ୍ୟଟନ ସ୍ଥଳୀ]