"ପଞ୍ଚମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding mr:पंचमी
ଟିକେ ରୋବଟ୍‌: ପ୍ରସାଧନ ବଦଳ
୭ କ ଧାଡ଼ି:
* ଶ୍ରାବଣ ଶୁକ୍ଳ ପଞ୍ଚମୀ: ଜାଗ୍ରଦ୍‌ଗୌରୀ ପଞ୍ଚମୀ – ଗ୍ରାମଦେବତୀ ପୂଜା ୤
* [[ଭାଦ୍ରବ]] କୃଷ୍ଣ ପଞ୍ଚମୀ: ରକ୍ଷା ପଞ୍ଚମୀ / ରେଖା ପଞ୍ଚମୀ- [[ଜଗନ୍ନାଥ]]ଙ୍କ ରେଖା ଲାଗି ୤ କବାଟରେ ଚିତ୍ରିତ ଘଣ୍ଟାକର୍ଣ୍ଣ ଓ ଭୈରବପୂଜା ୤
* ଭାଦ୍ରବ ଶୁକ୍ଳ ପଞ୍ଚମୀ: ଋଷିପଞ୍ଚମୀ/ ଗୁରୁପଞ୍ଚମୀ- [[ନୂଆଖାଇ]], ଏହା [[ଗୁରୁବାର]] ଦିନ ପଡ଼ିଲେ [[ଲକ୍ଷ୍ମୀ]] ପୂଜା ୤
* [[ଆଶ୍ୱିନ]] କୃଷ୍ଣ ପଞ୍ଚମୀ: ଅଶ୍ଵପଞ୍ଚମୀ / ନାହାଣ ପଞ୍ଚମୀ – ଅଶ୍ଵପୂଜା
* ଆଶ୍ୱିନ ଶୁକ୍ଳ ପଞ୍ଚମୀ: ନତପଞ୍ଚମୀ – ଦୁର୍ଗାପୂଜାରମ୍ଭ(ପଞ୍ଚମୀଠାରୁ ନବମୀପର୍ଯ୍ୟନ୍ତ)
* [[ପୌଷ]] ଶୁକ୍ଳ ପଞ୍ଚମୀ: କୁରାଳ ପଞ୍ଚମୀ (କୁମ୍ଭକାରଙ୍କର ପର୍ବ): ଏହି ଦିନ ପ୍ରତ୍ୟେକ କୁମ୍ଭକାର ସମ୍ପ୍ରଦାୟଙ୍କ ବିଲୁପ୍ତପ୍ରାୟ ସ୍ମୃତି ଶାଳଗୃହ, ଚକ, ପିଣ୍ଡ, ପିଟଣା ଆଦିକୁ ପୂଜାଅର୍ଚ୍ଚନା କରାଯାଇଥାଏ । [[କୁରାଳ ପୁରାଣ]]ପାଠ କରାଯାଏ ।
* [[ମାଘ]] ଶୁକ୍ଳପଞ୍ଚମୀ: ବସନ୍ତପଞ୍ଚମୀ / [[ଶ୍ରୀପଞ୍ଚମୀ]] – ସରସ୍ଵତୀ ପୂଜା, [[ଜଗନ୍ନାଥ]] ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ୤
 
== ଆଧାର ==
{{ଆଧାର}}
 
{{ପକ୍ଷ}}
{{ମୁଣ୍ଡିଆ}}
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
 
{{ମୁଣ୍ଡିଆ}}
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[en:Panchami]]
"https://or.wikipedia.org/wiki/ପଞ୍ଚମୀ"ରୁ ଅଣାଯାଇଅଛି